Sign in
Sign in
Recover your password.
A password will be e-mailed to you.
ମରିସସ୍ ରାଷ୍ଟ୍ରପତିଙ୍କୁ ଗଙ୍ଗାଜଳ ଉପହାର ଦେବାରୁ ମୋଦୀଙ୍କୁ ପ୍ରଶଂସା କଲେ ଯୋଗୀ
ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ମରିସସର ରାଷ୍ଟ୍ରପତି ଧରମବୀର ଗୋଖୁଲଙ୍କୁ ଉପହାର ମାଧ୍ୟମରେ ଭାରତର ସାଂସ୍କୃତିକ ଐତିହ୍ୟକୁ ଉଜ୍ଜ୍ୱଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟରେ!-->…
ଶନିବାର ବିଭିନ୍ନ ଜିଲାରେ ହିଟ୍ ଓ୍ବେଭ୍: ସତର୍କ କରାଇଲା ପାଣିପାଗ ବିଭାଗ
ଭୁବନେଶ୍ୱର,୧୨ା୩: ହୋଲି (ମାର୍ଚ୍ଚ ୧୫) ଦିନ ଓଡ଼ିଶାର ଅନେକ ଜିଲାରେ ହିଟ୍ ଓ୍ବେଭ୍ ଅନୁଭବ ହେବାର ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଏବଂ ଏହି ସମ୍ପର୍କରେ ଏକ ସତର୍କତା ଜାରି କରିଛି।
ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲାର!-->!-->!-->…
ବାହାର ରାଜ୍ୟରୁ ୨୦୨୩-୨୪ରେ ଓଡ଼ିଶାକୁ ୩୩,୪୨୪ ମେଟ୍ରିକ ଟନ୍ ମାଛ ଆସିଛି, ଅଣ୍ଡା ଅଭାବ ରହିଛି: ମନ୍ତ୍ରୀ
ଭୁବନେଶ୍ବର: ବାହାର ରାଜ୍ୟରୁ ୨୦୨୩-୨୪ରେ ଓଡ଼ିଶାକୁ ୩୩,୪୨୪ ମେଟ୍ରିକ ଟନ୍ ମାଛ ଆସିଛି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଧାନସଭାରେ ସୂଚନା ପ୍ରଦାନ କରିଛନ୍ତି।ବ୍ରହ୍ମଗିରି ବିଧାୟକ ଶ୍ରୀମତୀ ଉପାସନା ମହାପାତ୍ର ପ୍ରଶ୍ନ କରିଥିଲେ ଯେ, ଓଡ଼ିଶାରେ!-->…
ଏଣିକି ଟଙ୍କା ପରି ଏଟିଏମ୍ରୁ କାଢିପାରିବେ ସୁନା
ନୂଆଦିଲ୍ଲୀ,୧୨।୩: ଏଟିଏମରୁ ନୋଟ ବାହାରୁଥିବା କଥା ତ ସମସ୍ତେ ଜାଣନ୍ତି। କିନ୍ତୁ ସୁନା ଓ ରୂପା ବାହାରିବା କେବେ ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ତିରୁପତି ମନ୍ଦିର ଦର୍ଶନ କରିବାକୁ ଯାଉଥିବା ଭକ୍ତମାନଙ୍କୁ ଏବେ ଏଠାରେ ଏକ ନୂଆ ସୁବିଧା ମିଳିବ। ଏଠାରେ ସେମାନେ ଏଟିଏମ ମେସିନ!-->…
ସ୍ତ୍ରୀଙ୍କ ସହ ଭାରତ ଆସିବେ ଜେଡି ଭାନ୍ସ, ଶ୍ୱଶୁର ଘରେ ହେବ ଚର୍ଚ୍ଚା
ନୂଆଦିଲ୍ଲୀ,୧୨।୩: ନୂତନ ଆମେରିକୀୟ ପ୍ରଶାସନର ଦୁଇଜଣ ଶୀର୍ଷ ଅଧିକାରୀ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ। ତାଙ୍କ ବ୍ୟତୀତ, ଆମେରିକାରେ ଟ୍ରମ୍ପଙ୍କ ବିଶ୍ୱସ୍ତ ଅର୍ଥାତ!-->…
ବ୍ୟବସାୟ ବିକାଶ ବୃଦ୍ଧି କରିବା ପାଇଁ ସହର ଯୋଜନା ନିୟମ ସଂଶୋଧନ କଲେ ଓଡ଼ିଶା ସରକାର
ଭୁବନେଶ୍ୱର,୧୨।୩: ଇଜ୍ ଅଫ୍ ଡୁଇଙ୍ଗ ବିଜନେସ(ବ୍ୟବସାୟ କରିବାର ସହଜତା)କୁ ବୃଦ୍ଧି କରିବା ପାଇଁ, ଓଡ଼ିଶା ସରକାର ଓଡ଼ିଶା ସହର ଯୋଜନା ଏବଂ ଉନ୍ନତି ଟ୍ରଷ୍ଟ (ଯୋଜନା ଏବଂ ନିର୍ମାଣ ମାନକ) ନିୟମ, ୨୦୨୧ ଏବଂ ଓଡ଼ିଶା ବିକାଶ କର୍ତ୍ତୃପକ୍ଷ (ଯୋଜନା ଏବଂ ନିର୍ମାଣ ମାନକ) ନିୟମ, ୨୦୨୦ରେ!-->…
ଗିରଫ ହୋଇପାରନ୍ତି ରାଜା ଚକ୍ର
ଭୁବନେଶ୍ୱର,୧୨।୩: ଗିରଫ ହୋଇପାରନ୍ତି ରାଜା ଚକ୍ର। ଗନ୍ଧମାର୍ଦ୍ଧନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇପାରନ୍ତି ରାଜା ଚକ୍ର। ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ଓ ଅନ୍ୟ ଚାରି ସହଯୋଗୀଙ୍କ ଆଗୁଆ ଜାମିନ ଖାରଜ।
ସହଯୋଗୀଙ୍କ ସହ ରାଜାଙ୍କ ଆଗୁଆ ଜାମିନ ଆବେଦନ!-->!-->!-->…
ଶ୍ରୀରଘୁନାଥ ଜୀଉ ମନ୍ଦିର ମୁଖଶାଳା ସୌନ୍ଦର୍ଯ୍ୟକରଣ ପାଇଁ ଦାବି
ନୟାଗଡ଼ : ନୟାଗଡ଼ ଜିଲ୍ଲାର ଓଡ଼ଗାଁ ରେ ବିରାଜିତ ସ୍ଵର୍ଣ୍ଣ କଳସ କ୍ଷେତ୍ର ରୂପେ ପରିଚିତ ଶ୍ରୀ ରଘୁନାଥ ଜୀଉ ଙ୍କ ମନ୍ଦିର ର ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମନ୍ଦିର କୁ ପ୍ରବେଶର ମୁଖ୍ୟ ଫାଟକ କୁ ଦେଖିଲେ ପର୍ଯ୍ୟଟକ ମାନେ ନିରୁତ୍ସାହିତ ମନେ କରୁଛନ୍ତି । ଅଣ ଓସାରିଆ!-->…
ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତ ପୁନିନାଟ ଗ୍ରାମ ନିବାସୀ ଲିଲୁ ଦିଗାଲ (୩୦) ବାଇକ ଦୁର୍ଘଟଣାରେ ବୁଧବାର ସକାଳେ ମୃତ୍ୟୁ ବରଣ କରିଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ପୁନିନାଟ ନିକଟରେ ରାସ୍ତା କାମ ଚାଲିଥିବାବେଳେ କୌଣସି ସଚେତନତା!-->…
ବାଲିଗୁଡା ଉପଖଣ୍ଡ ନିମନ୍ତେ ନୂତନ ନୋଟରୀ ନିଯୁକ୍ତ
ବାଲିଗୁଡା : ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ନିମନ୍ତେ ବାଲିଗୁଡା ଠାରେ ଭାରତ ସରକାରଙ୍କ ନ୍ୟାୟ ଓ ବିଧି ମନ୍ତ୍ରଣାଳୟ ପକ୍ଷରୁ ଉପଖଣ୍ଡ ନିମନ୍ତେ ଆଇନଜୀବୀ କ୍ଷମା ସାଗର ପ୍ରଧାନଙ୍କୁ ନୂତନ ନୋଟାରୀ ପବ୍ଲିକ ଭାବେ ମନୋନୀତ କରିଛନ୍ତି। ବାଲିଗୁଡା ଉପଖଣ୍ଡର ବାଲିଗୁଡା ,କୋଟଗଡ ,ତୁମୁଡିବନ୍ଧ!-->…