Sign in
Sign in
Recover your password.
A password will be e-mailed to you.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନବରଙ୍ଗପୁର ଠାରେ ରାଜ୍ୟ ସରକାରଙ୍କ “ସୁଭଦ୍ରା ଯୋଜନା” ର ଦ୍ଵିତୀୟ…
ନବରଙ୍ଗପୁର : ଆଜି ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଦିବା ୧୧.୦୦ ଘଣ୍ଟା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା" ସୁଭଦ୍ରା ଯୋଜନା"ର ଦ୍ୱିତୀୟ କିସ୍ତି ର ଆର୍ଥିକ ସହାୟତା ପ୍ରଦାନର ସିଧା ପ୍ରସାରଣ ସମାରୋହ ରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ!-->…
ଲୋକେ ଗୁହାରି କରିବେ କାହାକୁ……
ବ୍ରହ୍ମପୁର: ମହିଳା ମାନେ ସଂରକ୍ଷଣ ରେ ନିର୍ବାଚିତ ହେବା ପରେ ଶ୍ରୀମତୀ ମାନଙ୍କ ସ୍ଥାନରେ ଶ୍ରୀମାନ ମାନଙ୍କ ରାଜୁତି କାର୍ଯ୍ୟାଳୟ ଗୁଡ଼ିକରେ ଦେଖିବାକୁ ମିଳୁଛି। ସାଧାରଣ ଜନତା ବିଭିନ୍ନ ଭତ୍ତା ଓ ଅନ୍ୟ କାର୍ଯ୍ୟାଦେଶ ପାଇଁ ଅଫିସ କୁ ଗଲେ ଯେଉଁ ମହିଳା ନିର୍ବାଚିତ ହୋଇ ଆସିଛନ୍ତି।!-->!-->!-->…
ଦେଓମାଳୀରେ ପ୍ରସ୍ତୁତ ହେବାକୁ ଯାଉଛି ଚଳଚିତ୍ର ନିର୍ଦେଶକ ରାଜା ମଉଲିଙ୍କ ସାଉଥ ମୁଭି
କୋରାପୁଟ: ସୁଉଚ୍ଚ ପର୍ବତମାଳା ପ୍ରାକୃତିକ ପରିବେଶ ପୁଣି ଥରେ ଆକର୍ଷିତ କରିଛି ସାଉଥ ଇଣ୍ଡଷ୍ଟ୍ରି କୁ l ଦେଓମାଳୀ ଶିଖରରେ ଦକ୍ଷିଣ ଭାରତୀୟ ସିନେ ପ୍ରଯୋଜକ ରାଜା ମଉଲି l ଯାହା ଏବେ ଖୁବ୍ ଚର୍ଚ୍ଚାରେ । ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ସାଉଥ ମୁଭି ପ୍ରସ୍ତୁତ ହେଉଛି ସୁଟିଂ ସେଟ l ୨୫!-->…
ଗଞ୍ଜାମ ଜିଲାରେ ୬୩୮ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ
ଭୁବନେଶ୍ୱର : ଗଞ୍ଜାମ ଜିଲାରେ ୬୩୮ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ସେଥିମଧ୍ୟରୁ ୪୯୩ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ୧୪୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଏଥିରେ ଅନେକ ଜଳଯୋଗାଣ ପ୍ରକଳ୍ପ,!-->…
ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି
ଭୁବନେଶ୍ୱର: ବିଜେପିର ଅଭିଯୋଗ ପରେ ଚେତିଲା ବିଜେଡି । ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି । ସୂଚନା ଦେଲେ ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ବିଜୁ ବାବୁଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ହେବା ନେଇ ଯୋଜନା ରହିଥିବା କହିଲେ । ବିଜୁ ଜୟନ୍ତୀରେ ଏହାକୁ!-->…
କାହାଯୋଗୁ ରାଜା ଚକ୍ର ବଳିୟାନ ହୋଇଥିଲେ: ମମତା ଖୋଲି କହିଲେ
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)କୁ ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ମମତା ମହାନ୍ତ ଘେରିଛନ୍ତି। କାହାଯୋଗୁ ରାଜା ଚକ୍ର ବଳିୟାନ ହୋଇଥିଲେ ସେ ସମ୍ପର୍କରେ ବିଜେପି ସାଂସଦ ମମତା ଖୋଲି କହିଛନ୍ତି।
ସେ ଅଭିଯୋଗ କରିଛନ୍ତି ଯେ, ଏବେ ଇଓଡବ୍ଲୁ ସ୍କାନରରେ ଥିବା ରାଜା ଚକ୍ର ପ୍ରଣବ!-->!-->!-->…
ମହିଳା ଦିବସ ୨୦୨୫: ମୋଦୀଙ୍କ ସୋସିଆଲ ମିଡିଆରେ ଭୁବନେଶ୍ଵର ଝିଅ ଏଲିନା ମିଶ୍ର
ନୂଆଦିଲ୍ଲୀ: ମାର୍ଚ୍ଚ ୮ ତାରିଖ, ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲକୁ ସଫଳ ମହିଳାମାନେ ପରିଚାଳନା କରିଛନ୍ତି । ଓଡ଼ିଆ ଆଣବିକ ବିଜ୍ଞାନୀ ଏଲିନା ମିଶ୍ରଙ୍କୁ ଏହି ସୌଭାଗ୍ୟ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଏକ୍ସ ହ୍ୟାଣ୍ଡେଲରେ ଏଲିନା!-->…
ଜେଲରୁ ମୁକ୍ତ ହେଲେ ଦକ୍ଷିଣ କୋରିଆର ନିଲମ୍ବିତ ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲ୍
ମହାଭିଯୋଗିରେ ଦୋଷୀ ସାବ୍ୟସ୍ତ ଦକ୍ଷିଣ କୋରିଆର ରକ୍ଷଣଶୀଳ ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲଙ୍କୁ ଆଜି ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି। ସିଓଲ୍ କୋର୍ଟ ରାଷ୍ଟ୍ରପତିଙ୍କୁ ଗିରଫ ନ କରି ବିଦ୍ରୋହ ନିମନ୍ତେ ବିଚାର ପାଇଁ ଅନୁମତି ଦେବା ସହ ତାଙ୍କ ଗିରଫଦାରୀ ରଦ୍ଦ କରିବାର ଦିନକ ପରେ ଆଜି ତାଙ୍କୁ!-->…
ଢାବାରେ ମଟନ ସହ ଗୋ ମାଂସ ବିକ୍ରି ହେବା ଅଭିଯୋଗ, ଢ଼ାବାକୁ ସିଲ କଲା ଜିଲ୍ଲା ପ୍ରଶାସନ
ପୁରୀ : ପୁରୀରେ ଗୋ ମାଂସ ଚାଲାଣ ଭିଡିଓ ଭାଇରାଲ୍ ପ୍ରସଙ୍ଗରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟା ଦେଇଛନ୍ତି । ଭୁବନେଶ୍ୱର -ପୁରୀ NH -216 ସାକ୍ଷୀଗୋପାଳ ନିକଟସ୍ଥ ଜୟା ଢ଼ାବାରେ ମଟନ ସହ ଗୋ ମାଂସ ବିକ୍ରି ହେବା ଅଭିଯୋଗ ପରେ ପୋଲିସର ତନାଘନା ଜାରି । ଢ଼ାବାକୁ ସିଲ!-->…
କୁଳଭୂଷଣ ଯାଦବଙ୍କ ଅପହରଣରେ ସଂପୃକ୍ତ ଥିବା ଆଇଏସଆଇ ଏଜେଣ୍ଟକୁ ହତ୍ୟା
ଇସଲାମାବାଦ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ବଡ଼ ବଡ଼ ଅପରାଧୀ ଓ ଆତଙ୍କବାଦୀଙ୍କୁ ନିଜର ଗୁପ୍ତ ଏଜେଣ୍ଟ ମାନଙ୍କ ମାଧ୍ୟମରେ ଅନେକ ଷଡ଼ଯନ୍ତ୍ର ଓ ହତ୍ୟା କରିଥାଏ । କିନ୍ତୁ ଖୋଦ ଆଇଏସଆଇର ଜଣେ ଏଜେଣ୍ଟ ଅଜ୍ଞାତ ଲୋକଙ୍କ ଦ୍ବାରା ହତ୍ୟାର ଶିକାର ହୋଇଛନ୍ତି । ଆଇଏସଆଇ ଏଜେଣ୍ଟ ମୁଫତି ଶାହ!-->…