ଚିକିତ୍ସା ସେବାରେ ବିଳମ୍ବରୁ ମେଡିକାଲ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ମାଡ, ଜଣେ ଗିରଫ

ହିଞ୍ଜିଳିକାଟୁ : ଚିକିତ୍ସା ସେବା ଯୋଗାଇବାରେ ବିଳମ୍ବ ହେବାରୁ ୨ ଯୁବକ ମେଡିକାଲ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ମାଡ ମାରିବା ସହ ମେଡିକାଲ ପରିସରରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ମଙ୍ଗଳବାର ଭୋର ସକାଳୁ ଆଡପଡା ଗ୍ରାମରେ ଦେଖିବାକୁ ମିଳିଛି । ୨ ଯୁବକଙ୍କ ମାଡରେ

ବିଲ୍ ପୈଠ ଠକେଇ ସମ୍ପର୍କରେ ଟିପିଏସ୍ଓଡିଏଲ୍ ତରଫରୁ ସତର୍କ ସୂଚନା ଜାରି

ବ୍ରହ୍ମପୁର : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏସ୍ଓଡିଏଲ୍) ପକ୍ଷରୁ ଉପଭୋକ୍ତାମାନଙ୍କୁ ଫିସିଂ ଠକେଇ ସମ୍ପର୍କରେ ସତର୍କ ବାର୍ତ୍ତା ଦିଆଯାଇଛି। ସାଇବର ଅପରାଧୀମାନେ ଉପଭୋକ୍ତାଙ୍କ ମୋବାଇଲ ନମ୍ବରକୁ ବକେୟା

ଦରଦାମ ବୃଦ୍ଧି ନେତା ଓ ମନ୍ତ୍ରୀ ମାନଙ୍କୁ ବାଧୁନି..!

ମହଙ୍ଗା ମାଡ଼ ଏବେ ବଜାରକୁ ଗଲେ ପକେଟ ଖାଲି …! ବ୍ରହ୍ମପୁର: ଗତ ଛମାସ ହେଲା ପ୍ରତେକ ସାମଗ୍ରୀ ର ହୁଁ ହୁଁ ହୋଇ ବଢ଼ି ଚାଲିଛି। ଖାଉଟି ବିଚରା ବେହାଲ ସରକାରଙ୍କ ଖୁଷହାଲ ବୋଲି ଲୋକେ କହିଲେଣି। ରାଜ୍ୟ ବାସୀଙ୍କ ଗୃହରେ ଦରବୃଦ୍ଧି ଯୋଗୁଁ ଆଳୁ ମହଜୁଦ ରଖିବାର ଅଭିଶାପ ହେଲା। ପ୍ରଥମେ ଆଳୁ

ମହୋଦଧିରେ ବିଶ୍ୱ ଦେଖିଲା ଭାରତୀୟ ନୌସେନାର ମହାପରାକ୍ରମ

ପୁରୀ : ମହୋଦଧିରେ ବିଶ୍ୱ ଦେଖିଲା ଭାରତୀୟ ନୌସେନାର ବଳ। ନୌସେନା ଦିବସରେ ଓଡ଼ିଶାରେ ଲେଖାହେଲା ଉତ୍ସବର ନୂଆ ଇତିହାସ। ରାଷ୍ଟ୍ରପତିଙ୍କ ସାମ୍ନାରେ ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ ଓ ୩୫ ଶହରୁ ଅଧିକ ନୌବୀରଙ୍କ ଦୁର୍ଦ୍ଧର୍ଷ ରଣକୌଶଳ ଦେଖି ତାଜୁବ ଦୁନିଆ। ଓଡ଼ିଆ ପୁଅ କମାଣ୍ଡର ରାହୁଲ

ସରକାରୀ ଜମିରେ ଘର ହୋଇଥିଲେ ଚଢିବ ବୁଲ୍‌ଡୋଜର

ଭୁବନେଶ୍ବର : ଯେଉଁମାନେ ସରକାରୀ ଜମିକୁ ଜବର ଦଖଲ କରି ବଡ଼ ଅଟାଳିକା କରିଛନ୍ତି, ହାଇକୋର୍ଟ ରହିତାଦେଶ ଉଠିବା ପରେ ଚଢ଼ିବ ବୁଲଡଜର। ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।ଗରିବଙ୍କୁ ପଟ୍ଟା ପ୍ରଦାନ ନେଇ ମନ୍ତ୍ରୀ କହିଛନ୍ତି, ଗରିବ

ବାପା, ମା’ ଓ ଝିଅଙ୍କୁ ଛୁରୀ ଭୁଷି ହତ୍ୟା

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ନେବ ସରାୟରେ ଆଜି ସକାଳେ ଜଣେ ବ୍ୟକ୍ତି, ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକମାନେ ହେଉଛନ୍ତି - ରାଜେଶ (୫୩), କୋମଲ (୪୭) ଓ କବିତା (୨୩)।ମିଳିଥିବା ରିପୋର୍ଟ ଅନୁଯାୟୀ, ରାଜେଶଙ୍କ ପୁଅ ଆଜି ସକାଳ ପ୍ରାୟ ୫ଟା

ଆଡିଲେଡରେ ଭାରତୀୟ ଖେଳାଳିଙ୍କୁ ଅସଦାଚରଣ, ବିସିସିଆଇ ନେଲା ବଡ ନିଷ୍ପତ୍ତି

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍ ସମୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ପ୍ରଶିକ୍ଷଣ ଅଧିବେଶନ ସମୟରେ ପ୍ରଶଂସକମାନେ ଭାରତୀୟ ଦଳର ଖେଳାଳିଙ୍କ ସହ ଅସଦାଚରଣ କରିଥିବାରୁ ପ୍ରଶଂସକଙ୍କୁ ଆଉ ଭାରତୀୟ ଦଳର ଅଭ୍ୟାସ ଅଧିବେଶନରେ ଅନୁମତି ଦିଆଯିବ

ପ୍ରୋବା-୩ ମହାକାଶଯାନରେ ତ୍ରୁଟି, ଘୁଞ୍ଚିଲା ପିଏସଏଲଭି-ସି୫୯ ଉତକ୍ଷେପଣ ସମୟ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂଗଠନ – ଇସ୍ରୋ, ପ୍ରୋବା-୩ ମହାକାଶଯାନରେ ଦେଖାଦେଇଥିବା ଅନିୟମିତତା କାରଣରୁ ‘ପିଏସଏଲଭି-ସି୫୯’ର ଉତକ୍ଷେପଣକୁ ଗୁରୁବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି। ବୁଧବାର ଅପରାହ୍ନ ୪ଟା ୮ ମିନିଟରେ ଏହାର ଉତକ୍ଷେପଣ ପାଇଁ ସ୍ଥିର କରାଯାଇଥିଲା।ପ୍ରୋବା-୩

ଆସାମରେ ନିଷେଧ ହେଲା ଗୋମାଂସ

ଗୌହାଟୀ : ଆସାମରେ ଗୋମାଂସ ଉପରେ ନିଷେଧାଦେଶ ଜାରି କଲେ ରାଜ୍ୟ ସରକାର। ରାଜ୍ୟ କ୍ୟାବିନେଟ ବୈଠକରେ ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ରାଜ୍ୟର କୌଣସି

କାଶୀ-ମଥୁରା ବ୍ୟତୀତ ୧୦ରୁ ଅଧିକ ସ୍ଥାନରେ ଚାଲିଛି ମନ୍ଦିର-ମସଜିଦ୍ ବିବାଦ

ନୂଆଦିଲ୍ଲୀ : ୨୦୧୯ରେ ଅଯୋଧ୍ୟାରେ ରାମ ମନ୍ଦିର ଓ ବାବ୍ରି ମସଜିଦ ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ। ବର୍ତ୍ତମାନ ୧୨ଟି ଧାର୍ମିକ ସ୍ଥଳ ଓ ସ୍ମାରକୀକୁ ନେଇ ଏଭଳି ମାମଲା ଚାଲିଛି। ଏଭଳି ପରିସ୍ଥିତିରେ ମନ୍ଦିର ଭାଙ୍ଗି ମସଜିଦ୍, ଦରଗା ଓ ସ୍ମାରକୀ ନିର୍ମାଣ କରାଯାଇଥିବା କୁହାଯାଉଥିବା