ଓଡ଼ିଶାରେ ବିକ୍ରି ହେଉଛି ନକଲି ସମ୍ବଲପୁରୀ ଶାଢ଼ି, ନକଲିକୁ ଅସଲି କହି ଚଢ଼ା ଦରରେ ବିକୁଛନ୍ତି ବ୍ୟବସାୟୀ

ଭୁବନେଶ୍ବର ୪।୧୨: ଓଡ଼ିଶାରେ ବିକ୍ରି ହେଉଛି ନକଲି ସମ୍ବଲପୁରୀ ଶାଢ଼ି । ନକଲି ଶାଢ଼ିକୁ ଅସଲି କହି ଚଢ଼ା ଦରରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ଯାହା ଫଳରେ କ୍ଷତି ସହୁଛନ୍ତି ସମ୍ବଲପୁରୀ ଶାଢ଼ି ବୁଣାକାର ଓ ବ୍ୟବସାୟୀ । ଏକଥା କହିଛନ୍ତି ଖୋଦ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ

ଲୋଧା ଜନଜାତିକୁ ମିଳିପାରୁନି ସରକାରୀ ସହାୟତା, ମାନବଧିକାର କମିଶନଙ୍କ ହସ୍ତକ୍ଷେପ ପରେ ଚେତିଲା ପ୍ରଶାସନ

ନୀଳଗିରି: ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ବାଲେଶ୍ଵର ଜିଲ୍ଲାର କୁଲଡିହା ଅଭୟାରଣ୍ୟର ପାଦଦେଶରେ କେସିପୁର ନିକଟ ଚେମଚଟା ଅଞ୍ଚଳରେ ବସବାସ କରିଆସୁଛନ୍ତି ୩୨ ଲୋଧା ପରିବାର। ହେଲେ ଏବେବେ ଏହି ସଂପ୍ରଦାୟର ଲୋକେ ବିଭିନ୍ନ ମୌଳିକ ଅଧିକାରରୁ ବଞ୍ଚିତ। ଏନେଇ ରାଧାକାନ୍ତ ତ୍ରିପାଠୀ ନାମକ

ଛାତ୍ରୀମାନେ ପାଚେରୀ ଡେଇଁ ଚାଲିବା ନେଇ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଗିଦ କଲେ ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧ୍ୟକ୍ଷା

ବାରିପଦା : ଛାତ୍ରୀମାନେ ପାଚେରୀ ଡେଇଁ ସକାଳେ ସକାଳେ କ’ଣ ପାଇଁ ଚାଲିଲେ? ରାଜ୍ୟ ସରକାର ଶିକ୍ଷାନୁଷ୍ଠାନକୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ଛାତ୍ରୀମାନଙ୍କୁ କ’ଣ ପାଇଁ ହଇରାଣ ହରକତ କରାଯାଉଛି? ଏହାର ତଦନ୍ତ କରିବା ସହିତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଗିଦ କରିଛନ୍ତି

ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ସ୍କୁଟି ଧକ୍କା, ଜଣେ ମୃତ, ଜଣେ ଗୁରୁତର

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ଚୈତନ୍ୟପଡା ଗ୍ରାମ ଛକ ନିକଟରେ ଗ୍ୟାସ୍ ବୋଝେଇ ଟ୍ୟାଙ୍କର (ଓଡି୦୭ ଏଭି ୪୩୬୫) ସହ ସ୍କୁଟି (ଓଡି୦୭ଏୟୁ ୩୭୧୫) ମୁହାଁମୁହିଁ ଧକ୍କା ଘଟିଛି। ଦୂର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ

ମୃତ୍ୟୁ ମୁଖରୁ ଅଳ୍ପକେ ବାର୍ତିଲେ କାର ଚାଳକ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ମାଇନସଟୋଲି ରାସ୍ତା ମୁହାଣୀରେ ଗୋଟିଏ କାର ବୀରମିତ୍ରପୁର ପଟୁ ନିଜ ଘର ରାଏବଗା ପଞ୍ଚାୟତ ଅନ୍ତର୍ଗତ ଝମନକିରା ସ୍କୁଲ ରୋଡର ଜଣେ ମହିଳା ଦୃତ ଗତିରେ କାର ଚଳାଇ ଘରକୁ ଯାଉଥିଲା | ସେହି ସମୟରେ ନିଜର ଭାରସାମ୍ୟ ହରାଇ ଥିବାରୁ

ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦର ମାଷ୍ଟର ପ୍ଲାନ ପ୍ରସ୍ତୁତି ବୈଠକ

ଚିକିଟୀ : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମଙ୍ଗଳ ବାର ଦିନ ମାର୍ସ ଇଞ୍ଜିନୀୟରିଙ୍ଗ ମାଷ୍ଟର ପ୍ଲାନ ଯୋଜନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ

ଡିସେମ୍ବର ୦୭ ଓ ୦୮ ତାରିଖରେ ମହୁରୀ ମହୋତ୍ସବ

ବ୍ରହ୍ମପୁର : ଚଳିତ ଡିସେମ୍ବର ମାସ ୦୭ ତାରିଖ ଓ ୦୮ ତାରିଖ ଦୁଇଦିନ ଧରି ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ଲୋକକଳା ଲୋକସାହିତ୍ୟ ଓ ଲୋକନାଟ୍ୟର ମହୁରୀ ମହୋତ୍ସବ ଅନୁଷ୍ଠିତ ହେବ | ଏନେଇ ଇଞ୍ଜିନିୟର ସ୍କୁଲ ଛକ ନିକଟସ୍ଥ ରାଜସ୍ୱ ଡାକବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ

ସାପ ଖେଳାଳୀ ମିଥୁନ ସେଠୀକୁ ଗିରଫ କରିଲା ବନ ବିଭାଗ

ବ୍ରହ୍ମପୁର : ହିଞ୍ଜିଳି ରା୍ଳବ ଗାଁରେ ନାଟ ମଞ୍ଚରେ ବେଆଇନ ଭାବେ ସାପ ଖେଳାଇଥିବା ଘଟଣାରେ ବନ ବିଭାଗକୁ ମିଳିଲା ଆଉ ଏକ ସଫଳତା। ସାପ ଖେଳାଳୀ ମିଥୁନ ସେଠୀକୁ ଗିରଫ କରିଲା ବନ ବିଭାଗ। ଏହାକୁ ମିଶାଇ ଗିରଫ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି।ଗତ କାଲି ସନ୍ଧ୍ୟାରେ ଦିଗପହଣ୍ଡି ଅଞ୍ଚଳରୁ ଉଠାଇ

ଜାତୀୟ ଡିଏଭି ରୋଲର ସ୍କେଟିଂ, ବ୍ରହ୍ମପୁର ସ୍କେଟର ଅନ୍ୱେଷାଙ୍କୁ ବ୍ରୋଞ୍ଜ ମେଡାଲ

ବ୍ରହ୍ମପୁର : ନୂଆଦିଲ୍ଲୀର ନଏଡ଼ା ସେକ୍ଟର୍-21 ,ସ୍କୋର୍ଟସ୍ ଷ୍ଟାଡିଅମ୍ ଠାରେ ଚଳିତ ମାସ 2 ତାରିଖ ଠାରୁ 4 ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିଥିବା ଡିଏଭି ଜାତୀୟ ରୋଲର ସ୍କେଟିଂ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଂଶ ଗ୍ରହଣ କରିଥିବା ବ୍ରହ୍ମପୁର ଡିଏଭି ପବ୍ଲିକ୍ ସ୍କୁଲର

ପ୍ରତିଷେଧକ ପଦକ୍ଷେପ ରୋଗଠୁ ଦୂରରେ ରହିବାର ମାର୍ଗ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ରୋଟାରୀ କ୍ଲବ୍‌ ଫୁଲବାଣୀ ତରଫରୁ ସ୍ଥାନୀୟ ପବ୍ଲିକ୍ ସ୍କୁଲ ପରିସରରେ "ପ୍ରତିଷେଧକ ପଦକ୍ଷେପ ରୋଗଠୁ ଦୂରରେ ରହିବାରେ ସହାୟକ ହୋଇଥାଏ " ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। କ୍ଳବ୍‌ ସଭାପତି ବିପ୍ରଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯକ୍ରମରେ