Sign in
Sign in
Recover your password.
A password will be e-mailed to you.
‘ନବୀନଙ୍କ ସ୍ବପ୍ନ ପୂରଣ କରିବେ ଯୁବ ପିଢି’
ଭୁବନେଶ୍ବର: ‘ଦଳକୁ ଯୁବ ପିଢି ହିଁ ଆଗେଇ ନେବେ, ନବୀନଙ୍କ ସ୍ବପ୍ନ ପୂରଣ ପାଇଁ ମଙ୍ଗ ଧରିବେ ଯୁବ ବିଜେଡି ନେତା ।’ ଆଜି ନିଜ ଘରେ ଯୁବ ବିଜେଡି ନେତାଙ୍କ ମେଳିକୁ ନେଇ କିଛି ଏପରି ମନ୍ତବ୍ୟ ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ପୁଣି ବିଜେଡି, ଯୁବ ନେତାଙ୍କ କାନ୍ଧରେ!-->…
ୱାକଫ୍ ସଂଶୋଧନ ବିଲ୍କୁ ନେଇ ଜେପିସି ବୈଠକରେ ହଙ୍ଗାମା, ଓୱେସିଙ୍କ ସମେତ ୧୦ ବିରୋଧୀ ସାଂସଦ ନିଲମ୍ବିତ
ନୂଆଦିଲ୍ଲୀ: ୱାକଫ୍ ସଂଶୋଧନ ବିଲ୍ ଉପରେ ଥିବା ଜେପିସି ବୈଠକରେ ହଙ୍ଗାମା। ଏହି ଉତ୍ତେଜନାକୁ ଦୃଷ୍ଟିରେ ରଖି ମାର୍ଶାଲମାନଙ୍କୁ ଡକାଯାଇଥିଲା କିନ୍ତୁ ବିରୋଧ ଥମିନଥିଲା। ଏଥିପାଇଁ ଅସବୁଦ୍ଦିନ ଓୱେସି ଏବଂ କଲ୍ୟାଣ ବାନାର୍ଜୀଙ୍କ ସମେତ ୧୦ ଜଣ ବିରୋଧୀ ସାଂସଦଙ୍କୁ ଜେପିସି ସଦସ୍ୟତାରୁ!-->…
ଟ୍ରେନ୍ରୁ ଖସିପଡ଼ି ଏମ୍ସିଏ ଛାତ୍ରୀଙ୍କ ମୃତ୍ୟୁ
ହରିଚନ୍ଦନପୁର: ଝିଅ ଭୁବନେଶ୍ବରରୁ ଘରକୁ ଆସୁଛି ବୋଲି ପରିବାର ଲୋକେ ବହୁତ ଖୁସିରେ ଥିଲେ। ଝିଅ ଆସିଲେ କ’ଣ ଖାଇବ କେଉଁଠିକୁ ବୁଲିଯିବ ସେଥି ପାଇଁ ମଧ୍ୟ ପ୍ରସ୍ତୁତି କରିଥିଲେ। ତେବେ ଯେଉଁ ଝିଅର ପହଞ୍ଚିବାକୁ ପରିବାର ଲୋକେ ସକାଳ ଠାରୁ ମଧ୍ୟାହ୍ଣ ପର୍ଯ୍ୟନ୍ତ ଅପେକ୍ଷାରେ ଥିଲେ, ସିଏ ଆଉ!-->…
ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ପର୍ଯ୍ୟଲୋଚନା କମିଟି (ଦିଶା) ବୈଠକ : ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ଵରାନିତ ଉପରେ ଗୁରୁତ୍ବ
ମାଲକାନଗିରି : ବିଭିନ୍ନ ଗ୍ରାମୀଣ ଉନ୍ନୟନ କାର୍ଯ୍ୟକ୍ରମର ସମନ୍ଵୟ ଓ ପର୍ଯ୍ୟଲୋଚନା ନିମନ୍ତେ ଗଠିତ କମିଟି (ଦିଶା) ର ଏକ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ନବରଙ୍ଗପୁର ଲୋକସଭା ସାଂସଦ ଈଂ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାଲକାନଗିରି ବିଧାୟକ!-->…
ପୁଣି ରିମାଣ୍ଡରେ ଆସିବେ ହଂସିତା-ଅନୀଲ
ଭୁବନେଶ୍ଵର: ପୁଣି ରିମାଣ୍ଡରେ ଯିବେ ହାଇପ୍ରୋଫାଇଲ୍ ଠକ ହଂସିତା-ଅନୀଲ । ପୁଣିଥରେ ଉଭୟଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ପୋଲିସ । ଯୁବତୀ ଚାଲାଣ ପ୍ରସଙ୍ଗରେ ଅଧିକ ଖୋଳତାଡ଼ ପାଇଁ ଉଭୟଙ୍କୁ ପୁଣି ରିମାଣ୍ଡରେ ଆଣିବ ପୋଲିସ । ଠକ ହଂସିତା-ଅନୀଲ ଜେରା କରିବ କମିଶନରେଟ ପୋଲିସର!-->…
ସୈଫଙ୍କୁ ଛୁରାମାଡ ଘଟଣା: ଅଭିଯୁକ୍ତ ବାପା କହିଲେ-CCTV ଦେଖାଯାଉଥିବା ବ୍ୟକ୍ତି ମୋ ପୁଅ ନୁହଁ
ମୁମ୍ଵାଇ : ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ଏକ ବଡ଼ ମୋଡ଼ ଆସିଛି। ଏପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଏହା ଉପରେ ଆଲୋଚନା ହେଉଥିବାବେଳେ, ଅଭିଯୁକ୍ତ ଶହଜାଦର ବାପା ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ପୋଲିସ ହେପାଜତରେ ଥିବା ଅଭିଯୁକ୍ତ ଶହଜାଦର ବାପା ରୁହୈଲ ଅମିନ!-->…
‘ବଜେଟ୍ ପାଇଁ ସମସ୍ତେ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ମତାମତ ଦେଇପାରିବେ’
ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ରାଜ୍ୟ ସରକାର ଆଜି ପ୍ରାକ୍ ବଜେଟ୍ ବୈଠକ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଆଗାମୀ ଆର୍ଥିକ ବର୍ଷରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ବ୍ୟବସାୟ ଆଦି!-->…
ଅଭିନେତା ଶ୍ରେୟସ ତଲପଡେ ଓ ଆଲୋକ ନାଥଙ୍କ ବିରୋଧରେ ଠକେଇ ମାମଲା ରୁଜୁ
ଅଭିନେତା ଶ୍ରେୟସ ତଲପଡେ ଏବଂ ଆଲୋକ ନାଥଙ୍କ ବିରୋଧରେ ହରିୟାଣାର ସୋନିପତ ଜିଲ୍ଲାର ମୁରଥାଲ ପୋଲିସ ଷ୍ଟେସନରେଠକେଇ ମାମଲା ରୁଜ୍ଜୁ ହୋଇଛି। ଗତ ୨୨ତାରିଖରେ ଦାଖଲ ହୋଇଥିବା ଏତଲାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୬(୨), ୩୧୮(୨) ଓ ୩୧୮(୪) ଅନୁଯାୟୀ ୧୩ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ!-->…
ଗଛକୁ ପିଟି ଓଲଟି ପଡ଼ିଲା ଅତିରିକ୍ତ ଏସପିଙ୍କ ଗାଡ଼ି, ୪ ଆହତ
ଭଞ୍ଜନଗର: ଗଛକୁ ପିଟି ଓଲଟି ପଡ଼ିଲା ଅତିରିକ୍ତ ଏସପିଙ୍କ ଗାଡ଼ି। ଅତିରିକ୍ତ ଏସ୍ପି ଓ ତାଙ୍କ ପତ୍ନୀଙ୍କ ସହ ୪ ଆହତ ହୋଇଥିବା ସୂଚନା ମିଳିଚି। ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। କଟକରୁ ଫେରିବା ବେଳେ ଶାଳୁଆପଲି ଗାଁ ନିକଟରେ ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ କୌଣସି!-->!-->!-->…
ମହାରାଷ୍ଟ୍ରର ଯୁଦ୍ଧାସ୍ତ୍ର ନିର୍ମାଣ କାରଖାନାରେ ବିସ୍ଫୋରଣ: ୮ ମୃତ୍ୟୁ, ୭ ଗୁରୁତର
ମୁମ୍ବାଇ: ମହାରାଷ୍ଟ୍ରର ଏକ ଯୁଦ୍ଧାସ୍ତ୍ର ନିର୍ମାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ପ୍ରାଥମିକ ତଦନ୍ତରୁ ମିଳିଥିବା ରିପୋର୍ଟ ଅନୁସାରେ, ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ!-->…