Sign in
Sign in
Recover your password.
A password will be e-mailed to you.
ସ୍ବାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ : ଆଦର୍ଶ ସମାଜ ଗଠନରେ ଶିକ୍ଷାର୍ଥୀଙ୍କ ଭୂମିକା…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ସିକିରି ସ୍ବାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଗୁରୁବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନନ୍ତରାମ ପାଢିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ!-->…
ନେତାଜୀ ସୁବାସ ଚନ୍ଦ୍ର ବୋଷ ଙ୍କ ୧୨୮ ତମ ଜନ୍ମ ଜୟନ୍ତି ପାଳିତ
ବିଷମ କଟକ ୨୩/୧ : ନେତାଜୀ ସୁବାସ ଚନ୍ଦ୍ର ବୋଷ ଙ୍କ ୧୨୮ତମ ଜନ୍ମ ଜୟନ୍ତି ବିଷମ କଟକ ନେତାଜୀ ସଂସଦତରଫରୁ ପାଳିତ ହୋଇଯାଇଛି । ଏଅବସରରେ ନେତାଜୀ ସଂସଦର ସଭାପତି ପୃଥିରାଜ ସାହୁ,ସମ୍ପାଦକ ଦେବୀ ପ୍ରସାଦ ପଟ୍ଟନାୟକ ଙ୍କ ସମେତ ସଂସଦର ସମସ୍ତ ସଦସ୍ୟ ଉପସ୍ଥିତ ରହି ମେଡିକାଲ ଛକରେ ରହିଥିବା!-->…
ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ
ଚିକିଟୀ : ଏହି ବ୍ଲକ ଡାଳପଲଙ୍କ ପ୍ରାଥମିକ ବିଦ୍ୟାଳୟ ରେ ଦେଶଭକ୍ତ ଓଡ଼ିଆ ପୁଅ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ଅବସରରେ ପ୍ରାଥମିକ ବିଦ୍ୟାଳୟ ଆଦର୍ଶ ଶିକ୍ଷକ ପ୍ରକୃତିବନ୍ଧୁ ଶ୍ରୀ ରଞ୍ଜନ କୁମାର ବ୍ରହ୍ମା ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଆ ବୀରଙ୍କ!-->…
କୃଷ୍ଣପୁର ହାଇସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଚିକିଟି : ଏହି ବ୍ଲକ କେ.ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଚିକିଟୀ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନସାମନ୍ତରାୟ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଗୋଷ୍ଟୀ!-->…
ଝରପାରିରେ ହାଡ଼ଭଙ୍ଗା ଚିକିତ୍ସା ମାଗଣା
ଚିକିତ୍ସା ପରେ ଜେନେରିକ ଔଷଧ ଦେଇ ରୋଗୀଙ୍କୁ ଶୋଷଣ କରାଯାଉଛି….!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅଞ୍ଚଳରେ ଥିବା ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ହାଡ଼ ଭାଙ୍ଗିଥିବା ଚିକିତ୍ସା କରାଯାଉଛି। ଜିଲ୍ଲା ସମେତ ଜିଲ୍ଲା ବାହାର ରୁ ଦୂର ଦୁରାନ୍ତ ରୁ ହାଡ଼ ଭଙ୍ଗା ଚିକିତ୍ସା କରିବାକୁ!-->…
ସରକାରୀ ଗାଡ଼ିର ନାହିଁ ବୀମା କି ଫିଟନେସ
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ସରକାରୀ କାର୍ଯ୍ୟରେ ବ୍ୟବହାର ହେଉଥିବା ଅନେକ ଗାଡ଼ିର ବୀମା, ପଲ୍ୟୁସନ୍ ଓ ଫିଟନେସ ନଥିବାର ଜଣା ପଡିଛି । ନୟାଗଡ଼ ଜିଲ୍ଲାପାଳଙ୍କ ନାମରେ ଥିବା ଆହାର ଯୋଗାଣ ଗାଡ଼ି, ପୌର ପରିଷଦର ସଫେଇ ଗାଡ଼ି, ନୟାଗଡ଼ ସିଡିଏମଓ ବ୍ୟବହାର କରୁଥିବା ଗାଡ଼ିର ବୀମା ନଥିବା ଜଣା!-->…
ନିଶା ମାଫିଆଙ୍କ କବ୍ଜାରେ ହିଞ୍ଜିଳିକାଟୁ ସହର: ଗଳିକନ୍ଦିରେ ବେଆଇନ୍ କାରବାର, ଶୋଇଯାଇଛି ଅବକାରୀ ବିଭାଗ
ହିଞ୍ଜିଳିକାଟୁ ୨୩!୧ : ହିଞ୍ଜିଳି ଥାନା ଅଞ୍ଚଳରେ ବେଆଇନ ଭାବେ ନକଲି ବିଦେଶୀ ମଦ, ଗଞ୍ଜେଇ,ଓ ଧଳାଜହର କାରବାର ବୃଦ୍ଧି ପାଇବାରେ ଲାଗିଛି।ନିଶା ମାଫିଆଙ୍କ କବ୍ଜାରେ ଏବେ ଅବକାରୀ ବିଭାଗ । ଗଳିକନ୍ଦିରେ ଚାଲିଛି ଅବାଧ ବେଆଇନ୍ ନିଶାଦ୍ରବ୍ୟର କାରବାର । ଅବକାରୀ ବିଭାଗ ଠାରୁ ଆରମ୍ଭ କରି!-->…
ରାୟଗଡ଼ା ସ୍ୱାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ
ରାୟଗଡା : ରାୟଗଡ଼ା ସ୍ଵାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। ରାୟଗଡ଼ା ବିଦ୍ୟା ନଗର ସ୍ଥିତ ମହିଳା ସଂସ୍କୃତି ଅନୁଷ୍ଠାନ ଗୃହରେ ସମିତିର ସଭାପତି ଶ୍ରୀ ଯୋଗେଶ୍ଵର ଦାସଙ୍କ ସଭାପତିତ୍ବରେ!-->…
୧୫୭ ନୁହେଁ ୫ ହଜାର ପୁରୁଷ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିଛନ୍ତି : ପ୍ରମିଳା ମଲ୍ଲିକ
ଭୁବନେଶ୍ବର ୨୩।୧: ପୁରୁଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବା ନେଇ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ଉପ ମୁଖ୍ୟମନ୍ତ୍ରୀ ମହୋଦୟା କହିଛନ୍ତି ୧୫୭ ସୁଭଦ୍ରା ପୁରୁଷ ହିତାଧିକାରୀ ସୁଭଦ୍ରା ଟଙ୍କା ନେଇଛନ୍ତି । ପୁରୁଷ ହିତାଧିକାରୀ!-->…
ବାଣ ନିଆଁରେ ଛପର ଜଳିଗଲା, ଯଜ୍ଞ ମଣ୍ଡପ ନଖୁଣ ରହିଲା
କଟକ : ଦାଢାପାଟଣା ଗ୍ରାମରେ ଯଜ୍ଞର ପୂର୍ଣ୍ଣାହୂତି ଚାଲିଥିବା ବେଳେ ବାଣର ନିଆଁ ପଡ଼ି ବଡ଼ ଅଘଟଣ ଘଟିବାରୁ ଅଳ୍ପକେ ବର୍ତ୍ତିଯାଇଛି। ଭାଗ୍ୟବଶତଃ ମଣ୍ଡପ ଉପର ଟେଣ୍ଟ ଛପର ସଂମ୍ପୂର୍ଣ୍ଣ ଜିଳି ପାଉଁଶ ହୋଇଯାଇଥିବା ବେଳେ କେହି ମୃତ କିମ୍ବା ଆହତ ବି ହୋଇ ନାହାଁନ୍ତି।ଦାଢ଼ାପାଟଣା ଗ୍ରାମର ପରମ!-->…