Sign in
Sign in
Recover your password.
A password will be e-mailed to you.
ପ୍ରଚାର ପାଇଁ କେଜ୍ରିୱାଲ ପଞ୍ଜାବରୁ ଲୋକଙ୍କୁ ଡାକୁଛନ୍ତି: ମନୋଜ ତିୱାରୀ
ନୂଆଦିଲ୍ଲୀ: ଦେଶର 'ମଧ୍ୟବିତ୍ତ ବର୍ଗ' ସମ୍ପର୍କରେ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ ଦେଇଥିବା ବୟାନ ଉପରେ ବିଜେପି ସାଂସଦ ମନୋଜ ତିୱାରୀ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୂର୍ବ ପ୍ରତିଶ୍ରୁତିରୁ ଲୋକଙ୍କ ଧ୍ୟାନ ହଟାଇବା।!-->…
ନବ ଦାସ ହତ୍ୟାକାଣ୍ଡ ମାମଲା, ସରକାର ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡ ମାମଲାରେ ସରକାର ଶୀଘ୍ର ନିଷ୍ପତ୍ତି ନେବେ। ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି। ଏଭଳି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ ଆହୁରି କହିଛନ୍ତି, ପୂର୍ବ ସରକାର ସମୟରେ ଭୟର ବାତାବରଣ ଥିବାରୁ ଅନେକ ଲୋକ ମୁହଁ!-->…
‘ନେତାଜୀଙ୍କ ଦୃଷ୍ଟିକୋଣକୁ ନେଇ ସମୃଦ୍ଧ ଦେଶ ନିର୍ମାଣ ଉଦ୍ଦେଶ୍ୟରେ ବଢ଼ିବାକୁ ହେବ’
କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନିଜ ମାତୃଭୂମି ପାଇଁ ଉଚ୍ଚ ପଦପଦବୀକୁ ତ୍ୟାଗ କରି ଜନ୍ମମାଟିର ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ଅଦମ୍ୟ ସାହସରେ ସାମରିକ ଉପାୟରେ ବ୍ରିଟିଶ ସାମ୍ରାଜ୍ୟକୁ ନଷ୍ଟ କରିବା ପାଇଁ ସେ ଜାପାନ ସମର୍ଥନରେ ସିଙ୍ଗାପୁରଠାରେ ନିର୍ବାସିତ ଭାରତୀୟ!-->…
ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗ ଦେବେ ୧୨ ରାଷ୍ଟ୍ରର ପୁଞ୍ଜିପତିଙ୍କ ସମେତ ୫ହଜାର ଶିଳ୍ପ ପ୍ରତିନିଧି
ଭୁବନେଶ୍ବର : ଚଳିତବର୍ଷ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ ଓଡ଼ିଶା’ କନକ୍ଲେଭରେ ୫ହଜାରରୁ ଅଧିକ ଶିଳ୍ପ ପ୍ରତିନିଧି ଯୋଗ ଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କନକ୍ଲେଭକୁ ଉଦଘାଟନ କରିବେ । ୧୨ଟି ରାଷ୍ଟ୍ରର ପୁଞ୍ଜିନିବେଶକଙ୍କ ସମେତ ଫର୍ଚ୍ୟୁନ୍ ତାଲିକାରେ ସାମିଲ ୧୦୦ କମ୍ପାନୀର!-->…
ସରକାରୀ କାର୍ଯ୍ୟାଳୟରେ ଲାଗିଥବା ଗାଡ଼ିର ନାହିଁ ବୀମା କି ଫିଟନେସ…!!
ନିଘୋଡ଼ ନିଦରେ ପରିବହନ ବିଭାଗ..
ମହାକାଶ ଓ ସୌରମଣ୍ଡଳ ବିଷୟରେ ଜ୍ଞାନ ଆହରଣ ପାଇଁ ପ୍ରୟାସ…
ନୋଡାଲ ଏମ ଇ ସ୍କୁଲରେ ଖଗୋଳ ବିଜ୍ଞାନାଗାର ର ଶୁଭ ଉଦ୍ଘାଟନ।
ମାଲକାନଗିରି :ମାଲକାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ନୋଡାଲ ଏମ ଇ ସ୍କୁଲରେ ବିଶେଷ ଭାବରେ ନିର୍ମିତ କକ୍ଷରେ,ମାନ୍ୟବର ସାଂସଦ ନବରଙ୍ଗପୁର ଶ୍ରୀ ବଳଭଦ୍ର ମାଝୀଙ୍କ କରକମଳରେ 'ଖଗୋଳ ବିଜ୍ଞାନାଗାର' ( Astronomical!-->!-->!-->…
ଆସିକା ରେ ମାଳ ମାଳ ଗ୍ରୁପ ଋଣ ପ୍ରଦାନ କାରି :ଗରିବ ଓ ମହିଳାଙ୍କୁ ଶୋଷଣ କରୁଥିବା ଅଭିଯୋଗ…
ଚେଇଁ ଶୋଇଛି ପ୍ରଶାସନ...!ବ୍ରହ୍ମପୁର: ସାରା ରାଜ୍ୟରେ ଚିଟଫଣ୍ଡ ରେ ଟଙ୍କା ବିନିଯୋଗ କରି ଲୋକେ ହନ୍ତସନ୍ତ ହେବା ସହ ଆଜି ପର୍ଯ୍ୟନ୍ତ ଫେରସ୍ତ ଟଙ୍କା ପାଇନାହାନ୍ତି।ଗଞ୍ଜାମ ଜିଲ୍ଲାର ଆସିକା ତଥା ଏହାର ଆଖପାଖ ଅଞ୍ଚଳ ଗ୍ରୁପ ଋଣ ପ୍ରଦାନ କରି ସଂସ୍ଥାର ଅଫିସ ମାଳ ମାଳ ହୋଇ ଖୋଲା ଯାଇଛି।!-->…
ଦୁର୍ନୀତି ରେ ଉବୁଟୁବୁ ନୟାଗଡ଼ ପୌର ପରିଷଦ: ଘରୋଇ ବ୍ୟାଙ୍କରେ ପୌର ପରିଷଦର ବଡ଼ ପାଣ୍ଠି…
ନୟାଗଡ଼: ବହୁ ଅବ୍ୟବସ୍ଥା ଓ ଅଚଳାବସ୍ଥା ମଧ୍ୟରେ ଚାଲୁଥିବା ନୟାଗଡ଼ ପୌର ପରିଷଦ ର ଆର୍ଥିକ ପାଣ୍ଠି କୁ ଏକ ଘରୋଇ ବ୍ୟାଙ୍କରେ ଜମା କରିଥିବାର ଜଣାପଡ଼ିଛି ।ନୟାଗଡ଼ ପୌର ପରିଷଦର ନିଜସ୍ଵ ଆୟ, ଟ୍ୟାକ୍ସ କଲେକ୍ସେନ, ସରକାରଙ୍କ ତରଫରୁ ଆସୁଥିବା ବିଭିନ୍ନ ଅର୍ଥକୁ ରାଷ୍ଟ୍ରାୟତ ବ୍ୟାଙ୍କରେ!-->…
ରଶି ଲଗାଇ ମାନସିକ ଅସ୍ଥିରତା ମଧ୍ୟରେ ଥିବା ଶିକ୍ଷକଙ୍କ ଆତ୍ମହତ୍ୟା
ବାଲିଗୁଡ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତର ଜାର୍ଗୀସୁଗା ଗାଁ ର କୁଳମଣି ମଲ୍ଲିକ ନାମକ ଜଣେ ଶିକ୍ଷକ ମହୁଲ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଶିକ୍ଷକ ଜଣକ କିଛି ଦିନ ହେବ ମାନସିକ ଅସ୍ଥିରତା ମଧ୍ୟରେ ରହି ଆସୁଥିଲେ ବୋଲି ଶୁଣିବାକୁ!-->…
ଅବସରପ୍ରାପ୍ତ ବନ କର୍ମଚାରୀଙ୍କ ଦେହାନ୍ତ
ମାଲକାନଗିରି, ୨୨।୧ : ଅବସରପ୍ରାପ୍ତ ବନ କର୍ମଚାରୀଙ୍କ ଅକାଳ ବିୟୋଗ। ମାଲକାନଗିରି ଜିଲ୍ଲା ବନ ବିଭାଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଅବସର ନେଇଥିବା ବନ କର୍ମଚାରୀ ଜାନକୀ ବଲ୍ଲଭ ଦାସଙ୍କ ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତେବେ ମାଲକାନଗିରି ଜିଲ୍ଲା କତାମେଟା ସ୍ଥିତ ବସ ଭାବନରେ ସେ!-->…