Sign in
Sign in
Recover your password.
A password will be e-mailed to you.
ଗାଡି ମଟର ଯାଞ୍ଚ ବେଳେ ଚୋରା ବାଇକ ଉଦ୍ଧାର : ଜଣେ ଗିରଫ, କୋର୍ଟ ଚାଲାଣ
ବାଲିଗୁଡା : କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ଅଞ୍ଚଳରେ ଏକ ବାଇକ ଚୋରୀ ହୋଇଥିବା ବେଳେ ଆଜି ପୁଲିସ ସେହି ଚୋରା ବାଇକ କୁ ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି । ଘଟଣା ରୁ ପ୍ରକାଶ ଯେ ୨୦୨୦ ମସିହାରେ କଲ୍ଯାଣ ମଣ୍ଡପ ନିକଟରେ ରହୁଥିବା ଶିବ ଶଙ୍କର ବିଶ୍ଵାଳ ନାମକ ବ୍ୟକ୍ତି ଙ୍କ ଏକ!-->…
କୁକୁଡାଖଣ୍ଡି ବ୍ଲକସ୍ତରୀୟ “ଜାତୀୟ ବାଳିକା ଦିବସ” ପାଳନ ମହୋତ୍ସବ
ପ୍ରବନ୍ଧ ଚିତ୍ରାଙ୍କନ ସ୍ଲୋଗାନ ପ୍ରତିଯୋଗିତା (ବରିଷ୍ଠ ଓ କନିଷ୍ଠ) ଷଷ୍ଠ ଠାରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ
କୁକୁଡାଖଣ୍ଡି : ୨୨ ତାରିଖ ବୁଧବାର ପୂର୍ବାହ୍ନ ଘ ୧୦.୦୦ ମି ଠାରୁ ଅପରାହ୍ନ ଘ୍୪.୦୦ ମି ସମୟ ମଧ୍ୟେ "ଜାତୀୟ ବାଳିକା ଦିବସ" ଉଦ୍ଘାଟନୀ ଉତ୍ସବ ଏବଂ!-->!-->!-->…
ଗଣମାଧ୍ୟମ ପ୍ରତିନିଧି ଙ୍କୁ ବ୍ଲକ ମନା ପ୍ରସ୍ତାବକୁ ଚିକିଟୀ ପ୍ରେସକ୍ଳବର ଘୋର ନିନ୍ଦା
ଚିକିଟୀ : ଏହି ବ୍ଲକ ଚିକିଟୀ ପ୍ରେସ କ୍ଳବ କାର୍ଯାଳୟ ଠାରେ ଏକ ନିନ୍ଦା ପ୍ରସ୍ତାବ ବୈଠକ ଅନୁଷ୍ଠିତ ହୋଇଯାଇଚ୍ଛି l ପ୍ରକାଶ ଯୋଗ୍ୟ ଯେ ସାନଖେମୁଣ୍ଡି ବିଡ଼ିଓ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ବ୍ଲକ ପରିସର କୁ ବାରଣ କରିବା ସକାଶେ ଲିଖିତ ବ୍ୟାନର ଟାଙ୍ଗି ଥିଲେ l ଦିନକୁ ଦିନ ରାଜ୍ୟରେ ଗଣ!-->…
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦ୍ଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ
ବାଲିଗୁଡା : ରାଷ୍ଟ୍ରରେ ନବ ନିର୍ମାଣ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଓ କୁର୍ତ୍ତମଗଡ଼ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ୨୭ ତମ ବାର୍ଷିକ ଉତ୍ସବ ଏବଂ ରାଷ୍ଟ୍ର ଜାଗରଣ ନବ କୁଣ୍ଡିୟ ଗ୍ରାୟତ୍ରୀ ମହାଯଜ୍ଞ କାର୍ଯ୍ୟକ୍ରମ ଗାୟତ୍ରୀ ଶକ୍ତିପୀଠ ପରିସର ମଧ୍ୟରେ ତିନି ଦିନ ଧରି ଆୟୋଜନ!-->…
ବେଟି ବଚାଓ, ବେଟି ପଢାଓର ଜିଲ୍ଲାସ୍ତରୀୟ ଦଶବର୍ଷପୂର୍ତ୍ତି ପାଳନ ଉତ୍ସବ
ଛତ୍ରପୁର : ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବେଟି ବଚାଓ ବେଟି ପଢାଓ ର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରୀୟ ଏକ ଉତ୍ସବ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ!-->…
ବରିଷ୍ଠ କଳାକାର ସଂଘର ଶୋକ ସଭା
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଙ୍ଘ" ପକ୍ଷରୁ ବରିଷ୍ଠ କଳାକାର ଚନ୍ଦ୍ରଧ୍ଵଜ ପଣ୍ଡାଙ୍କ ବିୟୋଗରେ ଏକ ଶୋକ ସଭା ସ୍ଥାନୀୟ ସୁବାରାଓ ଛକ ସ୍ଥିତ ସଙ୍ଘ କାର୍ଯ୍ୟାଳୟ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି!-->…
ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ : ମ୍ୟାଚ୍ର ପ୍ରଥମ ଟିକେଟ ଜଗନ୍ନାଥଙ୍କୁ ପ୍ରଦାନ, ମୁଖ୍ୟମନ୍ତ୍ରୀ କିଣିଲେ ଟିକେଟ୍
ଭୁବନେଶ୍ୱର/କଟକ ୨୨।୦୧ : ଫେବୃଆରୀ ୯ରେ କଟକ ବାରବାଟିରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍ । ଏଥିପାଇଁ ପ୍ରଥମ ଟିକେଟ୍ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଦାନ କରିଛି ଓଡିଶା କ୍ରିକେଟ୍ ଆସୋସିଏସନ୍ । ଓସିଏ ସଂପାଦକ ସଞ୍ଜୟ ବେହେରା ପୁରୀ ଯାଇ ମହାପ୍ରଭୁଙ୍କୁ ଏହି!-->…
ଭବିଷ୍ୟତରେ ପଥଭ୍ରଷ୍ଟ ହେବେନି ଛାତ୍ର, ହାଇକୋର୍ଟ ଦେଲେ ଦୃଷ୍ଟାନ୍ତମୂଳକ ନିର୍ଦ୍ଦେଶ
କଟକ ୨୨/୦୧: ୫ ଜଣ କଲେଜ ଛାତ୍ର ଭବିଷ୍ୟତରେ କିପରି ପଥଭ୍ରଷ୍ଟ ନହେବେ । ସେଥିଲାଗି ଚେତାବନୀ ସ୍ୱରୂପ ଏକ ଦୃଷ୍ଟାନ୍ତମୂଳକ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। କଟକ ସହରର ଏକ କଲେଜରେ ପଢ଼ୁଥିବା ୫ ଜଣ ଯୁକ୍ତ ୩ ଶେଷ ବର୍ଷର ଛାତ୍ର, ଚୌଦ୍ୱାର ଜେଲ ପରିଦର୍ଶନରେ ଯିବେ। ସେଠାକାର ସ୍ୱଛତା ସମ୍ପର୍କରେ!-->…
ବାହାଘର ପ୍ରସେସନ ବେଳେ ଅଘଟଣ, ବାଣ ବିସ୍ଫୋରଣରେ ଜଣେ ମୃତ
ଅନୁଗୋଳ: ବାହାଘର ପାଇଁ ବାହାରିଥିଲା ବର ଯାତ୍ରୀ । ସମସ୍ତେ ହସ ଖୁସିରେ ନାଚି ନାଚି କନ୍ୟାଘରକୁ ଆଡ଼କୁ ଯାଉଥିଲେ । କିନ୍ତୁ ଏହି ସମୟରେ ଘଟିଗଲା ଅଘଟଣ, ଆଉ ଖୁସିର ପରିବେଶରେ ଖେଳିଗଲା ଦୁଃଖର କଳା ବାଦଲ । ବାହାଘର ପ୍ରସେସନରେ ବାଣ ଫୁଟାଇବା ବେଳେ ବିସ୍ଫୋରଣ ଘଟି ଜଣଙ୍କ ଜୀବନ ଚାଲିଯାଇଛି ।!-->…
ଏସ୍ସିବି ମେଡିକାଲରୁ ମହିଳା କଏଦୀ ଫେରାର୍
କଟକ: ଜେଲ୍ ଗାର୍ଡକୁ ଚକମା ଦେଇ ମହିଳା କଏଦୀ ଫେରାର । କଟକ ଏସସିବି ମେଡିକାଲରୁ ମହିଳା କଏଦୀ ଫେରାର ହୋଇଥିବା ଖବର ସାମନାକୁ ଆସିଛି । ମେଡିକାଲର ପ୍ରସୂତି ବିଭାଗରେ ଚିକିତ୍ସିତ ହେଉଥିବା ବଳେ ଗାର୍ଡକୁ ଚକମା ଦେଇ କଏଦୀ ଫେରାର ହୋଇଥିବା ଜଣାପଡ଼ିଛି ।
ଚିକିତ୍ସା ପାଇଁ ଚୌଦ୍ଵାର ଜେଲରୁ!-->!-->!-->…