Sign in
Sign in
Recover your password.
A password will be e-mailed to you.
ରାମଗିରି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଗଜପତି : ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ରାମଗିରି ସରକାରୀ ଉଚ୍ଚ ମାଧ୍ୟମିକ (ଏସ୍ ଏସ ଡି) ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସଂଜୀବ କୁମାର ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତି ଭାବେ ବ୍ଲକ!-->…
ରାସ୍ତା କଡ ମାଛ ଦୋକାନ ହଟାଇଲେ ଏନଏସି କର୍ତ୍ତୃପକ୍ଷ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି । ବିଭିନ୍ନ ଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ମୁଖ୍ଯତଃ ବୁଡାଗୁଡା ରାସ୍ତା ବନ୍ଧ ଛକ ଠାରୁ ଆରମ୍ଭ କରି ଗାନ୍ଧୀ ଛକ ପର୍ଯ୍ୟନ୍ତ ଗହଳି ଲାଗି ରହୁଛି l ରାସ୍ତାର ଦୁଇ କଡ ରେ ମାଛ ,ମାଂସ!-->…
ଅରୁଣ ପଣ୍ଡା ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ, ୬ମାସ ସୁଦ୍ଧା ଦେବେ ରିପୋର୍ଟ
ରାଜ୍ୟ ସରକାର ମଙ୍ଗଳବାର ଷଷ୍ଠ ଅର୍ଥ ଆୟୋଗର ଗଠନ କରିଛନ୍ତି । ଏହି ୫ଜଣ ସଦସ୍ୟ ବିଶିଷ୍ଟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅରୁଣ କୁମାର ପଣ୍ଡାଙ୍କୁ ନିଯୁକ୍ତି ମିଳିଛି । ଆୟୋଗଙ୍କ କାର୍ଯ୍ୟକାଳ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠୁ ଅର୍ଥାତ୍ ଆଜିଠୁ ୬ମାସ ପାଇଁ ବୈଧ!-->…
ରାଜ୍ୟର ୫୮ଟି ସବ୍ ଡିଭିଜନରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତାବ
ଭୁବନେଶ୍ୱର : ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ଲାଗି ସରକାର ପ୍ରତିଶ୍ରୁତିବଦ୍ଧ | ଏହି କ୍ରମରେ ଉତ୍ପାଦିତ ଫସଲ, ପନିପରିବା ସାଇତି ରଖବା ଦିଗେର ଶୀତଳଭଣ୍ଡାର ସ୍ଥାପନ ଲାଗି ବ୍ୟାପକ ପଦେକ୍ଷପ ନଇଛନ୍ତି ବିଜପି ସରକାର | ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା!-->…
ଶୀତ କମିବ: ଘନ କୁହୁଡ଼ି ପାଇଁ ସତର୍କ ସୂଚନା ଜାରି
ଭୁବନେଶ୍ୱର: ଆସନ୍ତା ୩ ଦିନ ମଧ୍ୟରେ ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ସେଲସିୟସ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବୁଧବାର ସୂଚନା ପ୍ରଦାନ କରାଯାଇଛି। ଫଳରେ ଶୀତ କମିବ, କିନ୍ତୁ ଘନ କୁହୁଡ଼ି ଜାରି ରହିବ ବୋଲି ପାଣିପାରଗ!-->…
କୁମ୍ଭମେଳାରେ ଡବଲ ଡେକର ବସ୍ରେ ରେସ୍ତୋରାଁ; ୪୫ ପ୍ରକାରର ମିଳୁଛି ଭୋଜନ
ନୂଆଦିଲ୍ଲୀ ୨୨।୦୧: ମହାକୁମ୍ଭକୁ ନେଇ ଚାରିଆଡେ ଚର୍ଚ୍ଚା । କେତେବେଳେ ସାଧୁସନ୍ଥଙ୍କୁ ନେଇ ତ ଆଉ କେତେବେଳେ ବ୍ୟବସାୟକୁ ନେଇ । କୁମ୍ଭରେ ଜୋରଦାର ହେଉଛି ରୋଜଗାର । କିନ୍ତୁ ବର୍ତ୍ତମାନ ଏକ ନିଆରା ରେଷ୍ଟୁରାଣ୍ଟ ଖୋଲିଛି କୁମ୍ଭମେଳାରେ । ଡବଲ ଡେକର ବସ୍ରେ ହୋଇଛି ରେସ୍ତୋରାଁର ଉଦ୍ଘାଟନ ।!-->…
ମଣିପୁର ଜେଡିୟୁ ଅଧ୍ୟକ୍ଷଙ୍କୁ ପଦରୁ ହଟାଇଲେ ନୀତୀଶ କୁମାର, ଏନଡିଏରୁ ପ୍ରତ୍ୟାହାର କରିଥିଲେ ସମର୍ଥନ
ନୂଆଦିଲ୍ଲୀ: ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ମଣିପୁର ପ୍ରଦେଶ ଅଧ୍ୟକ୍ଷ ବୀରେନ ସିଂହଙ୍କୁ ପଦରୁ ହଟାଇଛି । ମଣିପୁରର ଏନଡିଏ ସରକାରରୁ ଜେଡିୟୁ ସମର୍ଥନ ଫେରାଇ ନେଇଥିବା ନେଇ ବୀରନେ ସିଂହ ଚିଠି ଲେଖିଥିଲେ । ଏହାପରେ ପାର୍ଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ!-->…
କ୍ୟାବିନେଟ୍ ମନ୍ତ୍ରୀଙ୍କ ସହିତ ମିଶି ସଙ୍ଗମରେ ବୁଡ଼ ପକାଇଲେ ଯୋଗୀ
ଲକ୍ଷ୍ନୌ: ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ଅବସରର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଏକ କ୍ୟାବିନେଟ ବୈଠକ କରିଥିଲେ। ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଉତ୍ତର ପ୍ରଦେଶର ସମସ୍ତ କ୍ୟାବିନେଟ୍ ମନ୍ତ୍ରୀ!-->…
ଯୋଗୀ ଆଦିତ୍ୟନାଥଙ୍କୁ ସୁଧା ମୂର୍ତ୍ତିଙ୍କ ଭୁରିଭୁରି ପ୍ରଶଂସା
ଲକ୍ଷ୍ନୌ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ଦେଶ ତଥା ଦେଶ ବାହାରେ ଚର୍ଚ୍ଚାରେ ରହିଛି। ଏହି ମହାକୁମ୍ଭରେ ସାମିଲ ହୋଇ ବୁଡ଼ ପକାଇବା ପାଇଁ ଦେଶ ଓ ବିଦେଶର କୋଣ-ଅନୁକୋଣରୁ ସାଧୁ ଓ ସନ୍ଥଙ୍କ ସମେତ ସାଧାରଣ ଲୋକେ ଆସି ପହଞ୍ଚୁଛନ୍ତି।ନିକଟରେ ରାଜ୍ୟ ସଭା ସାଂସଦ ତଥା ସମାଜସେବୀ ସୁଧା!-->…
ଆକ୍ରମଣକାରୀକୁ ରୁମ୍ରେ ଲକ କରିଦେଇଥିଲେ ଆହତ ସୈଫ ଅଲୀ ଖାନ, କିନ୍ତୁ କେମିତି ଖସିଗଲା?
ମୁମ୍ବାଇ : ବାଂଲାଦେଶ ନାଗରିକ ଶରିଫୁଲ ଇସଲାମ ଶେହଜାଦ ନିକଟରେ ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କ ଘରେ କାନ୍ଥ ଡେଇଁ ପ୍ରବେଶ କରିଥିଲା। ସେଠାରେ ସେ ଚୋରି କରିବାକୁ ଚାହୁଁଥିବା ବେଳେ ସୈଫଙ୍କ ସହ ତା’ର ମୁହାଁମୁହିଁ ହୋଇଥିଲା। ଶେହଜାଦ ଛୁରୀରେ ଆକ୍ରମଣ କରିବାରୁ ସୈଫଙ୍କ ଦେହରେ ୬ଟି ଆଘାତ!-->…