ଅକ୍ଷର ନ୍ୟୁଜର ପ୍ରତିନିଧି ରକ୍ତଦାନ କରି ମାନବିକତା ଦେଖାଇ ଚର୍ଚ୍ଚାରେ

ଉମରକୋଟ : ଆଜିର ଦୁନିଆରେ ମଧ୍ୟ ଏମିତି କିଛି ମଣିଷ ଅଛନ୍ତି, ଯେଉଁମାନେ ନିଜର ସୁଖ-ଦୁଃଖକୁ ଭୁଲି ଅନ୍ୟର ଦୁଃଖକୁ ନିଜର ଦୁଃଖ ଭାବି ସହାୟତାର ହାତ ବଢ଼ାଇଥାନ୍ତି। ମାନବିକତା ଓ ସେବା ମନୋଭାବର ଏପରି ଏକ ଉଦାହରଣ ଏବେ ଉମରକୋଟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଇଘର ବ୍ଲକ ଅନ୍ତର୍ଗତ…

EVରେ ସର୍ଟସର୍କିଟରୁ ଗ୍ୟାରେଜରେ ଲାଗିଲା ନିଆଁ, ଜଳିଗଲା ୮ ଗାଡ଼ି

ଭୁବନେଶ୍ବର: ବରମୁଣ୍ଡାରେ ଏକ ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡ । EVରେ ସର୍ଟସର୍କିଟରୁ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ଜଳିଗଲା CNG କାର, ୫ EV ଓ ୨ ପେଟ୍ରୋଲ୍ ଗାଡ଼ି ଜଳିଗଲା । ଭୁବନେଶ୍ୱର ବରମୁଣ୍ଡା କଲୋନୀ ନାକାଗେଟ୍ ଆନନ୍ଦ ବିହାରରେ ଥିବା ଏକ ଗ୍ୟାରେଜରେ ଘଟିଛି ଅଗ୍ନିକାଣ୍ଡ ।…

ବନାଞ୍ଚଳ ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ଶ୍ରୀ ବଳରାମ ନାୟକଙ୍କ ଚିତ୍ରକୋଣ୍ଡା ଠାରୁ ବୈପାରିଗୁଡା ସ୍ଥାନାନ୍ତର ହୋଇଥିବା ବେଳେ ଆଜି ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଚିତ୍ରକୋଣ୍ଡା ବନପାଳ ନିରଞ୍ଜନ ସାରକା ଙ୍କ…

ଲକ୍ଷ୍ମୀପୁରରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

67 ଅଭିଯୋଗ ଶୁଣିଲେ ଜିଲ୍ଲାପାଳ ! ତ୍ୱରିତ ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ପଞ୍ଚାୟତ ସମିତି ସଭାଗୃହରେ ସୋମବାର ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ…

ସାନଖେମୁଣ୍ଡିରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ମୁଖ୍ୟାଳୟଠାରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ ଆରକ୍ଷୀ ଅଧିକ୍ଷକ ହରିଶ ବିଶିଙ୍କ ସମେତ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର…

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା ; ବାଦ୍‌ ପଡ଼ିଥିବା ହିତାଧିକାରୀ ଏକା ସଙ୍ଗେ ପାଇବେ ୫ଟି କିସ୍ତି

ଭୁୁବନେଶ୍ୱର : ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା। ୨୮ ତାରିଖ ସୁଦ୍ଧା ଯେଉଁ ମାନେ ଆବେଦନ କରିଥିବେ ସମସ୍ତଙ୍କୁ ମିଳିବ ସୁଭଦ୍ରା ଟଙ୍କା ଏନେଇ ସୋମବାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି। କୋଟିଏରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା ଟଙ୍କା।…

ଅନଲାଇନ୍ ଆପ୍ ଡ୍ରାଇଭରଙ୍କ ‘ଜିରୋ ସପ୍ଲାଇ’ ଆନ୍ଦୋଳନ: ବନ୍ଦ ହେଲା ଓଲା, ଉବେର୍ ଓ ରାପିଡୋ

ଭୁବନେଶ୍ବର: କଟକ-ଭୁବନେଶ୍ୱରରେ ବନ୍ଦ ହେଲା ଓଲା, ଉବେର ଆଉ rapido । ୭ ଦଫା ଦାବି ନେଇ ଅନଲାଇନ୍ ଆପ୍ ଡ୍ରାଇଭରଙ୍କ ‘ଜିରୋ ସପ୍ଲାଇ’ ଆନ୍ଦୋଳନ । ଅନଲାଇନ୍ ଡ୍ରାଇଭର୍ ମଞ୍ଚ, ଓଡ଼ିଶା ଏବଂ ସମସ୍ତ ଅନଲାଇନ୍ ଓ ଅଫଲାଇନ୍ ଡ୍ରାଇଭର ସଂଗଠନର ମିଳିତ ସଂଗ୍ରାମ ସମିତି ପକ୍ଷରୁ ଓଲା, ଉବେର୍,…

ଲଗାଣ ବର୍ଷାରେ ରାସ୍ତା ଉପରେ ଲହଡ଼ି ମାରୁଛି ପାଣି

ଭୁବନେଶ୍ବର: ଲଗାଣ ବର୍ଷା ପରେ ଭୟଙ୍କର ହେଉଛ ନଈ । ପୁଣି ଡରାଇଲାଣି ବୈତରଣୀ, ବୁଢ଼ାବଳଙ୍ଗ, ବ୍ରାହ୍ଣଣୀ ଓ ଜଳକା। ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ବୁଢ଼ାବଳଙ୍ଗ ସତର୍କ ସଙ୍କେତ ଆଡ଼କୁ ଅଗ୍ରସର ହେଉଛି । ଲଗାଣ ବର୍ଷା ଯୋଗୁଁ ବେହାଲ ବାଲେଶ୍ଵର ସହର। ସାରା ରାତି…

ଲୋକଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଅନ୍ତରୀଣ ଡିଜିପି

ଭୁବନେଶ୍ୱର: ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଇପିଏସ୍‌ ଅଧିକାରୀ ବିନୟତୋଷ ମିଶ୍ର ସୋମବାର ଲୋକଭବନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ରାଜ୍ୟପାଳ ତାଙ୍କୁ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇବା ସହ ସଫଳ…

୪ ଦିନ ତଳେ ବନ୍ୟା ପାଣିରେ ଭାସିଯାଇଥିବା ନିଖୋଜ ଗଣେଶଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ଗେଙ୍ଗୁଟି ନଦୀର ବନ୍ୟାଜଳ ସ୍ରୋତରେ ଭାସିଯାଇ ଗତ ଶୁକ୍ରବାରଠାରୁ ନିଖୋଜ ଥିବା ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହାଡ଼ପୁର ଯେନାସାହି ଗ୍ରାମର ଗଣେଶ ଯେନା (୫୦)ଙ୍କ ମୃତଦେହ ସୋମବାର ଉଦ୍ଧାର ହୋଇଛି। ଗଣେଶ ନିଖୋଜ ହେବା ପରେ ଗତ ୪ ଦିନ ଧରି ଓଡ୍ରାଫ ଦଳ ଓ ସ୍ଥାନୀୟ…