Sign in
Sign in
Recover your password.
A password will be e-mailed to you.
ଟ୍ରେଲରକୁ ଧକ୍କାଦେଲା ବସ୍, ୮ ମୃତ, ଅନେକ ଆହତ
ରାଜସ୍ଥାନ: ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରେଲରକୁ ଧକ୍କାଦେଲା ଯାତ୍ରୀବାହୀ ବସ୍ । ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ, ୨୨ଜଣ ଗୁରୁତର । ୩୯ ଯାତ୍ରୀଙ୍କୁ ନେଇ ହରିଦ୍ବାରରୁ ଇନ୍ଦୋର ଯାଉଥିବା ବେଳେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ବଡ଼ ଦୁର୍ଘଟଣା । ଭୟଙ୍କର ଦୁର୍ଘଟଣା!-->…
ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ମହେଶ ଦୀକ୍ଷିତ
ନୂଆଦିଲ୍ଲୀ : IB ର ନୂଆ ନିର୍ଦ୍ଦେଶକ ମହେଶ ଦୀକ୍ଷିତ। ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ବରିଷ୍ଠ IPS ଅଧିକାରୀ ମହେଶ ଦୀକ୍ଷିତ । ଭାରତର ଅଗ୍ରଣୀ ଆଭ୍ୟନ୍ତରୀଣ ଗୁପ୍ତଚର ସଂସ୍ଥା ଇଣ୍ଟେଲିଜେନ୍ସ ବ୍ୟୁରୋର ମୁଖ୍ୟ ଭାବେ ଆଜି କାର୍ଯ୍ୟଭାର ଗ୍ରହଣ!-->…
ଭୋଜି କରିବାକୁ ଯାଇ ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡ଼ିଗଲେ ଯୁବକ
ଘଟଗାଁ: ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ । କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରେ ପର୍ଯ୍ୟଟନସ୍ଥଳୀ ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡ଼ି ଯାଇ ଜଣେ ଯୁବକ ନିଖୋଜ । ନିଖୋଜ ଯୁବକ କେନ୍ଦ୍ରାପଡ଼ା ଜିଲ୍ଲା ଅଞ୍ଚଳର ଚଣ୍ଡିଆ ସାମଲ ବୋଲି ସୂଚନା ମିଳିଛି। ଚଣ୍ଡିଆଙ୍କ ସହ ୭ ଜଣ!-->…
ମହାପ୍ରଭୁଙ୍କ ଅଣସର ନୀତିକୁ ନେଇ ଇନଷ୍ଟାଗ୍ରାମ ପୋଷ୍ଟକୁ ବିରୋଧ, କାର୍ଯ୍ୟାନୁଷ୍ଠାନ ଦାବି
ଭୁବନେଶ୍ବର: ପୁଣି ମହାପ୍ରଭୁଙ୍କ ପ୍ରତି ଅପମାନ । ମହାପ୍ରଭୁ ଶ୍ରୀଜଗନ୍ନାଥ ବର୍ତ୍ତମାନ ଅଣସରରେ ଥିବାବେଳେ ଦଇତlପତି ଓ ପତି ମହାପାତ୍ରଙ୍କ ସେବାୟତଙ୍କ ଦ୍ୱାରା ଗୁପ୍ତ ଚିକିତ୍ସା ଚାଲିଛି । କିନ୍ତୁ କିଛି ଖଳ ପ୍ରକୃତିର ଲୋକ ଶସ୍ତା ଲୋକପ୍ରିୟତା ପାଇଁ ମହାପ୍ରଭୁଙ୍କ ସହ ଖେଳ ଖେଳୁଛନ୍ତି!-->…
ରଥଯାତ୍ରା ପାଇଁ ଗଡ଼ିବ ଗୋନ୍ଦିଆ-ପୁରୀ ସ୍ପେସାଲ ଟ୍ରେନ୍
ଭୁବନେଶ୍ୱର: ଭାରତୀୟ ରେଳପଥ ପକ୍ଷରୁ ଭକ୍ତଙ୍କ ସୁବିଧା ପାଇଁ ମହାରାଷ୍ଟ୍ରର ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ଏକଯୋଡ଼ା ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସ୍ପେଶାଲ ଟ୍ରେନ୍ଗୁଡ଼ିକ ହେଲା, ଗୋନ୍ଦିଆ!-->…
ଟ୍ବିନ ସିଟିରେ ଜାରି ରହିଛି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ଗତକାଲି ଭଳି ଆଜି ବି ଟ୍ବିନ ସିଟିରେ ଜାରି ରହିଛି ବର୍ଷା । ସେପଟେ ଆଜି ରାଜ୍ୟରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣ ଓ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।!-->…
ବାୟୋ ପ୍ଲାଣ୍ଟକୁ ବିରୋଧ, ପୋଲିସ ଗ୍ରାମବାସୀ ଧସ୍ତାଧସ୍ତି
ରାଉରକେଲା: ରାଉରକେଲାରେ ବାୟୋ ପ୍ଲାଣ୍ଟ କାମକୁ ଗ୍ରାମବାସୀଙ୍କ ବିରୋଧ । ପୋଲିସ ଜନତା ଧସ୍ତାଧସ୍ତି । ରାଉରକେଲାରେ ଅଏଲ୍ ଇଣ୍ଡିଆ ପକ୍ଷରୁ ଲୁହାକେରାଠାରେ ସ୍ଥାପନ କରିବାକୁ ଯାଉଥିବା ବାୟୋ ପ୍ଲାଣ୍ଟ କାର୍ଯ୍ୟକୁ ନେଇ ଚାପା ଉତ୍ତେଜନା ଦେଖାଦେବାରୁ ମାଜିଷ୍ଟ୍ରେଟଙ୍କ ସହ ପୋଲିସ ଫୋର୍ସ!-->…
ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ ପୋଲିସ SI ପରୀକ୍ଷା
ଭୁବନେଶ୍ୱର : SI ଆଶାୟୀଙ୍କ ପାଇଁ ବଡ଼ ଖବର । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ ପୋଲିସ SI ପରୀକ୍ଷା । ସୂଚନା ଦେଲେ OUSSSC ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ । ପ୍ରଶ୍ନପତ୍ର ଲିକ୍ ପାଇଁ ବଞ୍ଚିତ ଛାତ୍ରଛାତ୍ରୀ SI ପରୀକ୍ଷା ଦେଇପାରିବେ । ବିଜ୍ଞପ୍ତି ପ୍ରକାଶ ପରେ ବୟସ ସୀମା!-->…
ମାଲକାନଗିରି ଜିଲ୍ଲାରେ ଦୁଇଟି ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା
ମାଲକାନଗିରି : ମାଲକାନଗିରି ଜିଲ୍ଲାର ସାଂସ୍କୃତିକ ଓ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଆଜି ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଜିଲ୍ଲାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହ!-->…
ଖୁବଶୀଘ୍ର ପିଲାଙ୍କୁ ନୂଆ ବହି ଯୋଗାଇ ଦିଆଯିବ : ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ
ଭୁବନେଶ୍ୱର : ରାଜ୍ୟର ସମସ୍ତ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସ୍ପଷ୍ଟ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକ। ତ୍ରୁଟିର ଏବେ ତର୍ଜମା!-->…