ଲାଠିକଟା ପୋଲିସ ପକ୍ଷରୁ ଆମ ପୋଲିସ ବୈଠକ…

ବୀରମିତ୍ରପୁର : ଲାଠିକଟା ପଞ୍ଚାୟତ କାର୍ଯ୍ୟାଳୟରେ ଜନପ୍ରତିନିଧି, ସମ୍ପ୍ରଦାୟ ନେତା, ଆମ ପୋଲିସ ସମିତିର ସଦସ୍ୟ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଅଂଶଗ୍ରହଣରେ ଏକ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଥିଲା ! ଏହି ବୈଠକରେ ପୋଲିସ-ଜନସାଧାରଣ ସହଭାଗୀତାକୁ ସୁଦୃଢ଼ ​​କରିବା, ଅପରାଧ ନିବାରଣରେ

ବରିଷ୍ଠ ପ୍ରଶାସନିକ ଅଧିକାରୀ (ଏମ ଭି ଆଇ )ରାଜ କୁମାର ବେହରା ଙ୍କୁ ବିଦାୟ କାଳୀନ ସମର୍ଦ୍ଧନା…!

ବ୍ରହ୍ମପୁର: ଦୀର୍ଘ ପ୍ରାୟ ଚାରି ଦଶନ୍ଧିର ଗୌରବମୟ ସରକାରୀ ସେବା ପରେ ପରିବହନ ବିଭାଗର ବରିଷ୍ଠ ମୋଟର ଯାନ ନିରୀକ୍ଷକ ଏମ ଭି ଆଇ ରାଜ କୁମାର ବେହେରା ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଆୟୋଜିତ ବିଦାୟ କାଳୀନ ସମର୍ଦ୍ଧନା ସଭା ଏକ ଭାବବିହଳ ପରିବେଶ ରେ ଅନୁଷ୍ଠିତ ହୋଇଯାଇଛି। ତାଙ୍କ ସହ

ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ : ୩୬ ମୃତ

କାବୁଲ:ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ପୁନର୍ବାର ଉତ୍ତେଜନା ପ୍ରକାଶ ପାଇଛି। ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ସେନା ତରଫରୁ ଆଫଗାନିସ୍ତାନ ସୀମାରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାକିସ୍ତାନ ତରଫରୁ ହୋଇଥିବା ବିମାନ ଆକ୍ରମଣରେ ୩୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ

ଭାଣିଜୀକୁ ଜାଳି ହତ୍ୟା ଘଟଣା: ଅଭିଯୁକ୍ତ ମାମୁଁକୁ ମୃତ୍ୟୁ ଦଣ୍ଡାଦେଶ

ବ୍ରହ୍ମପୁର, ୩୦ ଜୁନ୍: ଭାଣିଜୀକୁ କିରୋସିନି ଢ଼ାଳି ଅତି ନିର୍ମମ ଭାବେ ହତ୍ୟା କରିବା ମାମଲାରେ ଅଭିଯୁକ୍ତ ମାମୁଁକୁ ମୃତ୍ୟୁ ଦଣ୍ଡାଦେଶ (ଫାଶୀ) ଶୁଣାଇଛନ୍ତି କୋର୍ଟ। ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଡହୋକ ପକ୍ସୋ କୋର୍ଟର ବିଚାରପତି ରୋହିତ ଲାଲ ପଣ୍ଡା ସମସ୍ତ ସାକ୍ଷ୍ୟ

ହ୍ୱାଟ୍ସଆପ୍ ଆଣିଲା ବଡ ପରିବର୍ତ୍ତନ: ମୋବାଇଲ୍ ନମ୍ବର ନୁହେଁ, ୟୁଜରନେମ୍‌ରେ ହେବ ଚାଟ୍!

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ବଡ ଖବର। ହ୍ୱାଟ୍ସଆପ୍ ଆଣୁଛି ବଡ଼ ପରିବର୍ତ୍ତନ। ବ୍ୟବହାରକାରୀମାନେ କାହା ସହ ଚାଟ୍ ଆରମ୍ଭ କରୁଥିଲେ ତାଙ୍କୁ ମୋବାଇଲ୍ ନମ୍ବର ଆବଶ୍ୟକ ପଡୁଥିଲା। କିନ୍ତୁ ଏବେ ସେହି ବାଧ୍ୟତା ଧୀରେ ଧୀରେ ଶେଷ ହେବାକୁ ଯାଉଛି।ମେଟା ମାଲିକାନାରେ

ଯାତ୍ରୀବାହି ଅଟୋ ସହ ଟ୍ରକ ମୁହାଁମୁହିଁ ଧକ୍କା ଦୁର୍ଘଟଣାରେ ଛିଣ୍ଡିଲା ହାତ ପାଞ୍ଚ ଗୁରୁତର !

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ରେଡ୍ଡୀ ଦାମୋଦର ପଲ୍ଲୀ ଛକ ଠାରେ ଯାତ୍ରୀବାହି ଅଟୋ ସହ ଟ୍ରକ ମୁହାଁମୁହିଁ ଧକ୍କା ପାଞ୍ଚ ଗୁରୁତର ଆହତ। ଗୁରୁତର ମାନେ ହେଲେ ଅଟୋ ଚାଳକ ୫୮ବର୍ଷୀୟ ବିଦ୍ୟାଧର ଲେଙ୍କା ସହ ଅଟୋ ଚାଳକ ୪୨ ବର୍ଷୀୟ ସୋମ ନାଥ ନାୟକ,୧୮ ବର୍ଷୀୟା ସୁପ୍ରିୟା

ପେଟ୍ରୋଲ, ଡିଜେଲ କଟକଣା ପ୍ରତ୍ୟାହୃତ, ଜୁଲାଇ ୧ରୁ ହେବ ଲାଗୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିରିଟ୍ (ଏମଏସ) ଏବଂ ହାଇ ସ୍ପିଡ୍ ଡିଜେଲ(ଏଚଏସଡି)ର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପଗୁଡ଼ିକୁ ପ୍ରତ୍ୟାହାର କରିଛନ୍ତି। ଜୁଲାଇ

ହଳଦିଆ ରିଫାଇନାରୀ ପାଇପଲାଇନରେ ଅଗ୍ନିକାଣ୍ଡ:୧୫ ଶ୍ରମିକ ଆହତ

କୋଲକାତା: ବଙ୍ଗଳାର ପୂର୍ବ ମେଦିନୀପୁର ଜିଲ୍ଲାରେ ଥିବା ହଳଦିଆ ରିଫାଇନାରୀ (ହଳଦିଆ ପେଟ୍ରୋକେମିକାଲ୍ସ)ର ନାଫ୍ଥା ଯୋଗାଣ ପାଇପଲାଇନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏପର୍ଯ୍ୟନ୍ତ ଏହି ଘଟଣାରେ ପ୍ରାୟ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ

ଆକ୍ରମଣ ବନ୍ଦ ପାଇଁ ରାଜି ଆମେରିକା ଓ ଇରାନ

ୱାଶିଂଟନ: ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଉତ୍ତେଜନାମୂଳକ ଥିବା ବେଳେ ଇତିମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ପରସ୍ପର ଉପରେ ଆକ୍ରମଣ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ପରେ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବ ବୋଲି ଆଶା କରାଯାଉଛି।ରିପୋର୍ଟ

ସ୍କୁଲ ଭ୍ୟାନ୍ ଉପରେ ପଡ଼ିଲା ଗଛ, ଅନେକ ଛାତ୍ରଛାତ୍ରୀ ଆହତ

ମୁମ୍ବାଇ : ମୁମ୍ବାଇର ଚେମ୍ବୁରରେ ସ୍କୁଲ ବସ୍ ଉପରେ ହଠାତ୍ ପଡ଼ିଲା ଗଛ । ଦୁର୍ଘଟଣାରେ ୧୦ ଜଣ ପିଲା ଆହତ ହୋଇଥିବା ସୂଚନା ମିଳିଛି । ବସ୍ ଭିତରେ ଜଣେ ପିଲା ଫସିଥିଲା, ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇଛି । ଖବର ମୁତାବକ, ମୁମ୍ବାଇ ଚେମ୍ବୁରରେ ରୋଡ ନମ୍ବର ୧୧ରେ ଟ୍ରାଫିକ ଭିଡ଼