Sign in
Sign in
Recover your password.
A password will be e-mailed to you.
ରାଉରକେଲା ପୋଲିସକୁ ବଡ଼ ସଫଳତା: ଚୋରି ଟଙ୍କାରେ କାର୍ କିଣିଥିବା ଅଭିଯୁକ୍ତ ଗିରଫ, ସମ୍ପତ୍ତି ଉଦ୍ଧାର
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଅନ୍ତର୍ଗତ ଛେଣ୍ଡ ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦୁଇଟି ପୃଥକ ଘରୁ ଚୋରି ମାମଲାର ପର୍ଦ୍ଦାଫାଶ କରିବା ସହ ଏକ ଆନ୍ତଃ-ଜିଲ୍ଲା ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ପୋଲିସ ସଫଳ ହୋଇଛି। ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ!-->…
ମୋ ପ୍ରିୟ ରାଜସୁନାଖଳା ଯୁବ କମିଟି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ନୟାଗଡ଼ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ମୋ ପ୍ରିୟ ରାଜସୁନାଖଳା ଯୁବ କମିଟି ସଂଯୋଜକ ଶଚିକାନ୍ତ ଷଡ଼ଙ୍ଗୀଙ୍କ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିର ଶନିବାର ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି!-->…
୮୦ ତମ ସ୍ବାଧିନତା ଦିବସ ପାଳିତ, ବର୍ଷାରେ ଭିଜି ଦେଶ ପ୍ରେମର ବାର୍ତ୍ତା ଦେଲେ ବାଚସ୍ପତି
ନୟାଗଡ଼ (ନିସର୍ତ୍ତ): ପ୍ରତିକୂଳ ପାଗରେ ମଧ୍ୟ ମହାସମାରୋହରେ ପାଳିତ ହେଲା ସ୍ବାଧିନତା ଦିବସ । ବର୍ଷାରେ ଭିଜି ଦେଶ ପ୍ରେମର ବାର୍ତ୍ତା ଦେଲେ ବାଚସ୍ପତି । ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ମହୋତ୍ସବ ପଡ଼ିଆରେ ୮୦ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଛି ।!-->…
୮୦ତମ ସ୍ୱାଧୀନତା ଦିବସ: ରାଉରକେଲା ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଶୁଭେଚ୍ଛା ଓ ସୁରକ୍ଷାର ପ୍ରତିଶ୍ରୁତି
ବୀରମିତ୍ରପୁର : ପବିତ୍ର ୮୦ତମ ସ୍ୱାଧୀନତା ଦିବସର ଶୁଭ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ପୋଲିସ ପକ୍ଷରୁ ସମସ୍ତ ରାଉରକେଲାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏହି ଗୌରବମୟ ଦିବସରେ ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ମହାନ ସଂଗ୍ରାମୀ ଓ ବୀର!-->…
ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ସ୍ଵଧାନତା ଦିବସ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ପ୍ରଥମ ଥର ପାଇଁ ୮୦ ତମ ସ୍ୱାଧୀନତା ଦିବସ ବେଶ ଉତ୍ସାହ ଓ ଦେଶ ଭକ୍ତିର ସହ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଯାଇଛି l ଏଥିରେ ସଂଘର ସଭାପତି ଡ଼.ମଧୁସୂଦନ ମହାପାତ୍ର 'ବନ୍ଦେ ମାତରମ୍ ' ଗାନ ପରେ ପତାକା!-->…
ବୀରମିତ୍ରପୁରରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳରେ ଆଜି ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ଦେଶର ବୀର ସହିଦମାନଙ୍କୁ!-->…
ବିଜେଡି ଦଳ ଛାଡ଼ିଲେ ହେଭୀ ୱେଟ ନେତା ଆଡମା ରାବା: ଶତାଧିକ ସମର୍ଥକଙ୍କ ସହ ବିଜେପି ଦଳରେ ହେଲେ ସାମିଲ…
ମାଲକାନଗିରି, ୧୫/୦୮: ବିଜେଡି ରାଜନୀତିରେ ଏକ ନୂଆ ମୋଡ଼ ଦେଖାଦେଇଛି। ବିଜୁ ଜନତା ଦଳ (ବିଜେଡି)ରୁ ଇସ୍ତଫା ଦେବାର ଦୁଇଦିନ ପରେ ପୂର୍ବତନ ଜିଲ୍ଲା ଛାତ୍ର ସଭାପତି ତଥା ଦୁଇଥର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଭାପତି ଥିବା ଆଡମା ରାବା ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ରେ!-->!-->!-->…
ଗଞ୍ଜାମ ଜିଲ୍ଲାରୁ ଅନ୍ୟ ଜିଲ୍ଲା ଗୁଡିକୁ ଅପମିଶ୍ରଣ ଦେଶୀ ମଦ ଚାଲାଣ….!
ଅବକାରୀ ବିଭାଗ ଓ ପୋଲିସ ଜଳକା….!
ସକ୍ଷମ ଅନୁଷ୍ଠାନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ…
ସୁନ୍ଦରଗଡ, ୧୫.୦୮.୨୦୨୬: ଆଜି ସକ୍ଷମ ସ୍ୱେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟାଳୟ ପ୍ରାଙ୍ଗଣରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜାତୀୟ ସ୍ତରରେ ବାଉଁଶ କଳାକୃତି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ହସ୍ତଶିଳ୍ପର ମୁଖ୍ୟ ଶିକ୍ଷକ ପ୍ରତାପ ନାୟକ ମୁଖ୍ୟ!-->…
ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ବାର୍ତ୍ତା: ଆତଙ୍କବାଦ ବିରୋଧୀ ଲଢ଼େଇ ଓ ନ୍ୟାୟପାଳିକା ଉପରେ…
ନୂଆଦିଲ୍ଲୀ: ସାରା ଦେଶ ଏବେ ୮୦ତମ ସ୍ୱାଧୀନତା ଦିବସ ପାଳନର ଉତ୍ସବରେ ମସଗୁଲ ଥିବାବେଳେ, ଏହି ପବିତ୍ର ଅବସରର ଠିକ୍ ପୂର୍ବସନ୍ଧ୍ୟାରେ ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଏହି!-->…