ଖଣ୍ଡଗିରି ଡବଲ ମର୍ଡର ଘଟଣାରେ ୨ ଗିରଫ, ପୂର୍ବ ଶତ୍ରୁତାରୁ ପ୍ରତିଶୋଧ ନେଲା ନାବାଳକ

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଖଣ୍ଡଗିରି ଥାନା ଅଞ୍ଚଳର ଡବଲ ମର୍ଡର ଘଟଣାର ରହସ୍ୟ ଉପରୁ ପରଦା ହଟାଇଛି ପୋଲିସ। ଭଉଣୀ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେବାକୁ ଯାଇ ଜଣେ ନାବାଳକ ନିଜ ସହଯୋଗୀ ସହ ମିଶି ଏହି ବର୍ବରକାଣ୍ଡ ଘଟାଇଥିବା ଜଣାପଡ଼ିଛି। ଏହି ମାମଲାରେ

ଦୁଇ ଆଦର୍ଶ ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟ, ବାଣ-ବାଜା ରୋଷଣୀରେ ଗ୍ରାମ ପରିକ୍ରମା

ନୟାଗଡ଼, ୩୦/୦୬(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗଡ଼ବାଣିକିଲୋ ଉଚ୍ଚ ବିଦ୍ୟାଳୟର ଦୁଇଜଣ ଆଦର୍ଶ ଶିକ୍ଷକ ପର୍ଶୁରାମ ସାହୁ ଓ ପ୍ରଫୁଲ ଦେବତାଙ୍କ ଅବସର ଉପଲକ୍ଷେ ଏକ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ ଓ

ମାଲକାନଗିରିର ଗର୍ବ ରାଜେଶ ହାଁସଦାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଦେଲେ କ୍ରୀଡ଼ାବିତ୍ ଓ ବୁଦ୍ଧିଜୀବୀ

ମାଲକାନଗିରି, : ମାଲକାନଗିରି ଜିଲ୍ଲାର ଗର୍ବ, ବିଶିଷ୍ଟ ତୀରନ୍ଦାଜ ଓ ତୀରନ୍ଦାଜୀ ପ୍ରଶିକ୍ଷକ ରାଜେଶ ହାଁସଦାଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିବା ବେଳେ କ୍ରୀଡ଼ାବିତ୍ ମହଲରେ ଏକ ଅପୂରଣୀୟ କ୍ଷତି ହୋଇଛି । ରାଜେଶ ହାଁସଦା ୧୯୮୯ ମସିହାରେ ସ୍ପୋର୍ଟସ୍ ଅଥରିଟି ଅଫ୍

ସାଇବର ଅପରାଧ ବିରୁଦ୍ଧରେ ଏକ ବଡ଼ ସଫଳତା

ରାଉରକେଲା, ୩୦ ଜୁନ୍ (ନିସର୍ତ୍ତ ନ୍ୟୁଜ): ସାଇବର ଅପରାଧ ବିରୁଦ୍ଧରେ ରାଉରକେଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଆଇନ ପ୍ରବର୍ତ୍ତନ ଅଧିକାରୀଙ୍କ ମିଛ ପରିଚୟ ଦେଇ ଜଣେ ରାଉରକେଲା ବାସିନ୍ଦାଙ୍କ ଠାରୁ ୧୪.୩୬ ଲକ୍ଷ ଟଙ୍କା ଠକେଇ ସହିତ ଜଡିତ ଏକ "ଡିଜିଟାଲ ଗିରଫ" (ଡିଜିଟାଲ ଆରେଷ୍ଟ) ସାଇବର

ବଢିଲା ରବି ଧାନ ସଂଗ୍ରହ ଅବଧି, ଚାଷୀଙ୍କୁ ଆଶ୍ୱସ୍ତୀ

ଭୁବନେଶ୍ୱର: ରବି ଧାନ ସଂଗ୍ରହ ଅବଧି ଜୁଲାଇ ୩ ତାରିଖ ଯାଏ ବୃଦ୍ଧି କରିଛନ୍ତି ସରକାର। ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ୨୦ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ସରକାର। ଏଯାଏ ୧୮.୭୯ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ

ଚଢା ଦରରେ ସାର ବିକ୍ରି ବିରୋଧରେ ରାଇଘରରେ କୃଷକଙ୍କ ତୀବ୍ର ପ୍ରତିବାଦ

ଉମରକୋଟ / ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅଞ୍ଚଳରେ ସାରର ଅଭାବ ଏବଂ ଚଢା ଦରରେ ସାର ବିକ୍ରି ହେଉଥିବା ଅଭିଯୋଗକୁ ନେଇ କୃଷକମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି। ଚାଷ ଋତୁ ଆରମ୍ଭ ହୋଇଥିବା ବେଳେ ଆବଶ୍ୟକୀୟ ସାର ଯଥେଷ୍ଟ ପରିମାଣରେ ଉପଲବ୍ଧ ନହେବା ଓ କେତେକ

ପେଟ୍ରୋଲ ଢାଳି ନାବାଳିକାକୁ ପୋଡିବାକୁ ଉଦ୍ୟମ

ଭଦ୍ରକ: ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତରେ ଅଭାବନୀୟ ଘଟଣା। ବିବାହିତ ପୁରୁଷର ଏକତରଫା ପ୍ରେମରୁ ଉନ୍ମତ୍ତ କାଣ୍ଡ। ନାବାଳିକାକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ। ଉକ୍ତ ଯୁବକକୁ ଧରି ପୋଲିସରେ ଜିମା ଦେଲେ ଗ୍ରାମବାସୀ। ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର ଜଣେ ୧୫ ବର୍ଷୀୟା

ବଜ୍ରାଘାତରେ ଗୋଟିଏ ଗାଈ ଏବଂ ଗୋଟିଏ ବଳଦ ମୃତ

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଅଣ୍ଡାଳି ଜାମ୍ବାହାଲ ପଞ୍ଚାୟତ ଅଧିନସ୍ତ ଦୁଲହପୁର ବାସୁବେଡା ଖଡିଆ ଟୋଲୀର ମହେଶ ବାଘୱାରଙ୍କ ଗତ କାଲି ରାତ୍ର ପ୍ରାୟ ୧୦ ଘଟିକା ସମୟରେ ବଜ୍ରାଘାତରେ ଗୋଟିଏ ଗାଇ ଏବଂ ଗୋଟିଏ ବଳଦର ମୃତ୍ୟୁ ଘଟିଛି | ମହେଶ ବାଘୱାର ଆଜି

କମିଲା ସୁନା ଓ ରୁପା ଦର

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଗତ କିଛି ମାସ ଧରି ଲଗାତାର ସୁନା ଓ ରୁପାର ମୂଲ୍ୟ ବଢିଚାଲିଥିଲା। ଗ୍ରାହକଙ୍କ ଚିନ୍ତାର ବିଷୟ ପାଲଟିଥିଲା ସୁନା ଦର। ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। କିଛିଦିନ ପୂର୍ବରୁ ରେକର୍ଡ ସ୍ତରରେ ପହଞ୍ଚିଥିବା ସୁନା ଓ ରୁପାର

ବିଜେଡି ପକ୍ଷରୁ ବିଧାୟକ ରୋହିତ ଯୋଶେଫ୍ ତିର୍କୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ): ଓଡ଼ିଶା ବିଧାନସଭାର ନୂତନ କମିଟିରେ ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ୍ ତିର୍କୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ତାଙ୍କୁ ବିଧାନସଭାର ସ୍ଥାୟୀ କମିଟି-VII, ଭାଷାଗତ ସଂଖ୍ୟାଲଘୁ କମିଟି ଏବଂ ପାଠାଗାର କମିଟିର ସଦସ୍ୟ ଭାବେ ମନୋନୀତ