ରେଳ ଧାରଣାରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର

ଚୌଦ୍ୱାର: ଚୌଦ୍ୱାରରେ ଚାଞ୍ଚଲ୍ୟ । ହାତ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର । ନିଗୁଣ୍ଡି ରେଲୱେ ଷ୍ଟେସନ ରେଳ ଧାରଣାରୁ ମୃତଦେହ ଉଦ୍ଧାର ହୋଇଛି । ଟ୍ରେନରେ କଟି ମୁଣ୍ଡ, ଗଣ୍ଡି ଅଲଗା ହୋଇଯାଇଥିବାବେଳେ ରଳ ଧାରଣା ଉପରେ ପଡିଛି ମୃତଦେହ ।  ଯୁବକ ଜଣକ ହେଲେ ନିଗୁଣ୍ଡି ବସ୍ତି ଅଞ୍ଚଳର

୬ରୁ ଆରମ୍ଭ ହେବ ହବିଷ୍ୟାଳି ପଞ୍ଜିକରଣ, ୧୧ ତାରିଖ ଯାଏଁ କରିପାରିବେ ଅନ୍ ଲାଇନରେ ଆବେଦନ

ପୁରୀ: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ମାସ । ଏଥିପାଇଁ ଆସନ୍ତା ୬ରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ। ୧୧ ତାରିଖ ପର୍ଯ୍ୟନ୍ତ ଅନ୍ ଲାଇନରେ ପଞ୍ଜୀକରଣ ଚାଲିବ । edistrict.odisha.gov.in portal ମାଧ୍ୟମରେ ନିର୍ଦ୍ଧିଷ୍ଟ ଫର୍ମ ମାଧ୍ୟମରେ ଅନଲାଇନ ଯୋଗ ପଞ୍ଜିକରଣ

ଯାଜପୁରରେ ଗଡ଼ିଲା ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ରଥ

ଯାଜପୁର: ଆରମ୍ଭ ହୋଇଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ରଥଯାତ୍ରା । ରଥଖଳାରେ ମାସେ ହେଲାଣି ଚାଲିଥିଲା ସିଂହଧ୍ୱଜ ରଥନିର୍ମାଣ । ମାଆ ବିରଜାଙ୍କୁ ରଥରେ ଦର୍ଶନ ପାଇଁ ଅପେକ୍ଷାରେ ଥିଲେ ଶ୍ରଦ୍ଧାଳୁ । ଗଡିଛି ବିଜୟା ରଥ,ଅସତ୍ୟ ଉପରେ ହେବ ସତ୍ୟର ବିଜୟ । ମନ୍ଦିରରୁ ବାହାରି

ବିଧାୟକ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣ୍ଡାମାଡ଼

କେଶିଙ୍ଗା: କଳାହାଣ୍ଡି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜ ନିର୍ବାଚନ ମଣ୍ଡଳୀର ଗୋଳମୁଣ୍ଡା କଲେଜର ଏକାଡେମୀକ ଉତ୍ସବକୁ ଯାଇଥିବାବେଳେ କିଛି ଯୁବକଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼। ପୂର୍ବରୁ ବିଜେଡି ସମର୍ଥକ ଏମାନେ ଥିଲେ ଏବେ ବିଜେପି ସମର୍ଥକ ଥିବା ସୂଚନା। ଏହି ବ୍ଲକ

ବରଗଡ଼ ଜିଲ୍ଲା କାରାଗାରରେ ପୋଲିସ ବିଭାଗର ଅଚାନକ ଚଢ଼ାଉ

ବରଗଡ଼:ବରଗଡ଼ ଜିଲ୍ଲା କାରାଗାରରେ ପୋଲିସ ବିଭାଗର ଅଚାନକ ଚଢ଼ାଉ l ଚଢ଼ାଉ ବେଳେ କାରାଗାରରୁ ବ୍ୟାପକ ମାତ୍ରାରେ ମାଦକ ଦ୍ରବ୍ୟ ଜବତ କରିଛି ପୋଲିସ l ସେପଟେ ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ଚଢ଼ାଉ କରି ବିପୁଳ ମାଦକଦ୍ରବ୍ୟ ଜବତ କରିଛି ପୋଲିସ l ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା

ଆପ୍ ଜରିଆରେ ୫୦୦ କୋଟି ଟଙ୍କା ଠକେଇ; ଭାରତୀ ସିଂହ ଓ ଏଲଭିସ ଯାଦବଙ୍କୁ ସମନ

ୟୁଟ୍ୟୁବର ଏଲଭିସ ଯାଦବଙ୍କ ପାଇଁ ପୁଣି ଅଡୁଆ ବଢିଛି। ଏକ ଆପ୍ ଆଧାରିତ ସ୍କାମରେ ୫୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ସମନ ପଠାଇଛି ଦିଲ୍ଲୀ ପୁଲିସ। ଏଲଭିସ ଯାଦବଙ୍କ ସମେତ ହାସ୍ୟ ଅଭିନେତା ଭାରତୀ ସିଂହ ଏବଂ ଅନ୍ୟ ତିନି ଜଣଙ୍କୁ ମଧ୍ୟ ସମନ କରାଯାଇଛି। ଏହି ଆପ୍ ହେଉଛି HiBOX। ଆପ୍

ଓଡ଼ିଶାକୁ ବିଦେଶୀ ପୁଞ୍ଜି ଆଣିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଚାଲିଛି: ସୁରେଶ ପୂଜାରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅଧିକ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତ କାଳରେ ନିବେଶକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ବଡ଼ ବଡ଼

ଅଗ୍ନିବୀରଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ଅଗ୍ନବିୀରଙ୍କ ପାଇଁ ପୁଣି ନରମିଲେ ରାଜ୍ୟ ସରକାର । ପ୍ରଥମେ ୧୦ ପ୍ରତିଶତ ସଂରକ୍ଷଣ ଏବେ ପୁଣି ବୟସ ସୀମାରେ ବି କୋହଳ କରିଛନ୍ତି ସରକାର । ତେବେ ଏନେଇ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ

ତିରୁପତି ଲଡୁ ବିବାଦ; SITକୁ ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ତିରୁପତି ଲଡୁ ବିବାଦ ମାମଲାର ତଦନ୍ତ କରିବ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (SIT)। ଆଜି ସୁପ୍ରିମକୋର୍ଟ ତଦନ୍ତ ପାଇଁ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI)ର ଦୁଇଜଣ ବରିଷ୍ଠ ଅଧିକାରୀ ଏବଂ ସିବିଆଇର ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି

୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକର କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ନାମକ ଜୈନିକ କନିଷ୍ଠ ଯନ୍ତ୍ରୀ ଜଣେ ଚାଷୀଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ୬ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି।ସୂଚନା ଅନୁସାରେ ବେଲପଡା ବ୍ଲକ କନ୍ଧେନଝୁଲା ଗ୍ରାମର