ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସବୁବେଳେ ସମର୍ଥନ ଦେଇ ଆସୁଛି: ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଜୟ ଜଗନ୍ନାଥ...ଜୟ ଜଗନ୍ନାଥ...। ଓଡ଼ିଶାର ଭାଇ-ଭଉଣୀମାନଙ୍କୁ ମୋର ନମସ୍କାର, ଜୁହାର। ଓଡ଼ିଶାର ସବୁ ପରିବାର ମା’-ମାଉସୀ, ଭାଇ-ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ନିକଟରେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଓଡ଼ିଶା ପର୍ବରେ ଯୋଗଦେବାର ସୁଯୋଗ ମିଳିଥିଲା। ସେଠାରେ…

୧୯ ଲକ୍ଷ ଟଙ୍କା ନେଇ ଧରାଉଥିଲେ ୧୯ ଲକ୍ଷର କାଗଜ ବିଡା, ଧରିଲା ପୋଲିସ, ଦୁଇ ଅଟକ…

ବ୍ରହ୍ମପୁର : ବ୍ରହ୍ମପୁର ବୈଦ୍ୟନାଥପୂର୍ ଥାନା ଇଲାକାର ଘଟଣା । ବ୍ରହ୍ମପୁରର ବ୍ୟବସାୟୀ ପ୍ରମୋଦ ସାହୁ ଝୁମର କିଣିବା ପାଇଁ କଟକର ଜଣେ ବ୍ୟବସାୟୀଙ୍କ ସହ ସମ୍ପର୍କ ରେ ଥିଲେ। ୬୦ ଲକ୍ଷ ର ପୁରୁଣା ଝୁମର କିଣିବା ପାଇଁ ତାଙ୍କୁ ଅଗ୍ରୀମ ୧୯ ଲକ୍ଷ ଦେବାକୁ କହିଥିଲେ। ଏନେଇ ଖୋଡାସିଂରେ କଟକର…

ମହାରାଷ୍ଟ୍ର ଗୋଣ୍ଡିଆ ବସ ଦୁର୍ଘଟଣା: ସମବେଦନା ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମହାରାଷ୍ଟ୍ରର ଗୋଣ୍ଡିଆରେ ଏକ ବସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଟ୍ୱିଟ ବାର୍ତ୍ତାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ‘ମହାରାଷ୍ଟ୍ରର ଗୋଣ୍ଡିଆ ଜିଲ୍ଲାରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣାରେ…

ଜିଲ୍ଳାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା – ୨୦୨୪

ଫୁଲବାଣୀ : ଦୁଇ ଦିନିଆ ଜିଲ୍ଳା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୪ ମତ୍ସ୍ୟ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗଙ୍କ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ କରୋନେସନ ପଡିଆ ଠାରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା ସଞ୍ଜୀବ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l…

ରୋଟାରୀ କ୍ଲବ ଓ ଏସବିଆଇର ସ୍ଵଛଭାରତ କାର୍ଯ୍ୟକ୍ରମ

ଫୁଲବାଣୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ ଫୁଲବାଣୀ ସହାୟତାରେ ରୋଟାରୀ କ୍ଲବ ଓ ଜିଲ୍ଲା ସଦରମହକୁମା ଡାକ୍ତରଖାନା କର୍ମଚାରୀ ମିଶି ଶୁକ୍ରବାର ସକାଳେ ମେଡିକାଲ ଛକ ସାମନା ରାସ୍ତା ସଫେଇ କରିବା ସହ ଅଳିଆ ଆବର୍ଜନା ଗୁଡିକ ଏଣେ ତେଣେ ନପକାଇ ଡଷ୍ଟବିନରେ ପକାଇ ପରିବେଶକୁ ସ୍ୱଚ୍ଛ ରଖିବାଲାଗି ଲୋକଙ୍କୁ…

ଶହେ ବର୍ଷରେ ପଦାର୍ପଣ କଲେ ବିଶ୍ଵନାଥ ନନ୍ଦ

ଫୁଲବାଣୀ : ଫୁଲବାଣୀ ସହରର ଦୀର୍ଘାୟୁ ବ୍ୟକ୍ତି ଭାବେ ଜଣାଶୁଣା ବିଶ୍ଵନାଥ ନନ୍ଦ ଆଜି ଶହେ ବର୍ଷରେ ପଦାର୍ପଣ କରିଛନ୍ତି । ଫୁଲବାଣୀ ଏ ଯେ ଓ ହାଇସ୍କୁଲରେ ୧୯୫୪ ମସିହାରେ ହିନ୍ଦୀ ଶିକ୍ଷକ ରୂପେ ଯୋଗଦେଇ ୧୯୮୨ ମସିହାରେ ଅବସର ନେଇଥିଲେ । ସେ ସରକାରୀ ଚାକିରି କରିବା ପୂର୍ବରୁ କିଛିଦିନ…

ଜଙ୍ଗଲରେ ପାଟ୍ରୋଲିଂ କରିବ ଅଲ୍-ଟେରେନ୍ ମୋଟର ଯାନ; ଆଖି ପିଛୁଳାକେ ଲିଭାଇବ ନିଆଁ

ଭୁବନେଶ୍ୱର : ଆହୁରି ସୁଦୃଢ ହେବ ଜଙ୍ଗଲ ସୁରକ୍ଷା ଅଭିଯାନ । ନିଆଁ ଲାଗିଲେ ତାହାକୁ ପ୍ରତିହତ କରିବାକୁ ତତକ୍ଷଣାତ ଏହା ନେଇ ପାରିବ ପଦକ୍ଷେପ । ଏଥିପାଇଁ ରାଜ୍ୟର ବିଭିନ୍ନ ଜଙ୍ଗଲକୁ ମିଳିଛି ଅଲ୍-ଟେରେନ୍ ମୋଟର ଯାନ ବା ଏଟିଭି ଏବଂ ଅଗ୍ନି ନିରାକରଣ ସହାୟତା ୟୁନିଟ୍ । ରାଜ୍ୟରେ ଥିବା ୧୯…

ପଥପାର୍ଶ୍ଵ ବନୀକରଣ ନାଁରେ ହରିଲୁଟ୍‌, ପ୍ରହସନ ପାଲଟିଛି ପଥପାର୍ଶ୍ବ ବନୀକରଣ ଯୋଜନା

ହିଞ୍ଜିଳିକାଟୁ (୨୯/୧୧) : ପ୍ରତି ବର୍ଷ ବନ ବିଭାଗ ପକ୍ଷରୁ ମୋ ପାଇଁ ଗଛ ଟିଏ ମନରେଗା ସହ ବିଭିନ୍ନ ଯୋଜନାରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ସରକାର ଦେଉଛନ୍ତି । କିନ୍ତୁ ତାହା ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହିନତା ଓ ମନ୍ଦ ଉଦ୍ଦେଶ୍ୟ ଯୋଗୁଁ ତାହା ସମ୍ଭବ ହୋଇପାରୁନାହିଁ। ବ୍ରହ୍ମପୁର ବନଖଣ୍ଡ…

ହିନ୍ଦୁଙ୍କ ସୁରକ୍ଷା କରିବା ବାଂଲାଦେଶ ସରକାରଙ୍କ ଦାୟିତ୍ବ : ଜୟଶଙ୍କର

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହୋଇଥିବା ହିଂସାର ଜବାବରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଲୋକସଭାରେ ବୟାନ ରଖିଛନ୍ତି । ଏକ ଲିଖିତ ଉତ୍ତରରେ ଜୟଶଙ୍କର କହିଛନ୍ତି ଯେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଛନ୍ତି ଏବଂ…

କୁର୍ତ୍ତୀ ଜଙ୍ଗଲରୁ ଜଣେ ମହିଳା ମାଓବାଦୀ ଗିରଫ

ମାଲକାନଗିରି: ମାଲକାନିଗିରି ପୋଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲାର MBHI 79 ଥାନା ଅନ୍ତର୍ଗତ କୁର୍ତ୍ତୀ ଜଙ୍ଗଲରୁ ଜଣେ ମହିଳା ମାଓବାଦାକୁ ଗିରଫ କରିଛି ପୋଲିସ। ଆଣ୍ଟି ମାଡଭି ଓରଫ୍ ଲକି ନାମକ ଜଣେ ମହିଳା ମାଓବାଦୀ ନେତା ସୁକୁମା ମାଓବାଦୀ ସଂଗଠନ ଉଦୟ ପ୍ରୋଟେକଷ୍ଟ ୟୁନିଟର ସଦସ୍ୟ ଥିଲେ। …