Sign in
Sign in
Recover your password.
A password will be e-mailed to you.
ହ୍ବାଟ୍ସଆପ୍, ଜିମେଲ୍ରେ ତଥ୍ୟ ଦିଆନିଆ କରିପାରିବେନି ସରକାରୀ କର୍ମଚାରୀ
ଜାମ୍ମୁ : ଜାମ୍ମୁ-କାଶ୍ମୀରର ସରକାରୀ କର୍ମଚାରୀ ହ୍ବାଟ୍ସଆପ୍, ଜିମେଲ୍ ଜରିଆରେ ସରକାରୀ ତଥ୍ୟ ଆଦାନପ୍ରଦାନ କରିପାରିବେ ନାହିଁ। ହ୍ବାଟ୍ସଆପ୍, ଜିମେଲ୍ ଭଳି ମାଧ୍ୟମ ଜରିଆରେ ତଥ୍ୟ ଆଦାନପ୍ରଦାନ ପ୍ରଘଟ ହେବାର ଆଶଙ୍କା ରହିଥିବାରୁ ସରକାର ଏ କ୍ଷେତ୍ରରେ କଟକଣା ଜାରି କରିଛନ୍ତି।!-->…
ସମ୍ବିଧାନ ହାତରେ ଧରି ଲୋକସଭାରେ ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ
ନୂଆଦିଲ୍ଲୀ : ଓ୍ବାୟନାଡ଼ ଲୋକ ସଭାରୁ ନିର୍ବାଚିତ ହୋଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ଲୋକସଭାରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥଗ୍ରହଣ ସମୟରେ ସେ ହାତରେ ସମ୍ବିଧାନ ପୁସ୍ତକ ଧରିଥିବା ଦେଖିବାକୁ ମିଳିଥିଲା। ତେବେ ସଂସଦକୁ ଆସିବା ସମୟରେ ତାଙ୍କ ସହିତ ଭାଇ ରାହୁଲ ଗାନ୍ଧୀ!-->…
ଡିଜିପି ସମ୍ମିଳନୀ ଭଣ୍ଡୁର କରିବାକୁ ଖଲିସ୍ତାନୀ ଆତଙ୍କୀ ପନ୍ନୁନର ଧମକ
ନୂଆଦିଲ୍ଲୀ : ଭୁବନେଶ୍ଵରରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଡିଜିପି-ଆଇଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁନ। ଏକ ଭିଡିଓ ବାର୍ତ୍ତା ଜାରି କରି ପନ୍ନୁନ ଏହି ଧମକ ଦେଇଛି। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,!-->…
ରାୱଣ୍ଡାରେ ଗିରଫ ହୋଇଥିବା କୁଖ୍ୟାତ ଲସ୍କର ଆତଙ୍କବାଦୀକୁ କବ୍ଜାକୁ ନେଲା ଏନଆଇଏ
ନୂଆଦିଲ୍ଲୀ : ବ୍ୟାନ ହୋଇଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ସଦସ୍ୟ ସଲମାନ ରେହମନ ଖାନ ରାୱଣ୍ଡାରେ ଗିରଫ ହେବା ପରେ ତାକୁ ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ନିଜ ହେପାଜତକୁ ନେଇଛି। ରାୱଣ୍ଡା ସରକାର ସଲମାନକୁ ଏନଆଇଏକୁ ହସ୍ତାନ୍ତର କରିଛନ୍ତି।ସଲମାନ ନାଁରେ ବେଙ୍ଗାଲୁରୁ!-->…
ପ୍ରେମିକାକୁ ମାରି ୫୦ ଖଣ୍ଡ କଲା ପ୍ରେମିକ
ରାଞ୍ଚି : ନିଜ ବିବାହ ବିଷୟରେ ଜାଣିଦେବା ଡରରେ ପ୍ରେମିକାକୁ ହତ୍ୟା କରି ୫୦ ଖଣ୍ଡ କରିଦେଲା ନରହନ୍ତା ପ୍ରେମିକ। ଝାଡ଼ଖଣ୍ଡର ଖୁଣ୍ଟିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତାମିଲନାଡ଼ୁରେ ପ୍ରେମିକା ସହ ଲିଭ୍-ଇନରେ ରହି ଝାଡ଼ଖଣ୍ଡରେ ଅନ୍ୟ ମହିଳାଙ୍କୁ ଲୁଚି ଲୁଚି ବିବାହ କରିଥିଲା ଅଭିଯୁକ୍ତ।!-->…
ଝାଡ଼ଖଣ୍ଡରେ ନୂଆ ସରକାର, ଶପଥ ନେଲେ ହେମନ୍ତ ସୋରେନ
ରାଞ୍ଚି : ନିର୍ବାଚନ ଫଳାଫଳ ଆସିବାର ପାଞ୍ଚ ଦିନ ପରେ ଆଜି ଝାଡ଼ଖଣ୍ଡକୁ ମିଳିଛି ନୂଆ ସରକାର। ରାଜ୍ୟପାଳ ସାନ୍ତୋଷ ଗଂଗୱାର ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଞ୍ଚିର ମୋରହାବାଦୀ ଗ୍ରାଉଣ୍ଡରେ ଆୟୋଜିତ ଏକ ବିଶାଳ!-->…
୩୦ ତାରିଖ ସକାଳୁ କାକାଇକାଲ ଓ ମହାବଳୀପୁରମ ମଝିରେ ଉପକୂଳ ଅତିକ୍ରମ କରିବା ବାତ୍ୟା ପେଙ୍ଗଲ
ଚେନ୍ନାଇ : ତାମିଲନାଡ଼ୁ ଓ ପୁଡ଼ୁଚେରୀ ଉପକୂଳ ମୁହାଁ ଗଭୀର ଅବପାତ। ଆଜି ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ବାତ୍ୟାରେ ପରିଣତ ହେବା ପରେ ସାଇକ୍ଲୋନ୍ ଫେଙ୍ଗଲ ଆସନ୍ତା ୩୦ ତାରିଖ ସକାଳୁ କାକାଇକାଲ ଓ ମହାବଳୀପୁରମ ମଝିରେ ଉପକୂଳ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ!-->…
ଅଶାନ୍ତ ରୋହିଗାଁ : ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ହତ୍ୟା କଲା ସମ୍ପର୍କୀୟ ଦାଦା…
ବ୍ରହ୍ମପୁର: ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ଗଞ୍ଜାମ ଜିଲ୍ଲା ଜିଲ୍ଲାରେ ୨ ଟି ପୋଲିସ ଜିଲ୍ଲା ଥାଇବି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କହିଲେ କିଛି ଭୁଲ ହେବ ନାହିଁ l କେତେବେଳେ ଗଞ୍ଜାମ ପୋଲିସ ଜିଲ୍ଲା ତ କେତେବେଳେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ମୁଣ୍ଡ ଗଡୁଛି l ସୂଚନା ଥାଉକି!-->!-->!-->…
ଝରୀଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତିନିଧି ହେଲେ ଲବ…
ଉମରକୋଟ / ଝରୀଗାଁ ( ୨୮/୧୧/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ଝରୀଗାଁ ନିର୍ବାଚନ ମଣ୍ଡଳୀର ଏମ,ଏଲ, ଏ, ଶ୍ରୀ ନରସିଂ ଭତ୍ରା ଲବ କୁମାର ଦତ୍ତ, ପିତା ଲକ୍ଷ୍ମନ ଦତ୍ତ, ଗ୍ରାମ ଇଉ ଭି ୫୪ ଇନ୍ଦ୍ରପୁର ର ଏହି ଯୁବ ଟାଣୁୟା କର୍ମଠ ଓ ନିଷ୍ଠାପର ଭାବରେ ଦୀର୍ଘ ବର୍ଷ ଧରି ବିଜେପିରେ କାମ କରି!-->!-->!-->…
ବ୍ରହ୍ମପୁର ସରକାରୀ ଆଇଟିଆଇ ର ପ୍ରଥମ ବର୍ଷ ଛାତ୍ରୀ ସରସ୍ୱତୀ ପ୍ରଧାନ ଦୁର୍ଘଟଣା ର ଶିକାର…
ବ୍ରହ୍ମପୁର : ବ୍ରହ୍ମପୁର ସରକାରୀ ଆଇଟିଆଇ ର ଫିଟର ଟ୍ରେଡ଼ ର ପ୍ରଥମ ବର୍ଷ ଛାତ୍ରୀ ସରସ୍ୱତୀ ପ୍ରଧାନ କ୍ଳାସ ସାରି ହଷ୍ଟେଲ କୁ ଯାଉଥିବା ବେଳେ ଦୁର୍ଘଟଣା ର ଶିକାର ହୋଇଛନ୍ତି। ଏକ ଅଟୋ ଦ୍ରୁତଗତିରେ ଆସି ତାଙ୍କ ପାଦ ଉପରକୁ ମାଡି ଯାଇଥିଲା।ଫଳରେ ଝିଅଟିର ପାଦଟି ସମ୍ପୁର୍ଣ୍ଣ ନଷ୍ଟ ହୋଇ!-->…