Sign in
Sign in
Recover your password.
A password will be e-mailed to you.
ଦାଦାର ଟାଙ୍ଗିଆ ଚୋଟରେ ଝିଆରୀ ମୃତ
ଦେବଗଡ଼: ମାନସିକ ବିକୃତ ଦାଦାର ଟାଙ୍ଗିଆ ଚୋଟରେ ୪ ବର୍ଷର ଝିଆରୀ ମୃତ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ଅନ୍ତର୍ଗତ ହେଟଖମାର ଗ୍ରାମରେ। ମୃତକ ଜଣକ ହେଲେ ରେ।ଜାଲିନ ଭଇଁଷ।।
ମିଳିଥିବା ସୂଚନା ଅନୁଯାୟୀ, ହେଟଖମାର ଗ୍ରାମର ସୁଶାନ୍ତ ଭଇଁଷ।ଙ୍କ ୪ ବର୍ଷର ଝିଅ ରେ।ଜାଲିନ!-->!-->!-->…
ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
ମାଲକାନଗିରି: ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ଏମ୍. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି l ନବରଙ୍ଗପୁର ସହରର ୩ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢାଉ!-->…
ସମ୍ପତ୍ତି ପାଇଁ ଭାଇକୁ ଟ୍ରକ୍ ଚଢାଇ ହତ୍ୟା କଲା ଭାଇ
ଯାଜପୁର : ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ । ଭାଇ ଉପରେ ଟ୍ରକ ଚଢାଇଦେଲା ଭାଇ । ଯାଜପୁର ଜେନାପୁର ଥାନା ବାଲିସାହି ଅଂଚଳରେ ଘଟିଛି ଏଭଳି ଏକ ଘଟଣା । ଜମି ବାଡ଼ି ବିବାଦକୁ ନେଇ ବାଲିସାହି ଗାଁର ରଥ ମଲ୍ଲିକଙ୍କ ପୁଅ ଅକ୍ଷୟ ମଲ୍ଲିକଙ୍କ ଉପରେ ଟ୍ରକ୍ ଚଢାଇ ହତ୍ୟା କରିଛି ପୁତୁରା ସୁଶାନ୍ତ!-->…
ଶ୍ରେଣୀଗୃହ ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ର ଆହତ
ବାରିପଦା : ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ବାକରତଳା ହାଇସ୍କୁଲ ଶ୍ରେଣୀଗୃହ ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ର ଆହତ ହୋଇଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ଚିକିତ୍ସା ଲାଗି ସେମାନଙ୍କୁ ନିକଟସ୍ଥ ତାଟୋ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆହତ ଛାତ୍ରମାନେ ହେଲେ ସିଦ୍ଧାନ୍ତ ନାୟକ, କିଶୋର କୁମାର!-->…
ମାର୍ଚ୍ଚ ୨୫ରୁ ବଜେଟ ଅଧିବେଶନ
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବଜେଟ ଅଧିବେଶନ । ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲି ବଜେଟ ଅଧିବେଶନ । ଚଳିତ ବଜେଟ ଅଧିବେଶନରେ ମୋଟ ୬ଟି କାର୍ଯ୍ୟ ଦିବସ ରହିଛି । ତେବେ ଚଳିତ ବିଧାନସଭାର ବଜେଟ ଅଧିବେଶନ ଫୁଲଟାଇମ ଚାଲିବ ନା ୫ ଘଣ୍ଟା ଚାଲିବ!-->…
ଉତ୍କଳ ବିଶ୍ଵ ବିଦ୍ୟାଳୟରେ ୩ ଦିନିଆ ଆନ୍ତଃବିଶ୍ଵବିଦ୍ୟାଳୟ ସାହିତ୍ୟ ଏବଂ ସାଂସ୍କୃତିକ ପ୍ରତିଯୋଗିତା
ଭୁବନେଶ୍ବର: ମଙ୍ଗଳବାରଠୁ ଉତ୍ତର ବିଶ୍ଵ ବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି ତିନି ଦିନିଆ ରାଜ୍ୟସ୍ତରୀୟ ଆନ୍ତଃବିଶ୍ଵ ବିଦ୍ୟାଳୟ ସାହିତ୍ୟ ଏବଂ ସାଂସ୍କୃତିକ ପ୍ରତିଯୋଗିତା। ଏହି ମେଗା କାର୍ଯ୍ୟକ୍ରମରେ ୧୪ ବିଶ୍ଵ ବିଦ୍ୟାଳୟ ଏବଂ ୨ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ଛାତ୍ର-ଛାତ୍ର ଅଂଶଗ୍ରହଣ!-->…
ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଖଣ୍ଡା ଆକ୍ରମଣରେ ଦୁଇ ଗୁରୁତର
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ପୌର ନିର୍ବାଚନକୁ ନେଇ ସହରାଞ୍ଚଳରେ ରାଜନୈତିକ ମାହୋଲ ସରଗରମ ରହିଛି । ସୋମବାର ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ପ୍ରାୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ନୟାପଲ୍ଲୀ ପୋଲିସ ସୀମା ଅନ୍ତର୍ଗତ ଇସ୍କନ୍ ବସ୍ତି ଅଞ୍ଚଳରେ ଦୁଇ ଗୋଷ୍ଠୀ ଖଣ୍ଡା!-->…
ଇମକାର ବାର୍ଷିକ ସମ୍ମିଳନୀ ‘କୁ କନେକ୍ସନ ୨୦୨୨’
ଭୁବନେଶ୍ୱର: ଭାରତୀୟ ଜନ ସଂଚାର ସଂସ୍ଥାନର ପୁରାତନ ଛାତ୍ର ସଂସଦ (ଇମକା) ଓଡ଼ିଶା ଶାଖାର ୧୦ମ ବାର୍ଷିକ ସମ୍ମିଳନୀ 'କୁ' କନେକସନ୨୦୨୨' ଅନୁଷ୍ଠିତ ହୋଇଛି । ରବିବାର ସନ୍ଧ୍ୟାରେ ହୋଟେଲ ମାରିଅନରେ ଆୟୋଜିତ କାର୍ଯ୍ୟକ୍ରମରେ 'ଷଷ୍ଠ ଇଫ୍କୋ ଇମ୍କା ପୁରସ୍କାର' ପ୍ରଦାନ କରାଯାଇଥିଲା । ବରିଷ୍ଠ!-->…
ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ଠାବ
ମାଲକାନଗିରି : ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜାଯାଇଥିଲା ଲ୍ୟାଣ୍ଡମାଇନ୍ । ସର୍ଚ୍ଚ ଅପରେସନ ବେଳେ ଠାବ କରି ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, କରିଗୁଡେମ ଗାଁ ନିକଟରେ!-->!-->!-->…
୩୭ ଡିଗ୍ରୀ ଉପରେ ରାଜ୍ୟର ୧୨ ସହର, ୨୦ରେ ଆସୁଛି ଲଘୁଚାପ
ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତାତି ବଢୁଥିବା ବେଳେ ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ଜିଏଫ୍ଏସ୍-ଏନ୍ସିଇପି, ଇସିଏମ୍ଡବ୍ଲ୍ୟୁଏଫ୍, ଆଇଏମଡି-ଜିଏଫ୍ଏସ୍,!-->…