Sign in
Sign in
Recover your password.
A password will be e-mailed to you.
ଯୁଦ୍ଧ ଯୋଗୁ ୟୁକ୍ରେନ ଛାଡ଼ିଲେଣି ୩୦ ଲକ୍ଷରୁ ଅଧିକ ଲୋକ
ଜେନେଭା: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୨୦ତମ ଦିନରେ ପହଞ୍ଚିଛି। ଏହି ୨୦ ଦିନ ମଧ୍ୟରେ ନିଜ ଜୀବନକୁ ରକ୍ଷା କରିବା ପାଇଁ ୩୦ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ ଛାଡ଼ି ସାରିଲେଣି। ଏ ସମ୍ପର୍କରେ ଆଜି ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି।ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେସନ ଫର!-->…
ଚୀନରେ ପୁଣି କରୋନା ବିସ୍ଫୋରଣ, ୧ କୋଟିରୁ ଅଧିକ ଲୋକ ଗୃହବନ୍ଦି
ବେଜିଂ: ଚୀନ୍ରେ ପୁଣି ଫୁଟିଲା କରୋନା ବୋମା। ଦ୍ରୁତ ଗତିରେ ମାଡିଲା ମହାମାରୀ। ଚୀନରେ ଦିନକ ମଧ୍ୟରେ ସର୍ବାଧିକ ୫୨୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାମାରୀ ଆରମ୍ଭଠାରୁ ଏଯାବତ୍ ଏଠାରେ ଏହା ହେଉଛି ସର୍ବାଧତ୍କ ଦୈନିକ ପଜିଟିଭ ସଂଖ୍ୟା।ଏନ୍ଏଚ୍ସି ଅନୁସାରେ, ଏଠାରେ କରୋନାର!-->…
‘କଂଗ୍ରେସ ଛାଡ଼ନ୍ତୁ ଗାନ୍ଧୀ ପରିବାର’
ନୂଆଦିଲ୍ଲୀ: ଗାନ୍ଧୀ ପରିବାର କଂଗ୍ରେସ ଗାଦିରୁ ହଟିଯିବା ଦରକାର। ଅନ୍ୟମାନଙ୍କୁ ସୁଯୋଗ ଦେବା ଆବଶ୍ୟକ । କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ଉପରେ ଦଳ ବିଶ୍ୱାସ ଜାରି କରିଥିବା ବେଳେ କପିଲ ସିବଲ କିନ୍ତୁ ଦେଇଛନ୍ତି ବିସ୍ଫୋରକ ମନ୍ତବ୍ୟ ।କଂଗ୍ରେସର ବିପର୍ଯ୍ୟୟ ପରେ!-->…
ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ଦେବ ଆମେରିକା, ଶରଣାର୍ଥୀଙ୍କୁ କରିବ ସ୍ୱାଗତ
କିଭ୍: ୟୁକ୍ରେନ୍ ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧରେ ଶହ ଶହ ସଂଖ୍ୟାରେ ସୈନିକ ଓ ସାଧାରଣ ଲୋକଙ୍କ ମୃତ୍ୟୁ ହେଲାଣି। ଏହାରି ଭିତରେ ରୁଷ ବିରୋଧରେ ଲଢ଼ିବାକୁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା!-->…
ହିଜାବ ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଲା
ନୂଆଦିଲ୍ଲୀ: କର୍ଣ୍ଣାଟକାରେ ଦେଖାଯାଇଥିବା ହିଜାବ ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଜି କର୍ଣ୍ଣାଟକା ହାଇକୋର୍ଟ ସ୍କୁଲରେ ହିଜାବ ପିନ୍ଧିବା ଉପରେ ଲାଗିଥିବା ବ୍ୟାନକୁ କାଏମ ରଖିଥିଲେ। ଏହାପରେ ଉଡୁପିର ୬ ଜଣ ମୁସଲିମ ଶିକ୍ଷାର୍ଥୀ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ!-->…
ଆଗାମୀ ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ-IMD ଡିଜି
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବ । ଭାରତ ମହାସାଗର-ଦକ୍ଷିଁ ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ । ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।
!-->!-->!-->…
ସରିଲା ସର୍ବଦଳୀୟ ବୈଠକ, କୋଭିଡ କଟକଣାରେ ବସିବ ବିଧାନସଭା
ଭୁବନେଶ୍ୱର: କରୋନା କୋପ କମିଥିଲେ ବି ବିଧାନସଭା ଅଧିବେଶନ ସମ୍ପୂର୍ଣ୍ଣ କୋଭିଡ କଟକଣାରେ ଚାଲିବ । ପୂର୍ବରୁ ଯେଉଁ ବ୍ୟବସ୍ଥା ରହିଥିଲା, ଯେଉଁ ନିୟମ ଲାଗୁ ହେଉଥିଲା, ଏବେ ବି ସେହି ବ୍ୟବସ୍ଥା ରହିବ । ଅଧିବେଶନ ପୂର୍ବରୁ ସମସ୍ତଙ୍କର କୋଭିଡ୍ ଟେଷ୍ଟ ହେବ। ଆଜି ବସିଥିବା ସର୍ବଦଳୀୟ ବୈଠକରେ!-->…
ଭିଜିଲାନ୍ସ ଜାଲରେ ମାଲକାନଗିରି କୃଷି ଅଧିକାରୀ…
ମାଲକାନଗିରି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ଏମ୍. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି l ନବରଙ୍ଗପୁର ସହରର ୩ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢାଉ । ଅଫିସ ସମେତ ତାଙ୍କ ସରକାରୀ!-->!-->!-->…
ମହିଳା ଥାନାରେ ହାଜର ହେଲେ ନକଲି ଡାକ୍ତର ରମେଶର ପ୍ରଥମ ପତ୍ନୀ
ଭୁବନେଶ୍ୱର: ନକଲି ଡାକ୍ତର ରମେଶର ଗୁମର ଖୋଲିବେ ଶାନ୍ତିଲତା । ମହିଳା ଥାନାରେ ରମେଶଙ୍କ ପ୍ରଥମ ପତ୍ନୀ ଶାନ୍ତିଲତା ହାଜର ହୋଇଛନ୍ତି । ପ୍ରଥମ ପତ୍ନୀ ଶାନ୍ତିଲତା ସ୍ୱାଇଁଙ୍କୁ ପଚରାଉଚରା କରୁଛି କମିଶନରେଟ ପୋଲିସ । ରମେଶଙ୍କ ଉପରେ ଆହୁରି ତଥ୍ୟ ପାଇଁ ପୋଲିସ ତାଙ୍କୁ ଜେରା କରୁଥିବା!-->…
ରାଜ୍ୟରେ ଆଉ ୭୮ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି | ୨୪ ଘଣ୍ଟାରେ ଆଉ ୭୮ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨୦, ସଙ୍ଗରୋଧରୁ ୪୭, ସ୍ଥାନୀୟ ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୬,୭୭୨କୁ!-->…