Sign in
Sign in
Recover your password.
A password will be e-mailed to you.
ମାତିଲେ ଲୁଟେରା: ୬ଟି ଦୋକାନରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ
ହିଞ୍ଜିଳିକାଟୁ, (୧୫/୩): ସୋମବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମ ବଜାରରେ ଥିବା ୬ଟି ବିଭିନ୍ନ ଦୋକାନରୁ ଲୁଟେରା ମାନେ ନଗଦ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ କରି ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି । ଗଣ୍ଡଳା ଗ୍ରାମର କେ ମାର୍ଟ ନାମକ ହୋଲସେଲ ଲୁଗା ଓ!-->…
ବୁଡାଗୁଡ଼ାରେ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ଜନ ସଚେତନତା ଶିବିର ଅନୁଷ୍ଠିତ
ଦାରିଙ୍ଗବାଡ଼ି,(୧୫/୦୩) : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ବୁଡାଗୁଡ଼ା ଗ୍ରାମ ପଞ୍ଚାୟତ ସଭାଗୃହରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ଜନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ଜଙ୍ଗଲ ବିଭାଗର ତିଲୋରୀ ,ବୁଡାଗୁଡ଼ା, ପକାରି!-->!-->!-->…
୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ସୋଲାର ଲ୍ୟାମ୍ପ,ରେଡ଼ିଓ ଓ ୱାଟର ଷ୍ଟୋରେଜ ଟ୍ୟାଙ୍କ ବଣ୍ଟନ
ଫୁଲବାଣୀ/ବାଲିଗୁଡା : ଗୋଛାପଡା ଠାରେ ୧୫/୩/୨୦୨୨ ରେ, ଗୋଛାପଡା ଥାନା ଅଧୀନରେ ସି /୧୨୭ ବାଟାଲିୟନ ସିଆରପିଏଫ ଆଣ୍ଟି ନକ୍ସଲ ଡ୍ୟୁଟି ପାଇଁ ନିୟୋଜିତ, ଗୋଛାପଡା ଗ୍ରାମ ପଞ୍ଚାୟତର ଅଭାବୀ ଏବଂ ଗରିବ ଲୋକଙ୍କ ପାଇଁ ସୋଲାର ଲ୍ୟାମ୍ପ, ରେଡିଓ ସେଟ୍ ଏବଂ ୱାଟର ଷ୍ଟୋରେଜ୍ ଟ୍ୟାଙ୍କ ବଣ୍ଟନ!-->!-->!-->…
ଡ୍ରେନେଜ୍ ପାଣି ସମସ୍ୟା ଦେଖିବା ପରେ ୮ନଂ ୱାର୍ଡର ବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଲେ ନଗର ଉନ୍ନୟନ ମନ୍ତ୍ରୀ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ସମସ୍ତ ୱାର୍ଡରେ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ଓ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ବିଜେଡି ଅଧକ୍ଷା ପ୍ରାର୍ଥୀ ପୁନମ କହଁର ଓ ପ୍ରତି ୱାର୍ଡ ର କାଉନସିଲରଙ୍କ ପାଇଁ ଜୋରସୋରରେ ପ୍ରଚାର କରିଛନ୍ତି l ପୌର!-->!-->!-->…
ବକ୍ସ ଅଫିସରେ ଅବିଶ୍ଵସନୀୟ ବ୍ୟବସାୟ କରି ମାତ୍ର ୪ ଦିନରେ ସୁପର୍ ହିଟ୍ ସାବ୍ୟସ୍ତ ହେଲା ‘ଦ କଶ୍ମୀର ଫାଇଲ୍ସ’
ମୁମ୍ବାଇ: ମାର୍ଚ୍ଚ ୧୧ ତାରିଖରେ ରିଲିଜ୍ ହୋଇଥିବା ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍ସ’ ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଚାରିଆଡେ ଆଶ୍ଚର୍ଯ୍ୟଜନକ ବ୍ୟବସାୟ କରୁଛି। ରିଲିଜ୍ ପୂର୍ବରୁ ଚଳଚ୍ଚିତ୍ରର ସଫଳତା ନେଇ ଅନେକ ଲୋକ ଆଶଙ୍କା ପ୍ରକାଶ କରୁଥିଲେ।!-->…
୧୨-୧୪ ବର୍ଷ ପିଲାଙ୍କୁ ୧୬ରୁ ଟିକା
ଫୁଲବାଣୀ : ସୂଚନାଯୋଗ୍ୟ ଚଳିତବର୍ଷ ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ କୋଭିଡ୍ ଟିକା ଦିଆଯାଉଛି। ଦେଶରେ ଏହି ବୟସ ବର୍ଗର ପ୍ରାୟ ଆସନ୍ତାକାଲି ୧୬ ମାର୍ଚ୍ଚ ୨୦୨୨ରୁ (ବୁଧବାର) ଦେଶରେ ୧୨ରୁ ୧୪ ବର୍ଷ ବୟସର ବର୍ଗର ପିଲାଙ୍କୁ କୋଭିଡ୍ ଟିକା ଦିଆଯିବ ବୋଲି କେନ୍ଦ୍ର!-->!-->!-->…
ଟ୍ରକ୍ ସହ ବାଇକ୍ ମୁହାଁମୁହିଁ : ବାଇକ୍ ଚାଳକ ମୃତ, ୨ ଗୁରୁତର
ହିଞ୍ଜିଳିକାଟୁ, (୧୫/୩) : ହିଞ୍ଜିଳି ଥାନା ସିକିରି - ଖରିଡା ମଧ୍ୟବର୍ତ୍ତୀ ରାସ୍ତାରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ମୃତକ ଜଣକ ପୁରୁଷୋତ୍ତମପୁର ଥାନା ତଥା ହିଞ୍ଜିଳିକାଟୁ!-->…
ଦେଶରେ ପ୍ରାୟ ୫.୩ ଲକ୍ଷ ପୁଲିସ ପଦବୀ ଖାଲି, କେବଳ ଉତ୍ତରପ୍ରଦେଶରେ ଖାଲି ଅଛି ୧ ଲକ୍ଷରୁ ଅଧିକ ପଦବୀ
ନୂଆଦିଲ୍ଲୀ: ସମଗ୍ର ଦେଶର ବିଭିନ୍ନ ପୁଲିସ ଷ୍ଟେସନରେ ପ୍ରାୟ ୫.୩ ଲକ୍ଷ ପଦବୀ ଖାଲି ଅଛି। ପୁଲିସ ଅନୁସନ୍ଧାନ ଏବଂ ବିକାଶ ବ୍ୟୁରୋ ଦ୍ଵାରା ସଙ୍କଳିତ ପରିସଂଖ୍ୟାନ ଅନୁଯାୟୀ, ଦେଶରେ ୨୬ ଲକ୍ଷ ୨୩ ହଜାର ୨୨୫ ପୁଲିସ ପଦବୀ ଅଛି। କିନ୍ତୁ ଏବେ ୨୦ ଲକ୍ଷ ୯୧ ହଜାର ୪୮୮ ଜଣ ପୁଲିସ ହିଁ!-->…
ପରାଜୟ ପରେ କଂଗ୍ରେସରେ ବ୍ୟାପକ ଅଦଳବଦଳ ସଂକେତ, ୫ ରାଜ୍ୟର ପିସିସି ସଭାପତିଙ୍କ ଇସ୍ତଫା ମାଗିଲେ ସୋନିଆ
ନୂଆଦିଲ୍ଲୀ : ନିକଟରେ ସମାପ୍ତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳରେ ବ୍ୟାପକ ପରିବର୍ତ୍ତନର ସମ୍ଭାବନା ରହିଛି । ଆଜି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ପଞ୍ଜାବ, ମଣିପୁର, ଉତ୍ତରପ୍ରଦେଶ, ଗୋଆ ଓ ଉତ୍ତରାଖଣ୍ଡର ପ୍ରଦେଶ କଂଗ୍ରେସ ସଭାପତିମାନଙ୍କୁ ଇସ୍ତଫା!-->…
ସବୁ କରୋନା କଟକଣାକୁ ହଟାଇ ଦେଲେ ପଞ୍ଜାବ ସରକାର
ଚଣ୍ଡିଗଡ଼: କ୍ରମାଗତ ଭାବେ ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ପଞ୍ଜାବ ସରକାର ରାଜ୍ୟରେ ବଳବତ୍ତର ରହିଥିବା ସମସ୍ତ ପ୍ରକାରର କଟକଣା ହଟାଇ ଦେଇଛନ୍ତି। ଏହି ନିୟମ ତତ୍କାଳ ଭାବେ ଲାଗୁ କରାଯାଇଛି। ତେବେ ସରକାର ସମସ୍ତଙ୍କୁ କୋଭିଡର ଉଚିତ ବ୍ୟବହାର ନିୟମ ପାଳନ କରିବାକୁ ପରାମର୍ଶ!-->…