ମଣିପୁର ଓ ଗୋଆରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ସୁଯୋଗ

ନୂଆଦିଲ୍ଲୀ: ମଣିପୁର ଓ ଗୋଆରେ କିଏ ମୁଖ୍ୟମନ୍ତ୍ରୀ ହେବେ ତା’କୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଜେପି ହାଇକମାଣ୍ତ ପୁଣିଥରେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରିପିଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଗୋଆରେ ପ୍ରମୋଦ ସାୱନ୍ତ ଓ ମଣିପୁରରେ ଏନ ବୀରେନ ସିଂହ…

ନିର୍ବାଚନୀ ରାଜନୀତିରେ ଫେସବୁକର ହସ୍ତକ୍ଷେପକୁ ସୋନିଆଙ୍କ ବିରୋଧ

ନୂଆଦିଲ୍ଲୀ: ଭାରତର ନିର୍ବାଚନୀ ରାଜନୀତିରେ ଫେସବୁକ ଓ ଅନ୍ୟ ସୋଶାଲ ମିଡିଆ କମ୍ପାନୀର ‘ବ୍ୟବସ୍ଥିତ ହସ୍ତକ୍ଷେପ’ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି। ଲୋକସଭାରେ ସୋନିଆ ଏ ପ୍ରସଙ୍ଗ ଉଠାଇ ସରକାରଙ୍କୁ ତେର୍ଚ୍ଚାବାଣ ମଧ୍ୟ ମାରିଛନ୍ତି।ଲୋକସଭାର…

ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ: ପୂର୍ବତନ ନ୍ୟାଶନାଲ ଅଡିଟରଙ୍କ ଉପରେ ସିବିଆଇର ଆଖି

ନୂଆଦିଲ୍ଲୀ: ପୁଣିଥରେ ଫେରିଛି ବହୁ ଚର୍ଚ୍ଚିତ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଡିଲ୍‌ କଳେଙ୍କାରୀ। ଏହି ଡିଲରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିବା ପରେ ସିବିଆଇ ଏହାର ଖୋଳତାଡ଼ କରୁଛି। ଏବେ ଘଟଣାରେ ପୂର୍ବତନ ନ୍ୟାଶନାଲ ଅଡିଟର ଏସକେ ଶର୍ମା ଓ ପୂର୍ବତନ ଏୟାର ଭାଇସ ମାର୍ଶଲ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗୱନ୍ତ ମାନ୍

ଅମୃତସର: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଭଗୱନ୍ତ ମାନ୍‌ ଶପଥ ନେଇଛନ୍ତି। ସହିଦ ଭଗବତ ସିଂହଙ୍କ ଜନ୍ମସ୍ଥାନ ଖଟକର କଲାନରେ ଏକ ଭବ୍ୟ ସମାରୋହରେ ମାନ୍‌ ଶପଥ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟିର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ…

ପୌର ନିର୍ବାଚନକୁ ନେଇ ଚିକିଟି ସହର ଚଳ ଚଞ୍ଚଳ…

ଚିକିଟି-ପୌର ନିର୍ବାଚନ ଯେତେ ପାଖେଇ ଆସୁଛି ଦିନକୁ ଦିନ ସହରରେ ପ୍ରଚାର ସେତିକି ସରଗରମ ହେବାରେ ଲାଗିଛି।ତେବେ ଚିକିଟି ପୌରପରିଷଦରେ ଚଳିତ ନିର୍ବାଚନ ପାଇଁ ସ୍ଥାନୀୟ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଉଷାଦେବୀ ଅଧ୍ୟକ୍ଷା ଦୀପା କୁମାରୀ ସାହୁ ଙ୍କ ସମେତ ସମସ୍ତ କାଉନସିଲର ମାନଙ୍କ ପାଇଁ ଆଜି…

ଯୁବ ଡେମୋନଷ୍ଟ୍ରେଟରଙ୍କ ଦେହାନ୍ତ- ଅଞ୍ଚଳରେ ଶୋକର ଛାୟା

ଚିକିଟି : ଚିକିଟି ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ଡେମନଷ୍ଟ୍ରେଟର ରାଜେଶ ଆଚାରିଙ୍କ ଖୁବ କମ ବୟସ ରେ ସ୍ୱାସ୍ଥ୍ୟଗତ କାରଣ ରୁ ଦେହାନ୍ତ ହୋଇଛି। ସେ ଛାତ୍ର ବତ୍ସଳ,ଆଦର୍ଶ,ଉତ୍ତମ ଶିକ୍ଷକ ଏବଂ ସବୁ ବର୍ଗର ଲୋକଙ୍କ ଶହ ମିଶି ଆତ୍ମୀୟତା ବଢେଇବାରେ ସିଦ୍ଧ ହସ୍ତ ଥିଲେ। 34 ବର୍ଷୀୟ ରାଜେଶ ଦୀର୍ଘ…

ରାଙ୍କୁଡାରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ରାଙ୍କୁଡ଼ା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ମହିଳା ଜଣକ ହେଲେ କେ ଜୟନ୍ତୀ(୪୦) ବୋଲି ଜଣାପଡିଛି।ମଙ୍ଗଳବାର ଦିନ ୧୦ ଟା ବେଳେ ଜୟନ୍ତୀ ର ମୃତ୍ୟୁ ଘଟିଥିବା ଗ୍ରାମବାସୀ କୌଣସି ସୂତ୍ରରୁ ଖବର…

ଛତ୍ରପୁର ଏନଏସିରେ ବିଜେଡିର ଜୋରଦାର ପ୍ରଚାର

ଛତ୍ରପୁର : ପୌର ନିର୍ବାଚନ ପାଇଁ ରାଜନିତି ସରଗରମ ହୋଇଛି । ଛତ୍ରପୁର ଏନଏସିରେ ବିଜେଡି ପ୍ରଚାରରେ ଆଗୁଆ ରହିଛି । ଛତ୍ରପୁର ଏନଏସି ଅଧିନ ୯ ନଂ ୱାର୍ଡରେ ବିଜୁ ଜନତା ଦଳର ଚେୟାରମ୍ୟାନ ପ୍ରାର୍ଥୀନୀ ଟି. ଲକ୍ଷ୍ମୀ ଓ କାଉନସିଲର ପ୍ରାର୍ଥିନୀ ପ୍ରିତିଛନ୍ଦା ସାମଲ ନିଜ ନିର୍ବାଚନ ପ୍ରଚାରକୁ…

ଛତ୍ରପୁର ୧୨ନମ୍ବର ୱାର୍ଡରେ ବିଜେପି ର ଦମଦାର ପ୍ରଚାର !

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ବିଜେପି ଓ ବିଜେଡି ଚେୟାରମ୍ୟାନ ପ୍ରାର୍ଥୀନୀ ଙ୍କ ପ୍ରଚାର ଘମାଘୋଟ ହୋଇଛି । ରବିବାର ସନ୍ଧ୍ୟାରେ ରିକାପଲ୍ଲୀ ରେଡ୍ଡୀ ସାହି ଆଡ଼ପଘର ନିକଟରେ ଅସ୍ଥାୟୀ ବିଜେପି ଦଳୀୟ କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି ।…

ପ୍ରଚାରର ମଙ୍ଗ ଧରିଲେ ବିଧାୟକ, କ୍ଲିନ ସୁଇପ ବିଜେଡିର ବିଜୟ ଲକ୍ଷ୍ୟ, ନିର୍ବାଚନ ପ୍ରଚାର ଗାଡିର ଶୁଭାରମ୍ଭ

ଛତ୍ରପୁର : ଛତ୍ରପୁର ଏନଏସିର ବିଜେଡି ଚେୟାରମ୍ୟାନ ପ୍ରାର୍ଥିନୀ ଟି. ଲକ୍ଷ୍ମୀ ଓ ସମସ୍ତ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କ ନିମନ୍ତେ ବିଜେଡି ପକ୍ଷରୁ ଜୋରସୋରରେ ପ୍ରଚାର ଚାଲିଛି । ଚେୟାରମ୍ୟାନ ପ୍ରାର୍ଥିନୀ ଓ କାଉନସିଲର ପ୍ରାର୍ଥୀମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ…