Sign in
Sign in
Recover your password.
A password will be e-mailed to you.
ସରିଲା ନକଲି ଡାକ୍ତରର ମିଛ ଧରା ପରୀକ୍ଷା
ଭୁବନେଶ୍ବର: ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ସରିଲା ଲାଏଡିଟେକ୍ସନ ଟେଷ୍ଟ । ୭୦ ପ୍ରଶ୍ନର ଉତ୍ତର ରଖିଲେ ରମେଶ ସ୍ୱାଇଁ । ଟେଷ୍ଟ ବେଳେ ସମସ୍ତ ପ୍ରକାର ସହଯୋଗ କଲେ ରମେଶ । ଟେଷ୍ଟ ଶେଷ ହେବା ପରେ ଏବେ ରମେଶ ସ୍ୱାଇଁଙ୍କୁ ଝାରପଡା ଜେଲ ପଠାଇ ଦିଆଯାଇଛି । ସତ ମିଛ ଟେଷ୍ଟ ଶେଷ ହେବା ପରେ ଏବେ!-->…
ରାଜ୍ୟରେ ଆଜି ୧୧୧ଜଣ କରୋନାରୁ ସୁସ୍ଥ
ଭୁବନେଶ୍ୱର: ରାଜ୍ୟରେ କରୋନାରୁ ଆଜି ୧୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨!-->…
ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରିଙ୍କୁ ଗୁଳି କରି ହତ୍ୟା ମାମଲାରେ ଜଣେ ଅଟକ
ପୁରୀ : ପୁରୀ ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରିଙ୍କୁ ଗୁଳି କରି ହତ୍ୟା ମାମଲାରେ ଜଣଙ୍କୁ ଅଟକ ରଖିଛି ପୋଲିସ । କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୁଣ୍ଡରେ ଓ ଛାତିରେ ୪ଟି ଗୁଳି ବାଜିଥିବା ଜଣାପଡିଛି । ଗୁଳିକାଣ୍ଡ ପରେ ତାଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରିଥିଲେ ଡାକ୍ତର ।!-->…
ଇସ୍ତଫା ଦେବେ ନିରଞ୍ଜନ !
ଭୁବନେଶ୍ବର: ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ଆକ୍ସନ ମୁଡରେ ଏଆଇସିସି । ୫ ରାଜ୍ୟର ସଭାପତିଙ୍କଚ ଇସ୍ତଫା ଦେବାକୁ ଏଆଇସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଜାବ ପିସିସି ସଭାପତି ନବଜ୍ୟାତି ସିଂ ସିଦ୍ଧୁ ଇସ୍ତଫା ଦେଇ ସାରିଛନ୍ତି । ତେବେ ଏହି କ୍ରମରେ!-->…
ଆସନ୍ତା ୨୫ରେ ବିଜେଡି ବିଧାୟକ ଦଳ ବୈଠକ
ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ବିଧାନସଭାର ୬ଦିନିଆ ଅଧିବେଶନ ଆରମ୍ଭ ହେଉଥିବାବେଳେ ଶାସକ ବିଜେଡି ଉକ୍ତ ଦିନ ବିଧାୟକ ଦଳ ବୈଠକ ଡାକିଛି। ସ୍ୱଳ୍ପକାଳୀନ ବିଧାନସଭା ଅଧିବେଶନରେ ଶାସକ ଦଳର ରଣନୀତି ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।
ସରକାରୀ ମୁଖ୍ୟ ସଚେତକ ପ୍ରମିଳା!-->!-->!-->…
ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସରଦେଲେ ସରକାର
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏଥିରେ ୩ ଜଣ ଏକଜିକ୍ୟୁଟିଭ୍ ଇଞ୍ଜିନିୟରଙ୍କ ସମେତ ପୋଲିସ ଇନ୍ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ରହିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଅଧିକାରୀଙ୍କୁ!-->…
ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରା ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
କଟକ: ଭିଜିଲାନ୍ସ ଜାଲରେ ଫସିଛନ୍ତି କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ । ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ଘରେ ଚଢ଼ାଉ ପରେ ଜବତ ହୋଇଛି ବିପୁଳ ସମ୍ପତ୍ତି । ଯନ୍ତ୍ରୀଙ୍କ ଫ୍ରିଜର ପରିବା ଟ୍ରରେ ଲୁଚାଯାଇଥିବା ୭୫ ହଜାର ଟଙ୍କା ଜବତ କରାଯାଇଛି । ଘର ଭିତରୁ ନଗଦ ୩ ଲକ୍ଷ ୩୧!-->…
ୱାର୍ଡ ମେମ୍ଵର ମଇଦାନରେ ଆଇନ ଛାତ୍ର
ହିଞ୍ଜିଳିକାଟୁ (୧୬/୩) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରିବା ପରେ ଆରମ୍ଭ ହୋଇଛି ପୌରନିର୍ବାଚନ । ବହୁ ଉଚ୍ଚ ଶିକ୍ଷିତ ଯୁବକ ରାଜନୀତି ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି | ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୫ ନମ୍ବର ୱାର୍ଡ଼ରେ ସାମ୍ବାଦିକ ଓ ଆଇନଜୀବୀ ସହ ଯୁଵ ବ୍ୟବସାୟୀ ବିଭୁ!-->!-->!-->…
ସ୍କୁଲ ଗାଡ଼ିର ଫାଟିଲା ରେଡିଏଟର: ୩ ଛାତ୍ର ଗୁରୁତର
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍କୁଲ ଗାଡ଼ିର ରେଡିଏଟର ଫାଟିଯିବା କାରଣରୁ ୩ ଛାତ୍ର ଗୁରୁତର ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ମାର୍ଶାଘାଇର ଏକ ଘରୋଇ ଇଂଲିଶ ମିଡିଅମ ସ୍କୁଲର ୩ ଛାତ୍ର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସ୍କୁଲରୁ ଘରକୁ!-->…
ବାଲିଗୁଡା ଏନଏସିରେ ଦୁଲୁକୁଛି ପ୍ରଚାର ମୈଦାନ
ବାଲିଗୁଡ଼ା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନକୁ ନେଇ ଏବେ ପ୍ରଚାର ମୈଦାନରେ ହେଭିଓ୍ବେଟ୍ ନେତାଙ୍କ ଘନଘନ ପ୍ରଚାର ଯୋଗୁଁ ଦୁଲୁକୁଛି ସମଗ୍ର ସହର । ଭଳିକି ଭଳି ଗୀତସହ ବ୍ୟାନର୍ ପୋଷ୍ଟରରେ ସହରର ସବୁ ଗଳିକନ୍ଦି ଆଚ୍ଛାଦିତ । ରାଜ୍ୟରେ ତିନି ପ୍ରମୁଖ ଦଳ ବିଜେଡି,ବିଜେପି!-->…