କ୍ୟାମେରାମ୍ୟାନ ମାନସ ମର୍ଡର ଘଟଣା: ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ନୟାଗଡ଼: ଭଦ୍ରକରୁ ଅପହରଣ, ଭୁବନେଶ୍ବରରେ ହତ୍ୟା ଆଉ ନୟାଗଡ଼ରୁ ମୃତଦେହ ଜବତ l କ୍ୟାମେରା ମ୍ୟାନ ମାନସ ମର୍ଡର ମିଷ୍ଟ୍ରିର ଖୋଲି ପାରୁନି ଗୁମର l ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡିପୋଖରୀ ଗାଁର ମାନସ ସ୍ବାଇଁ l ଏହି ହତ୍ୟା ଘଟଣାରେ ମାତ୍ର ୩ ଜଣଙ୍କୁ ଗିରଫ କରି ଚୁପ୍‌ ବସିଛି ପୋଲିସ l…

ଜେଇଇ ମେନ୍‌: ଏପ୍ରିଲ୍‌ ୨୧ରୁ ପରୀକ୍ଷା, ମେ ୪ରେ ସରିବ

ଭୁବନେଶ୍ୱର: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ପ୍ରଥମ ପର୍ଯ୍ୟାୟ ତାରିଖ ଘୁଞ୍ଚାଯାଇଛି । ୨୦୨୨-୨୩ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ ନାମଲେଖା ପାଇଁ ଜେଇଇ ମେନ୍‌ ସେସନ୍‌-୧ ଆସନ୍ତା ଏପ୍ରିଲ୍‌ ୧୬ ବଦଳରେ ଏପ୍ରିଲ୍‌ ୨୧ରୁ ଆରମ୍ଭ ହେବ । ମେ ୪ ତାରିଖ ଯାଏ ପରୀକ୍ଷା ଚାଲିବ । ବିଭିନ୍ନ…

୨୩ରୁ ୫ ଦିନ ଧରି ଚାଲିବ ହରିରାଜପୁର ମେଳଣ

ଜଟଣୀ : ପାଖେଇ ଆସୁଛି ପ୍ରସିଦ୍ଧ ହରିରାଜପୁର ମେଳଣ । ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଂଚୁଦୋଳ ମେଳଣ ୨୩ ତାରିଖରୁ ଆରମ୍ଭ ହେବ । ଏଥର ୫ ଦିନ ଧରି ଏହା ଆୟୋଜିତ ହେବ ମେଳ । ପୂର୍ବରୁ ଏହା ୪ ଦିନ ଧରି ପାଳନ ହେଉଥିଲା । ଖବର ଅନୁଯାଯୀ, ୨୩ ତାରିଖ…

ନୂଆ ବର୍ଥରେ ଲାଗିଲା ସର୍ବବୃହତ ଜାହାଜ ଷ୍ଟାର ଲାୟରା

ପାରାଦୀପ:ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦରରେ ସର୍ବବୃହତ ଜାହାଜ ଏମ୍‌.ଭି. ଷ୍ଟାର ଲାୟରା ଲାଗିଛି। ବନ୍ଦର ନିଷିଦ୍ଧାଞ୍ଚଳର ନୂତନ ଲୁହାପଥର ବୋଝେଇ ବର୍ଥରେ ଏହି ଜାହାଜ ଲାଗିଛି। ୨୯୨ ମିଟର ଲମ୍ବ ଓ ୪୫ ମିଟର ପ୍ରସ୍ଥ ଥିବା ଏହି ଜାହାଜରେ ୧ ଲକ୍ଷ ୪୧ ହଜାର ୨୦୦ ମେଟ୍ରିକ ଟନ୍‌ ଲୁହାପଥର…

ମେ’ ୧ରୁ ରବିଧାନ ସଂଗ୍ରହ

ଭୁବନେଶ୍ୱର: ଆସନ୍ତା ମେ ୧ ତାରିଖରୁ ରାଜ୍ୟରେ ରବି ଧାନ ସଂଗ୍ରହ ଆରମ୍ଭ ହେବ। ଏହା ଜୁନ୍‌ ୩୦ ତାରିଖ ଯାଏ ଚାଲିବ। ରବି ଧାନ ସଂଗ୍ରହ ହେବାକୁ ଥିବା ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର,…

ଗୋମାଂସ ବୋଝେଇ କଣ୍ଟେନର ଅପହରଣ ମାମଲା: ୩ ଗିରଫ, କାର୍‌ ଜବତ

ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥ ତମାଣ୍ଡୋ ନିକଟରୁ ଅପହରଣ ହୋଇଥିବା ଗୋମାଂସ ବୋଝେଇ କଣ୍ଟେନର ମାମଲାରେ ଆଜି ଇନ୍‌ଫୋଭ୍ୟାଲି ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଡୁମୁଡୁମାର ଚିନ୍ମୟ ସାମଲ ଓରଫ ରିଣ୍ଟୁ, ଜାଗମରା ତଳସାହିର ଲିଟୁନା ପାତ୍ର(୨୧) ଓ ତମାଣ୍ଡୋ ବିଜିପୁରର…

ନଦୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ…

ହିଞ୍ଜିଳିକାଟୁ : ମଙ୍ଗଳବାର ସକାଳେ ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମ ଦେଇ ଋଷିକୁଲ୍ୟା ନଦୀରେ ବୁଡ଼ି ଜୈନିକା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକା ଜଣକ ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ବଡ଼ସାହି ବାସିନ୍ଦା ତିଳ ପ୍ରଧାନ (୬୫) । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୪/୨୨ରେ ଏକ ଅପମୃତ୍ୟୁ…

ପ୍ରାର୍ଥୀପତ୍ର ପ୍ରତ୍ୟାହାର ସରିଲା, ନିର୍ବାଚନ ମଇଦାନରେ ଅଧକ୍ଷ ପଦ ପାଇଁ ୬ ପ୍ରାର୍ଥୀ

ହିଞ୍ଜିଳିକାଟୁ (୧୪/୩) : ଚଳିତ ମାସ ୨୪ ତାରିଖରେ ୧୦୬ ପୌର ସଂସ୍ଥା ଓ ୩ଟି ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ମାସ ୨ ତାରିଖ ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇ ୭ ତାରିଖ ସୋମବାର ସୁଦ୍ଧା ନାମାଙ୍କନ ଦାଖଲ ଶେଷ ହୋଇଛି । ସୋମବାର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ…

ମାଲକାନଗିରି ମହାବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି,(୧୪/୦୩) : ମାଲକାନଗିରି ଜିଲ୍ଲା ମହାବିଦ୍ୟାଳୟ ପକ୍ଷରୁ ଗତକାଲି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିସର ତଥା କ୍ୟାମ୍ପସ ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ସଫଳ ଭାବରେ ରୂପାୟନ…

ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ଅଭିଯୋଗ

ଦାରିଙ୍ଗବାଡ଼ି : ମନରେଗା ଯୋଜନାରେ ଦିନ କୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି । ମନରେଗା ଯୋଜନାରେ ଦୁର୍ନୀତି କରି ରାତାରାତି କୋଟିପତି ହେଉଛନ୍ତି ଦାୟିତ୍ୱରେ ଥିବା ସରକାରୀ ବାବୁ । କେତେବେଳେ ମୃତ ବ୍ୟକ୍ତି କାମ କରିଥିବା ନେଇ ଟଙ୍କା ହଡ଼ପ କରାଯାଉଛି ତ ଆଉ କେତେବେଳେ କାମ ନକରି…