ଶେଷ ଆଟାକ ପାଇଁ ରୁଷ ପ୍ରସ୍ତୁତ ! ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ପଠାଇଲେ ରାଷ୍ଟ୍ରପତି ଜେଲେନସ୍କି

କିଭ୍‌: ୟୁକ୍ରେନ ଉପରେ ଶେଷ ଓ ସବୁଠାରୁ ବଡ଼ ହମଲା କରିବା ପାଇଁ ରୁଷ ତା’ର ଯୋଜନାକୁ ଚୂଡ଼ାନ୍ତ କରିଛି। ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନର ରାଜଧାନୀ କିଭ୍‌ ଦଖଲ ପାଇଁ ରୁଷ ଅଲଆଉଟ ଆକ୍ରମଣ କରିପାରେ। ଏବେ କିଭ୍‌ର ୩ ପଟୁ ରୁଷ ସେନା ଘେରି ରହିବା ସହ ଘନଘନ ବୋମା ଓ ମିସାଇଲ ମାଡ଼…

ବିଧାୟକଙ୍କ ପାଇଁ ବହୁତଳ ପ୍ରାସାଦ ନିର୍ମାଣ କାମ ଆସନ୍ତା ଅଢ଼େଇ ବର୍ଷରେ ସରିବ: ବାଚସ୍ପତି

ଭୁବନେଶ୍ବର: ବିଧାୟକଙ୍କ ପାଇଁ ନିର୍ମିତ ବହୁତଳ ପ୍ରାସାଦର ନିର୍ମାଣ କାମ ଆସନ୍ତା ଅଢ଼େଇ ବର୍ଷରେ ସରିବ ବୋଲି ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଧାୟକଙ୍କ ପାଇଁ ନିର୍ମିତ ବହୁତଳ ପ୍ରାସାଦର ନିର୍ମାଣ କାର୍ଯ୍ୟ ଲାଗି ୨୭୫ କୋଟି…

NISER ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା !

ଖୋର୍ଦ୍ଧା : ଜଟଣୀ ନାଇଜରରେ (NISER) ଅଭାବନୀୟ ଘଟଣା । ନାଇଜର ହଷ୍ଟେଲ ଛାତରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଛାତ୍ରୀ ଜଣକ ହେଉଛନ୍ତି ଛତିଶଗଡର ପୂଜା ଜେଠଓ୍ବାନୀ ବୋଲି ସୂଚନା ମିଳିଛି ।ନାଇଜରରେ ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ସୂଚନା…

ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ପୂର୍ବତନ କଂଗ୍ରେସ କାଉନସିଲରଙ୍କୁ ଜାମିନ

ନୂଆଦିଲ୍ଲୀ: ୨୦୨୦ ମସିହା ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା କଂଗ୍ରେସର ପୂର୍ବତନ କାଉନସିଲର ଈଶରତ ଜାହାନଙ୍କୁ ଶେଷରେ ଜାମିତ ମିଳିଛି। ଦଙ୍ଗା ପାଇଁ ହୋଇଥିବା ବୃହତ୍ତ ଷଡ଼ଯନ୍ତ୍ର ମାମଲାରେ ଈଶରତଙ୍କୁ ପୁଲିସ୍‌ ଗିରଫ କରିଥିଲା। ହେଲେ ଆଜି ତାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ଜାମିନ ପ୍ରଦାନ…

ବାଗ୍ଚୀ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ର ନିର୍ମାଣର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଓଡ଼ିଶାରେ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଅନ୍ୟଏକ ମାଇଲ୍ଖୁଣ୍ଟ ଭାବେ ଗଢ଼ିଉଠୁଥିବା ବାଗ୍ଚୀ-ଶଙ୍କର କ୍ୟାନ୍ସର୍ ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ରର ନିର୍ମାଣ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ଓଡ଼ିଶା କୌଶଳ ବିକାଶ…

ଦଶମ ଶ୍ରେଣୀ ଓଡ଼ିଆ ବିଷୟ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ ପରେ ଯାଞ୍ଚ ପାଇଁ ବିଶେଷଜ୍ଞ କମିଟି ଗଠନ କଲା ସିବିଏସ୍‌ଇ

ନୂଆଦିଲ୍ଲୀ: ଓଡ଼ିଆ ଭାଷା ଶିକ୍ଷା‌ ପ୍ରତି ସ୍କୁଲ ପିଲାଙ୍କ ମନରେ କିଭଳି ଆଗ୍ରହ ସୃଷ୍ଟି ନହେବ, ସେଥିପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ରୀତିମତ ଯୋଜନା ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ହୋଇଥିଲା ଯେ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାର ଓଡ଼ିଆ ବିଷୟ…

ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ କଥା ତାହା ହେଉଛି ବିକାଶ- ସୁଲତା ଦେଓ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ଐତିହାସିକ ବିଜୟ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ କଥା ତାହା ହେଉଛି ବିକାଶ । ୩୦ଟି ଯାକ ଜିଲ୍ଲା ପରିଷଦ ଆଗରୁ କୌଣସି ଦଳ ପାଇନାହିଁ ରାଜ୍ୟରେ । ଭାରତ ବର୍ଷରେ ଏହା ଗୋଟିଏ ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ। ସେ…

ଏଣିକି ଶିଖ୍‌ମାନେ ବିମାନ ବନ୍ଦରରେ ‘କୃପାଣ’ ଧାରଣ କରିପାରିବେ

ନୂଆଦିଲ୍ଲୀ: ଏଣିକି ଶିଖ୍‌ମାନେ ବିମାନ ବନ୍ଦରରେ ସେମାନଙ୍କ ଧାର୍ମିକ ଅସ୍ତ୍ର ‘କୃପାଣ’ ନେଇପାରିବେ। ବେସାମରିକ ବିମାନଚଳାଚଳ ସୁରକ୍ଷା କର୍ତ୍ତୃପକ୍ଷ ବିସିଏସ ପକ୍ଷରୁ ଶିଖ୍‌ ବେସାମକରିକ କ୍ଷେତ୍ରରେ କାର୍ଯ୍ୟରତ ଶିଖ୍‌ କର୍ମଚାରୀମାନଙ୍କୁ ଏହି ଧାର୍ମିକ ଅସ୍ତ୍ର ଧାରଣ ନେଇ ଅନୁମତି ପ୍ରଦାନ…

ପୋଲିସ ଜୁଲମରୁ ନାବାଳିକାଙ୍କ ଆତ୍ମହତ୍ୟା ଅଭିଯୋଗ

ଜଗତସିଂହପୁର: ପୋଲିସର ଜୁଲମରୁ ନାବାଳିକାଙ୍କ ଆତ୍ମହତ୍ୟା ଅଭିଯୋଗ । ଜଗତସିଂହପୁର ଜିଲ୍ଲା ପଲି ପଞ୍ଚାୟତ ହାବେଲିରେ ନାବାଳିକାଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ବର୍ବରତା ଓ ନିର୍ଯୟାତନା ପାଇଁ ନାବାଳିକା ଜଣକ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ, ଗତ ପଞ୍ଚାୟତ…

ଚାଇନାକୁ ଧମକ ଦେଲା ଆମେରିକା, କହିଲା ରୁଷକୁ ସହଯୋଗ କଲେ ଭୋଗିବ ପରିଣାମ

ୱାଶିଂଟନ: ଗୋଟିଏ ପଟେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ ଚାଇନାର ଏଣ୍ଟ୍ରୀ ସମସ୍ତଙ୍କୁ ଚକିତ କରିଛି। ରୁଷର ଯୁଦ୍ଧଖୋର ଆଚରଣକୁ ରୋକିବା ପାଇଁ ଆମେରିକା ସମେତ ପଶ୍ଚିମ ଦେଶଗୁଡ଼ିକ କଟକଣା ଲଗାଇଛନ୍ତି। ହେଲେ ଚାଇନା ସରକାର ରୁଷର ସହାୟତା କରିବାକୁ ଆଗେଇ ଆସିଥିବା ଖବର…