ଗାଡ଼ି ମଡ଼ାଇ ଦେବା ଘଟଣାର ପ୍ରତିବାଦରେ ସାରା ଓଡ଼ିଶାରେ ବିଜେପିର ସତ୍ୟାଗ୍ରହ

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେବା ଘଟଣାର ପ୍ରତିବାଦରେ ସାରା ଓଡ଼ିଶାରେ ଆଜି ସତ୍ୟାଗ୍ରହ କରୁଛି ବିଜେପି। ସବୁ ସହରାଞ୍ଚଳଠାରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ମୁଖ୍ୟାଳୟ ସାମ୍ନାରେ ହାତରେ ଦଳୀୟ ପତାକା, ପୋଷ୍ଟର ଓ ମୁହଁରେ କଳାପଟି ବାନ୍ଧି…

ରୋଗୀଙ୍କୁ ଡାକ୍ତରଙ୍କ ମାଡ଼ ଘଟଣାର ପ୍ରତିବାଦରେ ଧାରଣାରେ ବସିଲେ ରୋଗୀ ଓ ସମ୍ପର୍କୀୟ

କଳାହାଣ୍ଡି : କଳାହାଣ୍ଡି ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କୁ ଡାକ୍ତରଙ୍କ ମାଡ଼ ଘଟଣାରେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ଏନେଇ ରୋଗୀଙ୍କ ସଂପର୍କୀୟ ଓ ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣା ଦିଆଯାଇଛି । ଚିକିତ୍ସା ପାଇଁ…

ଅନ୍ତର୍ଜାତୀୟ ପାରା ବ୍ୟାଡ଼ମିଣ୍ଟନ: ପ୍ରମୋଦଙ୍କୁ ରୌପ୍ୟ, ଦୀପ ରଞ୍ଜନ ଜିତିଲେ ବ୍ରୋଞ୍ଜ

ଭୁବନେଶ୍ୱର,୧୪/୦୩: ପାରାଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ସ୍ପାନିଶ ପାରା ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌-୩ରେ ରୌପ୍ୟ ପଦକ ଜିତିଛନ୍ତି । ଫାଇନାଲ୍‌ରେ ପ୍ରମୋଦ ୯-୨୧, ୧୨-୨୧ଗେମ୍‌ରେ ଇଂଲଣ୍ଡର ଡାନିଏଲ୍‌ ବେଥେଲଙ୍କ ନିକଟରୁ ହାରି ସ୍ୱର୍ଣ୍ଣ…

ଟାଟା ସନ୍ସର ମୁଖ୍ୟ ହେଲେ ଏୟାର ଇଣ୍ଡିଆ ଚେୟାରମ୍ୟାନ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଚେୟାରମ୍ୟାନ ଭାବେ ନିଯୁକ୍ତି ପାଇଛନ୍ତି ଟାଟା ସନ୍ସର ମୁଖ୍ୟ ଏନ ଚନ୍ଦ୍ରଶେଖରନ। ପୂର୍ବରୁ ଏୟାର ଇଣ୍ଡିଆର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ପଦ ପାଇଁ ତୁର୍କୀ ଏୟାରଲାଇନ୍ସ ପରିଚାଳନା ବୋର୍ଡର ପୂର୍ବତନ ଚେୟାରମ୍ୟାନ୍ ଇଲକେର ଆଇସିଙ୍କ…

ସହାକରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ୮୪ ହଜାର ଜବତ

ଭୁବନେଶ୍ୱର: ଭୁବନେଶ୍ୱରରେ କାର୍ଯ୍ୟରତ ଥିବା ସହାକରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ କରିଛି । ସହାକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତାଙ୍କ ଘରୁ ନଗଦ ୮୪,୫୦୦ ଟଙ୍କା, କାର୍ ସହ ୩ଟି ଦାମୀ ବାଇକ୍ ଜବତ ହୋଇଛି । ଚଢ଼ାଉ ଏଯାବତ୍…

ରୁଷର ହମଲା: କେବଳ ମାରିୟୁପୋଲରେ ୨୫ଶହରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ସାଧାରଣ ଲୋକଙ୍କ ପାଇଁ କାଳ ସାଜିଛି। ରୁଷ ସେନା ୟୁକ୍ରେନର ବିଭିନ୍ନ ସହର ଉପରେ ବୋମା ଓ ରକେଟ ମାଡ଼ କରୁଥିବାରୁ ସଧାରଣ ଲୋକ ମୃତାହତ ହେଉଛନ୍ତି। ଏସବୁ ଭିତରେ ୟୁକ୍ରେନର ପୋର୍ଟ ସହର ମାରିୟୁପୋଲରେ ରୁଷ କରିଥିବା ହମଲାରେ ଏଯାଏ…

ମାର୍ଚ୍ଚ ୧୬ ଓ ୧୭ ରେ ୟେଲୋ ୱାର୍ଣ୍ଣି ଜାରି: ଆଇଏମ୍‌ଡି

ଆସନ୍ତା ୧୬ ତାରିଖରୁ ରାଜ୍ୟରେ ବଢିବ ତାତି । ବିଶେଷ କରି ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଅସହ୍ୟ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗ-ଆଇଏମଡି ଏଭଳି ପୂର୍ବାନୁମାନ କରିଛି । ୧୬ ଓ ୧୭ ଦୁଇ ଦିନ ପାଇଁ ବିଭିନ୍ନ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୬…

ଓଡ଼ିଶା ରାଜନୀତିରେ ବିଜେଡିର ନୂଆ ଇତିହାସ: ପ୍ରଣବ ପ୍ରକାଶ ଦାସ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାରୀ ସଶକ୍ତିକରଣ ମନ୍ତ୍ର ଓଡ଼ିଶା ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ବିଜେଡି ସମସ୍ତ ଜିଲ୍ଲା ପରିଷଦ ଗଠନ କରିଥିବାବେଳେ ସତୁରୀ ପ୍ରତିଶତ ଆସନରେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ନେତୃତ୍ବରେ ଦେବା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି…

ଇନଷ୍ଟାଗ୍ରାମ୍ ଉପରେ ପ୍ରତିବନ୍ଧକ ଲଗାଇଲା ଋଷ, କାଲିଠାରୁ ବ୍ୟବହାର ବନ୍ଦ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ୮୦ମିଲିୟନ ଲୋକ ବ୍ୟବହାର କରିପାରି‌ବେ ନାହିଁ ଇନଷ୍ଟାଗ୍ରାମ୍। ତେବେ ଭାରତରେ ନୁହେଁ ବରଂ ରୁଷରେ ଆସନ୍ତାକାଲିଠୁ ଇନଷ୍ଟାଗ୍ରାମ୍ ଉପରେ ପ୍ରତିବନ୍ଧକ ଲାଗିବ ବୋଲି ଜଣାପଡ଼ିଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୃତ୍ୟୁ ନେଇ କରାଯାଇଥିବା ପୋଷ୍ଟକୁ…

ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଦଳର ବିପର୍ଯ୍ୟୟ ସଂପର୍କରେ ଆଲୋଚନା ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ୫ଟି ରାଜ୍ୟର ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ଶେଚନୀୟ ପରାଜୟର ସମ୍ମୁଖୀନ ହେବା ପରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି (ରବିବାର) ଅପରାହ୍ନରେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) କାର୍ଯ୍ୟାଳୟରେ କଂଗ୍ରେସ କାର୍ଯ୍ୟକାରୀ…