ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡିରୁ ବହିସ୍କାର କରାଯାଉ- ସମ୍ବିତ ପାତ୍ର

ଭୁବନେଶ୍ୱର: ଗତକାଲି ଖୋର୍ଦ୍ଧା ବାଣପୁର ବ୍ଲକ୍ ପରିଷରରେ ଅମାନବୀୟ ଘଟଣା ଘଟାଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅଭିଯୋଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆଜି ଏକ…

ୟୁକ୍ରେନରେ ଏବେ ଜୀବନ୍ତ ଲୋକଙ୍କ ସ୍ବର ଶୁଭୁନି, ସବୁଆଡ଼ ମାଳମାଳ ଶବ

ନୂଆଦିଲ୍ଲୀ: ଦୋକାନ ବଜାର ବନ୍ଦ। ଗହଳଚଳହ ନାହିଁ। ଲୋକଙ୍କ କୋଳାହଳ ନାହିଁ କି କେଉଁଠି ଭିଡ଼ ନାହିଁ। ଘରେ ବାହାରେ, ସହର ବଜାର ସବୁଠି ଶୂନଶାନ୍। ନିରବ ମଣିଷ। କାଉ, କୋଇଲି ପଶୁ-ପକ୍ଷୀ କହାରି ସ୍ୱର ଶୁଭୁନି। ସବୁଠି ଭୟ ଏବଂ ଆତଙ୍କର ରାଜୁତି। ଯଦି କିଛି ଶୁଭୁଛି ସେ ହେଉଛି ଘନ ଘନ ବୋମା ମାଡ଼ର…

ବନ୍ଦ ହୋଇପାରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଗତ ୨୦୧୫ ମସିହାରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ରହିଛି । ୮ ବର୍ଷ ପରେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ଅଧ୍ୟାପକଙ୍କୁ ନିଯୁକ୍ତି କରା ନଯିବାରୁ ଏଭଳି ପରିସ୍ଥିତି ଦେଖିବାକୁ ପଡ଼ିଛି । ତେବେ…

ଏପ୍ରିଲ ୮ରୁ ରାଜ୍ୟ ଆଥ୍‌ଲେଟିକ୍‌ ମିଟ୍‌

କଟକ: ଓଡ଼ିଶା ଆଥ୍‌ଲେଟିକ୍ସ ଆସୋସିଏସନ୍‌ ଆନୁକୂଲ୍ୟରେ ଆସନ୍ତା ଏପ୍ରିଲ ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଆଥ୍‌ଲେଟିକ୍‌ ମିଟ୍‌ ଆୟୋଜିତ ହେବ । ଭୁବନେଶ୍ୱରର କିଟ୍‌ ଓ କିସ୍‌ ଷ୍ଟାଡିୟମ୍‌ ପରିସରରେ ପ୍ରତିଯୋଗିତା ଆୟୋଜନ କରାଯିବ । ୧୪ ବର୍ଷରୁ କମ୍‌ ସହିତ ୧୬, ୧୮, ୨୦ ଓ ୨୩ ବର୍ଷରୁ କମ୍‌…

ପ୍ରଶାନ୍ତ ଜଗଦ୍ଦେବେଙ୍କୁ ଦଳ ସେପ୍ଟେମ୍ବରରୁ ନିଲମ୍ବନ କରିଛି : ପିନାକୀ ମିଶ୍ର

ଭୁବନେଶ୍ୱର: ବାଣପୁରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ହିଂସା ଉପରେ ପୁରୀ ସାଂସଦ ପିନାକୀ ମିଶ୍ର ରଖିଛନ୍ତି ପ୍ରତିକ୍ରିୟା । ଗଣତନ୍ତ୍ରରେ ହିଂସା କେବେ ଗ୍ରହଣଯୋଗ୍ୟ ନୁହେଁ । ଯିଏ ମଧ୍ୟ ହିଂସାରେ ଲିପ୍ତ ତାହା ସର୍ବଦା ଭୁଲ । ସେହିପରି ପିନାକୀ କହିଛନ୍ତି, 'ପୂର୍ବରୁ ବିଧାୟକଙ୍କ…

ଚିଲିକା ବିଧାୟକଙ୍କ ଗାଡ଼ି ଚଢାଇଦେବା ଘଟଣା; ଆହତଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

ଭୁବନେଶ୍ବର: ବାଣପୁର ବ୍ଲକରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ଚଢାଇଦେବା ଘଟଣାରେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ। ରବିବାର ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ବରେ ରାଜ୍ୟ ସଭାପତି ସମୀର…

ୟୁକ୍ରେନ ସଙ୍କଟ: ଶରଣାର୍ଥୀଙ୍କୁ ନେଇ ଯାଉଥିବା ବସ୍‌ ଓଲଟିପଡ଼ିଲା

ନୂଆଦିଲ୍ଲୀ: ଦୁଃଖ ଯେବେ ଆସେ ସାଥିରେ ବନ୍ଧୁ ପରିଜନଙ୍କୁ ଆଣେ। ୟୁକ୍ରେନ୍‌ରେ ଯୁଦ୍ଧଗ୍ରସ୍ତ ଲୋକଙ୍କର ଦୁର୍ଦ୍ଦଶା ଏବେ ଠିକ୍‌ ସେମିତି ଦୟନୀୟ। ଶରଣାର୍ଥୀ ଭାବେ ୫୦ ଜଣ ୟୁକ୍ରେନୀୟ ନାଗରିକଙ୍କୁ ନେଇ ଏକ ବସ୍‌ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉତ୍ତର ଇଟାଲିରେ ବସ୍‌ଟି…

ଚିଟଫଣ୍ଡ ପ୍ରସଙ୍ଗରେ ପୁଣି ସିବିଆଇର ତନାଘନା

କଟକ : ଚିଟଫଣ୍ଡ ଠକେଇର ତଦନ୍ତ କରୁଥିବା ସିବିଆଇ ବେଶ କିଛିଦିନ ଥମି ଯାଇଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ଅନେକ ପ୍ରଶ୍ନ ଉଠୁଥିଲା । କିନ୍ତୁ ଏବେ ସିବିଆଇ ପୁଣି ଥରେ କଡ଼ ଲେଉଟାଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୂର୍ବତନ ଆଡ଼ଭୋକେଟ ଜେନେରାଲ ଅଶୋକ ମହାନ୍ତିଙ୍କୁ ସିବିଆଇ…

ଭୁବନେଶ୍ୱରରେ ଜରୁରୀକାଳୀନ ଅବତରଣ କଲା ବିମାନ, ଯାତ୍ରୀ ମୃତ

ଭୁବନେଶ୍ୱର: ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅସୁସ୍ଥ ହୋଇଯିବା କାରଣରୁ ଭୁବନେଶ୍ୱର ବିମାନ ବନ୍ଦରରେ ଏୟାର ଏସିଆ ବିମାନର ଜରୁରୀକାଳୀନ ଅବତରଣ କରିଛି । ବେଙ୍ଗାଲୁରୁରୁ କିଛି ଯାତ୍ରୀ ଙ୍କୁ କୋଲକାତା ଯାଉଥିବା ସମୟରେ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା । ଏହାପରେ…

ରାଜଧାନୀରେ ନିର୍ବାଚନୀ ହିଂସା ଘଟଣା, ୧୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ବର: ରାଜଧାନୀରେ ପ୍ରଥମ ନିର୍ବାଚନୀ ହିଂସା ଘଟଣା । ଆକ୍ସନ ମୋଡରେ କମିଶନରେଟ ପୋଲିସ । ଲକ୍ଷ୍ମୀସାଗର ଥାନା ପୋଲିସ ଦ୍ବାରା ୧୨ ଅଭିଯୁକ୍ତ ଗିରଫ । ଖବର ଅନୁଯାୟୀ, ଗତ ଶୁକ୍ରବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ଗୋଷ୍ଠୀ ସଂଘର୍ଷରେ ଉଭୟ ଗୋଷ୍ଠୀର ୬ ଜଣ ଆହତ…