Sign in
Sign in
Recover your password.
A password will be e-mailed to you.
ଭୀମସାରରୁ ଚୋରି ନବଜାତ ଶିଶୁପୁତ୍ର ଉଦ୍ଧାର
ଭୁବନେଶ୍ବର : ଶେଷରେ ଅପେକ୍ଷାର ଘଟିଲା ଅନ୍ତ। ୪୮ ଘଣ୍ଟା ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲା ଭୀମସାର ମେଡିକାଲ ପରିସରରୁ ଚୋରି ହୋଇଥିବା ଶିଶୁପୁତ୍ର। ଶିଶୁର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ ଅଧିକ ଚିକିତ୍ସା ପାଇଁ ତାକୁ ୭୨ ଘଣ୍ଟା ଅବଜରଭେସନରେ ରଖାଯିବ ବୋଲି ଡାକ୍ତର କହିଛନ୍ତି। ଏଥିପାଇଁ!-->…
ନିର୍ଦ୍ଦେଶ ନିୟନ୍ତ୍ରଣ ଓ ଅଭିଜ୍ଞତା କେନ୍ଦ୍ର ଲୋକାର୍ପିତ
ଭୁବନେଶ୍ବର: ରାଜ୍ୟରେ କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଯୋଗ୍ୟ ଚାଷୀ ଯେଭଳି ନିଜର ପ୍ରାପ୍ୟ ପାଇବାରୁ ବଞ୍ଚିତ ନହୁଅନ୍ତି, ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଧାନ ସଂଗ୍ରହ ସମୟରେ କୌଣସି ଅନିୟମିତତାର ଅଭିଯୋଗ ଆସିଲେ, ଏହା ଉପରେ ତ୍ୱରିତ!-->…
ନୂଆବର୍ଷ ପୂର୍ବରୁ ପି.ଏମ୍ ଆବାସର ନୂଆ ସର୍ଭେ: ସର୍ତ୍ତାବଳୀ କୋହଳ, ସବୁ ଯୋଗ୍ୟ ପରିବାରକୁ ମିଳିବ ଘର
ଭୁବନେଶ୍ବର: ଆସନ୍ତା ଡିସେମ୍ବର ୧୫ ତାରିଖ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍ ଆବାସ-ଗ୍ରାମୀଣ)ର ନୂଆ ସର୍ଭେ ଆରମ୍ଭ ହେବ। ସବୁ ଯୋଗ୍ୟ ପରିବାରକୁ ମିଳିବ ଘର। ନିଜକୁ ଯୋଗ୍ୟ ମନେ କରୁଥିବା ସମସ୍ତ ପରିବାର ସର୍ଭେ ସମୟରେ ନିଜେ ତାଲିକାଭୁକ୍ତ ହୋଇପାରିବେ। ପ୍ରତ୍ୟେକ ଗାଁରେ ସର୍ଭେ ପାଇଁ!-->…
ସାଇବର ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚ
କଟକ: ଡିଜିଟାଲ ଗିରଫ ମାମଲାରେ ଓଡ଼ିଶାର ପ୍ରଥମ ଗିରଫଦାରୀ ହୋଇଛି । ତେଲେଙ୍ଗାନାରୁ ଜଣେ ସାଇବର ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ନାଁ ଅବଦୁଲ ସଲିମ । ନିଜକୁ ମୁମ୍ବାଇ ସାଇବର କ୍ରାଇମ ଅଧିକାରୀ ପରିଚୟ ଦେଇଥିଲା । ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କୁ ଡିଜିଟାଲ ଆରେଷ୍ଟ!-->…
ଓଡ଼ିଶାରେ କରମୁକ୍ତ ହେଲା ‘ସାବରମତି ରିପୋର୍ଟ’ ଚଳଚ୍ଚିତ୍ର
ଭୁବନେଶ୍ୱର: ଓଡ଼ିଶାରେ ‘ସାବରମତି ରିପୋର୍ଟ’ ଚଳଚ୍ଚିତ୍ରକୁ କରମୁକ୍ତ କରାଯାଇଛି। ଏ ସଂକ୍ରାନ୍ତରେ ଆଜି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଓଡ଼ିଶାରେ ‘ସାବରମତି ରିପୋର୍ଟ’କୁ କରମୁକ୍ତ କରାଯିବା ନେଇ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ବିଭରଗ ପକ୍ଷରୁ ବିଜ୍ଞପ୍ତି!-->…
ଅସ୍ତ୍ରବିରତି ଲାଗୁ ପରେ ସୀମାରୁ ହଟିଲା ହିଜବୁଲ୍ଲା
ନୂଆଦିଲ୍ଲୀ : ବୁଧବାର ସକାଳେ ଇସ୍ରାଏଲ୍ ଓ ଲେବାନନର ମିଲିଟାଣ୍ଟ୍ ସମୁହ ହିଜବୁଲ୍ଲା ମଧ୍ୟରେ ଅସ୍ତ୍ରବିରତି ହୋଇସାରିଛି । ଏହି ଅସ୍ତ୍ରବିରତି ମାତ୍ର ୬୦ ଦିନ ପାଇଁ ହୋଇଛି । ଏହି ସମୟ ମଧ୍ୟରେ ଉଭୟ ପକ୍ଷ ନିଜ ତରଫରୁ ଶାନ୍ତିର ସହ ସମାଧାନ ପାଇଁ ଚେଷ୍ଟା କରିବେ । ଗତ ବର୍ଷ ୭ ଅକ୍ଟୋବରରେ!-->…
ରାଜଧାନୀରେ ଭୟଙ୍କର ବିସ୍ଫୋରଣ, PVR ସିନେମା ନିକଟରେ ବ୍ଲାଷ୍ଟ
ନୂଆଦିଲ୍ଲୀ : ରାଜଧାନୀରେ ହେଲା ଭୟଙ୍କର ବିସ୍ଫୋରଣ। ଦିଲ୍ଲୀର ପ୍ରଶାନ୍ତ ବିହାର ସ୍ଥିତ ପିଭିଆର୍ ସିନେମା ହଲ୍ ନିକଟରେ ଜୋରଦାର ବ୍ଲାଷ୍ଟ ହୋଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।ସୂଚନା ମୁତାବବ, ପିଭିଆର୍ ନିକଟରେ ଥିବା ବଂଶୀ ସୁଇଟ୍ସ୍ ନିକଟରେ!-->…
ମହାରାଷ୍ଟ୍ର ବିପର୍ଯ୍ୟୟ ପାଇଁ କଂଗ୍ରେସକୁ ଦାୟୀ କଲା ଟିମ ଠାକରେ
ନୂଆଦିଲ୍ଲୀ : ମହାରାଷ୍ଟ୍ରରେ କଂଗ୍ରେସର ଅଧିକ ଆତ୍ମବିଶ୍ୱାସ ଓ ସିଟ ଶେୟାରିଂ ବେଳେ କଂଗ୍ରେସର ଆଭିମୁଖ୍ୟ ନିର୍ବାଚନରେ ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ିକୁ କ୍ଷତି ପହଞ୍ଚାଇଛି। କିଛି ଏଭଳି ଢଙ୍ଗରେ ମତ ରଖି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଏମଭିଏର ନୈରାଶ୍ୟଜନକ!-->…
ମୁଖ୍ୟମନ୍ତ୍ରୀ ପଦ ସହ ଅଧା କ୍ୟାବିନେଟ ନିଜ ପାଖରେ ରଖିବ ବିଜେପି
ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଖୁବଶୀଘ୍ର ସରକାର ଗଠନ ପ୍ରକ୍ରିୟା ଶେଷ କରିବ। ଆଜି ରାତି କିମ୍ବା ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା କରାଯିବ। ଏନେଇ ମହାୟୁତିରେ ଥିବା ବିଜେପି, ଶିବସେନା ଓ ଏନସିପିର ନେତୃବୃନ୍ଦ ଦିଲ୍ଲୀରେ ଡେରା ପକାଇଛନ୍ତି। ସେଠାରେ ସେମାନେ!-->…
ଆଗାମୀ ୩ ମାସ ହେବ ହାଡଭଙ୍ଗା ଶୀତ!
ନୂଆଦିଲ୍ଲୀ : ନଭେମ୍ବର ମାସ ଶେଷ ହେବାକୁ ଅଳ୍ପ ଦିନ ବାକି ରହିଛି । ଉତ୍ତର ଭାରତରେ ଧୀରେ ଧୀରେ ଶୀତ ବଢିବାରେ ଲାଗିଛି । ପର୍ବତ ଉପରେ ତୁଷାରପାତ ଆରମ୍ଭ ହୋଇଛି। ଅନେକ ରାଜ୍ୟରେ ଆଗକୁ ପ୍ରବଳରୁ ଅତି ପ୍ରବଳ କୁହୁଡିର ସମ୍ଭାବନା ରହିଛି । ମାତ୍ର ଡିସେମ୍ବର ଚଳିତ ବର୍ଷର ସବୁଠାରୁ ଶୀତ ମାସ!-->…