Sign in
Sign in
Recover your password.
A password will be e-mailed to you.
ଜାମା ମସଜିଦ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ଉତ୍ତରପ୍ରଦେଶ ସମ୍ଭଲ ଜାମା ମସଜିଦ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ। ଶାହି ଇଦଗାହ ମସଜିଦରେ ସର୍ଭେକୁ ବିରୋଧ କରି ହୋଇଥିବା ଆନ୍ଦୋଳନରେ ପାଞ୍ଚ ଜଣଙ୍କ ମୃତ୍ୟୁ ପରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ। ମସଜିଦର ଶାହି ଇଦଗାହ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ତ ନ ହେବା!-->…
ବୋମା ବିସ୍ଫୋରଣ: ଜଣେ ବନ କର୍ମଚାରୀ ଆହତ, ଅଳ୍ପକେ ବର୍ତ୍ତିଲେ ଦୁଇ ପ୍ଲାଟୁନ ପୋଲିସ
ବୌଦ୍ଧ: ମାଓ ପ୍ରବଣ ଅଞ୍ଚଳରୁ ଗଞ୍ଜେଇ କାଟି ଫେରୁଥିବା ବେଳେ ବୋମା ବିସ୍ଫୋରଣ। ଦୁର୍ବୃତ୍ତଙ୍କ ବୋମା ବିସ୍ଫୋରଣରେ ଜଣେ ବନ କର୍ମଚାରୀ ଆହତ। ଅଳ୍ପକେ ବର୍ତ୍ତିଲେ ବୌଦ୍ଧ ଥାନା ଅଧିକାରୀ ସମେତ ଦୁଇ ପ୍ଲାଟୁନ ପୋଲିସ ଓ ବନ କର୍ମଚାରୀ । ବୌଦ୍ଧ ଆଦର୍ଶ ଥାନା ବଘିଆପଡ଼ା ଫାଣ୍ଡି ଗୁରୁଜୀମୁଣ୍ଡା!-->…
ଆଳୁ ସଙ୍କଟ: ୩ମାସ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରୁ ରପ୍ତାନୀ ଉପରେ କଟକଣା
ଓଡ଼ିଶାର ପିଛା ଛାଡୁନି ଆଳୁ ସଙ୍କଟ । ବଢିଲା ଦର । ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବା ପରେ ଏଭଳି ସ୍ଥିତି ଉପୁଜିଛି। ଓଡ଼ିଶାକୁ ଆସୁଥିବା ଶତାଧିକ ଆଳୁଟ୍ରକ ଲକ୍ଷ୍ମଣାନନ୍ଦ ଟୋଲ ଗେଟ୍ ନିକଟ ବେଲଦାଠାରୁ ଫେରିଯାଇଛି । ବେଶ କିଛି ଦିନ ପରେ ଆଳୁ ଦର ବୃଦ୍ଧି ପାଇଥିବା ବେଳେ ଆଳୁ ସଙ୍କଟ!-->…
ତାମିଲନାଡୁରେ ବାତ୍ୟା, ଓଡ଼ିଶାରେ ପ୍ରଭାବ
ଭୁବନେଶ୍ୱର: ତାମିଲନାଡୁରେ ବାତ୍ୟା ଭୁବନେଶ୍ବରର କିଛି ସ୍ଥାନରେ ହାଲୁକା ବର୍ଷା l ଆଜି ବାତ୍ୟାରେ ପରିଣତ ହୋଇପାରେ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ। ବାତ୍ୟା ପ୍ରଭାବରେ ଆଜି ସକାଳୁ ଓଡ଼ିଶାର କିଛି ଜିଲ୍ଲାରେ ଆକାଶ ମେଘାଛନ୍ନ ରହିବା ସହ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି l!-->…
ଅଶ୍ଳୀଳ ଭିଡିଓ ମାମଲା; ରାଜ କୁନ୍ଦ୍ରାଙ୍କ ଘର ଓ ଅଫିସରେ ED ଚଢାଉ
ବ୍ୟବସାୟୀ ତଥା ଅଭିନେତା ରାଜ କୁନ୍ଦ୍ରାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳ (ED)ର ଚଢାଉ। ଆଜି କୁନ୍ଦ୍ରାଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଚଢାଉ କରିଛି ଇଡି। ମୋବାଇଲ ଆପ୍ ଜରିଆରେ ଅଶ୍ଳୀଳ କଣ୍ଟେଣ୍ଟ ତିଆରି ଏବଂ ବିତରଣ କରିବା ମାମଲାରେ ଏହି ଚଢାଉ ହୋଇଛି।
ସୂଚନା ଅନୁସାରେ, ଇଡି!-->!-->!-->…
୬ ମାସରେ ଗଲାଣି ୪୮ ହାତୀଙ୍କ ଜୀବନ
ଭୁବନେଶ୍ବର: ଓଡିଶା ମାଟିରେ ଏବେ ମୋଟ ୨୧୦୩ ଟି ହାତୀ ବିଚରଣ କରୁଛନ୍ତି । ଶୀତଦିନିଆ ହାତୀଗଣନା ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଯାହାକି ଗତ ମେ’ ମାସ ଗଣନା ଅନୁଯାୟୀ ୫ ଅଧିକ । ଅର୍ଥାତ୍ ଏହି ୬ ମାସ ଭିତରେ ହାତୀ ସଂଖ୍ୟ ୫ କୁ ବୃଦ୍ଧି ପାଇଛି । ହେଲେ ବିଡମ୍ବନାର ବିଷୟ ଏହି ୬!-->…
ମନ୍ଦିର ଯାଉଥିବାରୁ ମିଳିଲା ଶାସ୍ତି; ବାଂଲାଦେଶରେ ଉଠବସ୍ ହେଲେ ହିନ୍ଦୁ ଯୁବକ
ହିନ୍ଦୁ ସମ୍ପ୍ରଦାୟ ଲୋକଙ୍କ ନିମନ୍ତେ ନର୍କ ପାଲଟିଗଲାଣି ବାଂଲାଦେଶ । ସେଠାରେ ସଂଖ୍ୟାଲଘୁମାନେ ସୁରକ୍ଷିତ ନ ଥିବା ବେଳେ ବାରମ୍ବାର ସେମାନଙ୍କ ଉପରକୁ ଆକ୍ରମଣ ହେଉଛି। ଏପରିକି ସେମାନଙ୍କ ବ୍ୟକ୍ତିଗତ ଅଧିକାରରେ ବାଧା ସୃଷ୍ଟି କରାଯାଉଛି। ଏପରି ଏକ ଘଟଣାର ଭିଡିଓ ଏବେ ଭାଇରାଲ ହେଉଛି।
!-->!-->!-->…
ରାଜଧାନୀର ରାସ୍ତାକଡ଼ରୁ ମିଳିଲା ନବଜାତ ଶିଶୁକନ୍ୟା
ଭୁବନେଶ୍ବର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ଭୁବନେଶ୍ବରରେ ଦେଖିବାକୁ ମିଳିଲା ଏଭଳି ଅଭାବନୀୟ ଘଟଣା । ମହାରାଜା ସିନେମା ହଲ ନିକଟ ରାସ୍ତା କଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି ।!-->…
ଡିଜିପି ସମ୍ମିଳନୀ ପାଇଁ ଟ୍ରାଫିକ କଟକଣା; ମୋ ବସ ଚଳାଚଳ ବାଧାପ୍ରାପ୍ତ
ଭୁବନେଶ୍ବର: ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ଆଇଜି-ଡିଜିପି ସମ୍ମିଳନୀ । ଯେଉଁଥିରେ ଦେଶର ସମସ୍ତ ଆଇଜି ଏବଂ ଡିଜିପି ଯୋଗ ଦେବେ । ଏଥିପାଇଁ ରାଜଧାନୀରେ ଭିଭିଆଇପିଙ୍କ ଭିଡ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ!-->…
ଶାହଙ୍କ ଘରେ ମାରାଥନ୍ ବୈଠକ ପରେ ଫେରିଲେ ସିନ୍ଦେ
ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଖୁବଶୀଘ୍ର ସରକାର ଗଠନ ପ୍ରକ୍ରିୟା ଶେଷ କରିବ। ତେବେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେ ନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା ହୋଇନି।
ଏହି ସସ୍ପେନ୍ସ ଉପରୁ ପରଦା ହଟାଇବାକୁ ଗତକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଦୁଇ!-->!-->!-->…