ଦେଶରେ ମଡେଲ ହେବ ଓଡିଶା ଅଗ୍ନିଶମ ବିଭାଗ

ଭୁବନେଶ୍ବର: ଏଣିକି ଅଗ୍ନିଶମ ବିଭାଗରେ ମହିଳାଙ୍କୁ ମିଳିବ ନିଯୁକ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି ସବୁଜ ସଙ୍କେତ। ଅଗ୍ନିଶମ ବିଭାଗରେ ଫାୟାରମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଓୟୁଏଟି ସମ୍ମିଳନୀ କକ୍ଷରେ ଆୟୋଜିତ…

ଥାନା ତୋଟା ସାହିସରକାରୀ ପ୍ରାଥମିକ ବିଦ୍ୟାଳୟ ହିଞ୍ଜିଳିକାଟୁରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ ୨୮/୧୧ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଥାନା ତୋଟା ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ହିଞ୍ଜିଳିକାଟୁ ଠାରେ ଛାତ୍ରଛାତ୍ରୀମାନଙ୍କ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି । ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗିତାରାଣି ମହାରଣା…

ଫୁଲବାଣୀକୁ ରେଳ ପଥ ସଂଯୋଗ ଦାବିରେ ଆସନ୍ତା ୨ରେ ଗଣଧାରଣା

ଫୁଲବାଣୀ : ମିଳିତ ନାଗରିକ କମିଟି ପକ୍ଷରୁ ସ୍ଥାନୀୟ ବନାନୀ କଳା ସଙ୍ଗମ ଠାରେ ସଭାପତି ଡ଼ଃ ଅରୂପଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ଅଶୋକ ପରିଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ସମାଜସେବୀ କମଳା କାନ୍ତ ପାଣ୍ଡେ,, ଆଇନଜୀବୀ ବିଜୟ ପଟ୍ଟନାୟକ , ସତ୍ୟ ପ୍ରିୟ ମହାନ୍ତି,…

ରବି ବରାଳଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦ ୮ ନମ୍ବର ୱାର୍ଡର ନାରାୟଣୀ ସାହି ର ରବି ବରାଳଙ୍କ ଘରେ ରନ୍ଧନ ଗ୍ୟାସ ପାଇପ ଲିକ ହୋଇ ନିଆଁ ଲାଗି ଯିବାରୁ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି l ସେଥିରେ ଗୋଟେ ବାଇକ, ଫ୍ରିଜ୍, ଟିଭି ଲୁଗାପଟା ଓ ଟଙ୍କା ପଇସା…

ପିସ୍ତଲ ଓ ଜୀବନ୍ତ ଗୁଳି ସମେତ,ଦକ୍ଷୀଣାଂଚଳ ଡିଆଜିଙ୍କ ନିକଟରେ ଆତ୍ମସର୍ମପଣ କଲେ କ୍ୟାଡର ମାଓବାଦୀ

ଦାସରୁର ଦେହରକ୍ଷୀ ଭାବରେ କରିଥିଲା କାର୍ଯ୍ୟ ଫୁଲବାଣୀ,୨୮ା୧୧: କନ୍ଧମାଲ ଜିଲ୍ଲାରେ କାର୍ଯ୍ୟରତ ଥିବା କେକେବିଏନ ଡିଭିଜନର (ରାଉଳ ଏରିଆ କମିଟିର) ସଦସ୍ୟ ବିଜା ମାଡଭି ଓରଫ ଟିକେଶ ଦକ୍ଷୀଣାଂଚଳ ଡିଆଇଜି ସାର୍ଥକ ଷଢଙ୍ଗୀଙ୍କ ନିକଟରେ ଆତ୍ମ ସମର୍ପପଣ କରିଛି । ଏହି ସମୟରେ ସେ ତା ନିକଟରେ…

ମାଲ୍ୟବନ୍ତ ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ…

ମାଲକାନଗିରି :,୨୮/୧୧/୨୪:ମାଲ୍ୟବନ୍ତ ମହୋତ୍ସବ -୨୦୨୪ ଉଦଘାଟନୀ ଉତ୍ସବରେ ଯୋଗ ଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବରେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିବା ନିମନ୍ତେ ସମ୍ମତି ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଆଶିଷ ଈଶ୍ୱର…

କଟକ ସହରରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ହାଇକୋର୍ଟ

କଟକ : ରୁପାର ସହର କଟକରେ ଦିନକୁ ଦିନ ବଢ଼ି ଚାଲିଛି ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବ। ଯେଉଁଥିପାଇଁ ଡେଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି। କଟକ ସହରରେ ବଢ଼ିଥିବା ମଶାଙ୍କ ପ୍ରାଦୁର୍ଭାବକୁ ନେଇ ଆଜି ଆଜି ଉଦ୍‌ବେଗ ପ୍ରକାଶ କରିଛନ୍ତି ଓଡିଶା ହାଇକୋର୍ଟ।କଟକ ସହରରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବକୁ…

ପୁଣି ଆଳୁ ଅଟକାଇଲେ ମମତା, ବିଜେଡି-ବିଜେପି ଦୋଷ ଲଦାଲଦି

ଭୁବନେଶ୍ୱର: ପୁଣି ଆଳୁ ଗେମ୍ ଖେଳିଲେ ମମତା। ଗତକାଲିଠୁ ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି। ବର୍ଡର ଡେଇଁ ଆଳୁ ଯେପରି ଓଡ଼ିଶାକୁ ନଯାଏ, ସେଥିପାଇଁ ଦିଦିଙ୍କ ନିର୍ଦ୍ଦେଶରେ ଚାଲିଛି କଡ଼ା ପାଟ୍ରୋଲିଂ। ରାଜ୍ୟକୁ ଆଳୁ ଟ୍ରକ୍ ଆସିବା କମିବାରୁ ଦର ବି ଉପରମୁହାଁ ହେଲାଣି। ଯାହାକୁ ନେଇ ଚିନ୍ତାରେ…

ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରାଜଧାନୀ

ଭୁବନେଶ୍ୱର: ରାଜଧାନୀରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ୩ ଦିନିଆ ପୁଲିସ ଡିଜି ଏବଂ ଆଇଜି ସମ୍ମିଳନୀରେ ପରିପ୍ରେକ୍ଷୀରେ ସହରକୁ ତ୍ରୀସ୍ତରୀୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବା ଆରମ୍ଭ ହୋଇଛି। ସହରର ଗଳିକନ୍ଦିରେ ୭୦ ପ୍ଲାଟୁନ ପୁଲିସ ମୁତୟନ କରାଯିବା ସହ ଟ୍ରାଫିକ ବ୍ୟବସ୍ଥାକୁ…