Sign in
Sign in
Recover your password.
A password will be e-mailed to you.
ଶେଷ ଘଣ୍ଟାରେ ପଡ଼ିଛି ୭୬ ଲକ୍ଷ ଭୋଟ! ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ
ମହାରାଷ୍ଟ୍ର ବିଧାନସଭା ନିର୍ବାଚରେ ମିଳିଥିବା ଶୋଚନୀୟ ପରାଜୟକୁ ଏପର୍ଯ୍ୟନ୍ତ ସହଜରେ ଗ୍ରହଣ କରିପାରୁନି କଂଗ୍ରେସ। ଦଳ ଏବେ ନିର୍ବାଚନ କମିଶନଙ୍କ ନିକଟରେ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛି। ଭୋଟ ଗ୍ରହଣ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ନେଇ କଂଗ୍ରେସ!-->…
ବିଚ୍ ବଜାରରେ ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
ବାଲେଶ୍ୱର: ବିଚ୍ ବଜାରରେ ଜଣେ ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ହୋଟେଲ ମାଲିକ ଜଣକ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ହୋଟେଲ ମାଲିକ ଜଣକ ହେଲେ ସଞ୍ଜୀବ କୁମାର ମହାପାତ୍ର ।
!-->!-->!-->…
ଓଲଟି ପଡ଼ିଲା ବସ୍; ୧୦ ଯାତ୍ରୀ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ
ମହାରାଷ୍ଟ୍ରରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ବସ୍ ଓଲଟି ପଡ଼ିବାରୁ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇ ଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଏକ ସରକାରୀ ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ଏହି ସମୟରେ ଗୋନ୍ଦିଆ ଜିଲ୍ଲୀ ବିନ୍ଦ୍ରବାନ!-->!-->!-->…
କାରରୁ ୮୮ କେଜି ରୂପା ଇଟା ସହ ନଗଦ ୫ ଲକ୍ଷ ଟଙ୍କା ଜବତ
ବ୍ରହ୍ମପୁର : ଚାରା ଚାଲାଣ ବେଳେ ଜବତ ହେଲେ ବିପୁଳ ପରିମାଣର ରୂପା ଇଟା ସହ ନଗଦ ଟଙ୍କା । ବ୍ରହ୍ମପୁରରୁ କୋଲକତା ଅଭିମୁଖେ ଯାଉଥିବାବେଳେ ବାଟରେ ମାଡି ବସିଲା ବ୍ରହ୍ମପୁର ପୋଲିସ । ଘଟଣାର ଖୋଳତାଡ ଆରମ୍ଭ କରିଛି ପୋଲିସ ।
ଖବର ମୁତାବକ, ଖଲ୍ଲିକୋଟ ଥାନା ଗୁରାପଲ୍ଲୀ ଟୋଲପ୍ଲାଜା ନିକଟରେ!-->!-->!-->…
ମହାରାଷ୍ଟ୍ରରେ ଟ୍ୱିଷ୍ଟ୍; ସରକାର ଗଠନ ପୂର୍ବରୁ ଗାଁକୁ ପଳେଇଲେ ସିନ୍ଦେ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ମହାବିଜୟ ପରେ ସରକାର ଗଠନ ନେଇ ଲାଗି ରହିଛି ଅନିଶ୍ଚିତତା। ଏହାରି ମଧ୍ୟରେ ଆଉ ଏକ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ମନ୍ତ୍ରୀପଦ ବଣ୍ଟନ ନେଇ ଆଜି ମହାୟୁତି ମହାମେଣ୍ଟର ଜରୁରୀ ବୈଠକ ବସିବାର ଥିଲା, ମାତ୍ର ଏହା ପୂର୍ବରୁ ଗାଁକୁ ପଳାଇଛନ୍ତି ଏକନାଥ!-->…
ନିଜର ସନ୍ତାନ ନଥିବାରୁ ଅନ୍ୟର ଶିଶୁକୁ ଚୋରି କରିଥିଲେ ମହିଳା
ସମ୍ବଲପୁର: ବୁର୍ଲା ଭୀମସାରରୁ ଶିଶୁ ଚୋରି ଘଟଣାର ଖୁଲାସା l ବିକ୍ରି ପାଇଁ ନୁହେଁ ବରଂ ଲାଳନପାଳନ ପାଇଁ ଶିଶୁଟିକୁ ଚୋରି କରିଥିଲେ ମହିଳା ଜଣଙ୍କ l ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍ପି ହରେଶ ଚନ୍ଦ୍ର ପାଣ୍ଡେ l ମହିଳାଙ୍କ ସନ୍ତାନ ନଥିବାରୁ ସେ ମାନସିକ ନିର୍ଯାତନାର ଶିକାର ହେଉଥିଲେ!-->…
ଆରମ୍ଭ ହେଲା ଡିଜିପି ସମ୍ମିଳନୀ, ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ
ଭୁବନେଶ୍ବର: ଭୁବନେଶ୍ବରରେ ଆରମ୍ଭ ହେଲା ଡିଜିପି ସମ୍ମିଳନୀ । ଲୋକସେବା ଭବନରେ ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଏହି ଅବସରରେ ଉପସ୍ଥିତ ଅଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ତାଙ୍କ ସହ ଯୋଗ ଦେଇଛନ୍ତି ସମଗ୍ର ଦେଶର ଡିଜିପି ଓ ଆଇଜିପି!-->…
ଜାମା ମସଜିଦ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ଉତ୍ତରପ୍ରଦେଶ ସମ୍ଭଲ ଜାମା ମସଜିଦ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ। ଶାହି ଇଦଗାହ ମସଜିଦରେ ସର୍ଭେକୁ ବିରୋଧ କରି ହୋଇଥିବା ଆନ୍ଦୋଳନରେ ପାଞ୍ଚ ଜଣଙ୍କ ମୃତ୍ୟୁ ପରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ। ମସଜିଦର ଶାହି ଇଦଗାହ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ତ ନ ହେବା!-->…
ବୋମା ବିସ୍ଫୋରଣ: ଜଣେ ବନ କର୍ମଚାରୀ ଆହତ, ଅଳ୍ପକେ ବର୍ତ୍ତିଲେ ଦୁଇ ପ୍ଲାଟୁନ ପୋଲିସ
ବୌଦ୍ଧ: ମାଓ ପ୍ରବଣ ଅଞ୍ଚଳରୁ ଗଞ୍ଜେଇ କାଟି ଫେରୁଥିବା ବେଳେ ବୋମା ବିସ୍ଫୋରଣ। ଦୁର୍ବୃତ୍ତଙ୍କ ବୋମା ବିସ୍ଫୋରଣରେ ଜଣେ ବନ କର୍ମଚାରୀ ଆହତ। ଅଳ୍ପକେ ବର୍ତ୍ତିଲେ ବୌଦ୍ଧ ଥାନା ଅଧିକାରୀ ସମେତ ଦୁଇ ପ୍ଲାଟୁନ ପୋଲିସ ଓ ବନ କର୍ମଚାରୀ । ବୌଦ୍ଧ ଆଦର୍ଶ ଥାନା ବଘିଆପଡ଼ା ଫାଣ୍ଡି ଗୁରୁଜୀମୁଣ୍ଡା!-->…
ଆଳୁ ସଙ୍କଟ: ୩ମାସ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରୁ ରପ୍ତାନୀ ଉପରେ କଟକଣା
ଓଡ଼ିଶାର ପିଛା ଛାଡୁନି ଆଳୁ ସଙ୍କଟ । ବଢିଲା ଦର । ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବା ପରେ ଏଭଳି ସ୍ଥିତି ଉପୁଜିଛି। ଓଡ଼ିଶାକୁ ଆସୁଥିବା ଶତାଧିକ ଆଳୁଟ୍ରକ ଲକ୍ଷ୍ମଣାନନ୍ଦ ଟୋଲ ଗେଟ୍ ନିକଟ ବେଲଦାଠାରୁ ଫେରିଯାଇଛି । ବେଶ କିଛି ଦିନ ପରେ ଆଳୁ ଦର ବୃଦ୍ଧି ପାଇଥିବା ବେଳେ ଆଳୁ ସଙ୍କଟ!-->…