Sign in
Sign in
Recover your password.
A password will be e-mailed to you.
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନା
ମାଲକାନଗିରି : ଚଳିତ ବର୍ଷ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା -୨୦୨୨ରେ ମାଲକାନଗିରି ଜିଲ୍ଲାରୁ ଛଅ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଥିବା ସମସ୍ତ କୃତୀ ପ୍ରାର୍ଥୀଙ୍କୁ ଜିଲ୍ଲାପାଳ ଆଶିଷ!-->…
ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଚୋରାଚାଲାଣ, ବାଲି ବୋଝେଇ ଟ୍ରାକ୍ଟର ଜବତ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀରୁ ବେଆଇନ ଭାବେ ପ୍ରତ୍ୟହ ଶହ ଶହ ହାଇୱା, ଟିପ୍ପର ଓ ଟ୍ରାକ୍ଟର ବାଲି ଚୋରାଚାଲାଣ ହେଉଥିବା ନଜିର ରହିଛି । ବାଲି ମାଫିଆ ମାନେ ପ୍ରଶାସନର ଆଖିରେ ଧୂଳିଛାଟି ପ୍ରତ୍ୟହ ରାତିରେ ଶହ ଶହ ହାଇୱା, ଟିପ୍ପର ଓ ଟ୍ରାକ୍ଟର ବାଲି ଚୋରାଚାଲାଣ କରୁଥିବା!-->…
ବାଣ ଫୁଟାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ
୨ ଗୁରୁତର, ୩ ଗିରଫ, ଆକ୍ରମଣରେ ବ୍ୟବହୃତ କାତି ଜବତହିଞ୍ଜିଳିକାଟୁ : ଦୀପାବଳିରେ ବାଣ ଫୁଟାଇବାକୁ କେନ୍ଦ୍ର କରି ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏଭଳି ଏକ ଘଟଣା ଗୁରୁବାର ହିଞ୍ଜିଳି ଥାନା ଲକ୍ଷ୍ମୀପୁର ଗ୍ରାମରେ ଦେଖିବାକୁ ମିଳିଛି । ଗୋଷ୍ଠୀ ସଂଘର୍ଷରେ ଉଭୟ ଗୋଷ୍ଠୀର ୬ଜଣ!-->…
ହିଞ୍ଜିଳିକାଟୁରେ ବିଜେଡିର ଦଳୀୟ ପତକା ଚିରା ଅଭିଯୋଗ, ବିରୋଧୀ କରିଥିବା କହିଲା ବିଜେଡି
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଛକ ଠାରୁ ବିଜୁପଟ୍ଟନାୟକ ପାର୍କ ଛକ ପର୍ଯ୍ୟନ୍ତ ଦଳୀୟ ପତକା ଚିରିଲା କିଏ ? ମଙ୍ଗଳବାର ବିଜେଡି ର ଜନସମ୍ପର୍କ ପଦଯାତ୍ରା ନିମନ୍ତେ ହିଞ୍ଜିଳିକାଟୁ ସହର ସାରା ବିଜେଡି ପତାକା ଡିଭାଇଡର ରେ ଲଗାଯାଇଥିଲା ।!-->…
କନ୍ଧମାଳ ଜିଲ୍ଲାରେ ଖଣିଜ ନାମରେ ଲୁଟ ହେଉଥିବା ଉପରେ ରାଜ୍ୟସରକାରଙ୍କ ଦୃଢ଼ ପଦକ୍ଷେପ ପାଇଁ ଦାବି
ଫୁଲବାଣୀ :-କନ୍ଧମାଳଜିଲ୍ଲାରେ ପାହାଡ଼,ଖଣି ଓ ଜଙ୍ଗଲରେ ଭରି ହୋଇ ରହିଥିବା ଏକ ଜିଲ୍ଲା। ଯେଉଁଠି ଭରପୁର ଖଣିଜ ସମ୍ପଦ ଭରି ହୋଇ ରହିଛି। ହେଲେ ଏହାର ରକ୍ଷଣାବେକ୍ଷଣରେ ବିଭାଗ୍ ବ୍ୟତିକ୍ରମ ହେତୁ ଖଣିଜ ସମ୍ପଦ ଗୁଡ଼ିକ ଆଜି ବି ଖୋଲମ ଖୋଲା ବ୍ୟବସାୟୀ, ସରକାରୀ ଅଧିକାରୀ, ବଡ ବଡ ଠିକାଦାର,!-->!-->!-->…
ତାମିଲନାଡୁ ରେ ସଡ଼କ ଦୁର୍ଘଟଣାରେ ୪ ଓଡିଶା ସାମ୍ବାଦିକ ଆହତ, ଚିକିତ୍ସା ଜାରି
ମାଲକାନଗିରି ତାମିଲନାଡୁରେ ଓଡିଆ ସାମ୍ବାଦିଙ୍କ ଗାଡି ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ-ବୋଲେରୋ କାର ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଛି । ଏଥିରେ ଦୈନିକ ଖବର କାଗଜ ଦୈନିକ ଆଶାର କାଲିମେଳା ବ୍ଲକ ପ୍ରତିନିଧି ଓ ସକାଳ ଖବରକାଗଜ ସମାଜ, ସମ୍ବାଦ ଖବରକାଗଜର ସାମ୍ବାଦିକ ଆହତ!-->!-->!-->…
ଅସନ୍ତୋଷ ଝାଡ଼ିଲେ ଜଗୁନି; କହିଲେ- ଜାଣିଶୁଣି ମନ୍ଦିରକୁ ଭାଙ୍ଗି ଦେଲେ
ପୁରୀ : କୋଟି ଓଡ଼ିଆ ଆରାଧ୍ୟ ମହାପ୍ରଭୁଙ୍କ ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଛି। ଏହାକୁ ନେଇ ଆରମ୍ଭ ହୋଇଛି ବୟାନବାଜି। ଏହି ବୟାନବାଜି ଭିତରେ ଆଜି ମୁହଁ ଖୋଲିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନି। ଆଉ ନାଁ ନନେଇ ପୂର୍ବ!-->…
୨୫ ହଜାର କିଲୋମିଟର ଜଳ ଯାତ୍ରାରେ ଓଡ଼ିଆ ଝିଅ
ଭୁବନେଶ୍ବର : ଦୁଃସାହସିକ ଜଳ ଯାତ୍ରାରେ ଓଡ଼ିଆ ଝିଅ। ଗଙ୍ଗା ସଫେଇ ସଚେତନତା ଅଭିଯାନରେ ସାମିଲ ହୋଇ ଗଙ୍ଗୋତ୍ରୀରୁ ଗଙ୍ଗା ସାଗର ଅଭିମୁଖେ ବାହାରିଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଓରା ଗାଁର ଦୀପ୍ତିମୟୀ ତରାଇ। ପ୍ରାୟ ୨୫ ହଜାର କିଲୋମିଟର ଜଳ ଯାତ୍ରା ଡିସେମ୍ବର ୨୪ରେ ସାରିବା ପାଇଁ!-->…
ସ୍ତ୍ରୀଙ୍କୁ ହତ୍ୟା କରି କାନ୍ଦି କାନ୍ଦି ଗଡ଼ୁଥିଲେ ସ୍ୱାମୀ!
କୋରାପୁଟ : ସ୍ତ୍ରୀଙ୍କୁ ହତ୍ୟା କରି କାନ୍ଦି କାନ୍ଦି ଗଡି ଯାଇଥିଲେ ସ୍ୱାମୀ! ଆଉ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ଚେଷ୍ଟା କରୁଥିଲେ। ହେଲେ ହତ୍ୟାକାରୀ ସ୍ୱାମୀଙ୍କ ସବୁ ଅଭିନୟର ପୋଲ୍ ଖୋଲିଗଲା। ପୁଲିସ୍ର ସନ୍ଦେହୀ ଆଖିରୁ ଖସି ପାରିଲା ନାହିଁ ହତ୍ୟାକାରୀ ଅଭିଯୁକ୍ତ। ଘର ଘନ ଜେରା!-->…
ସାଇବର ଠକଙ୍କ ଟାର୍ଗେଟରେ ଶିକ୍ଷାର୍ଥୀ
ଫୁଲବାଣୀ: ପରୀକ୍ଷାରେ ମାର୍କ ବଢ଼ାଇବାକୁ ଅନଲାଇନ ପେମେଣ୍ଟ ଫାଶ ବିଛାଇଛନ୍ତି ସାଇବର ଠକ। ଆଜି ଫୁଲବାଣୀ ଓ ରାଇକିଆରେ ଛାତ୍ରଙ୍କୁ ନିକଟକୁ ପରୀକ୍ଷାରେ ମାର୍କ ବଢ଼ାଇ ଦେବା ପାଇଁ ଅନଲାଇନ ପେମେଣ୍ଟ ଦାଖଲ କରିବାକୁ ସାଇବର ଠକ ଫୋନ କରିଥିବା ସୂଚନା ମିଳିଛି। ଅନଲାଇନରେ ପେମେଣ୍ଟ କଲେ ମାର୍କ!-->…