Sign in
Sign in
Recover your password.
A password will be e-mailed to you.
ଗଜାନନଙ୍କୁ ବିଦାୟ : ଭସାଣି ଉତ୍ସବରେ ଦୁଲୁକିଲା ହିଞ୍ଜିଳିକାଟୁ
ଟ୍ରାଫିକ ସମସ୍ୟା ଉତ୍କଟ, ଫସିଲା ଆମ୍ବୁଲାନ୍ସହିିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହର ଐତିହ ସମ୍ପନ୍ନ ସହରରେ ଗଣେଷ ପୂଜା ମେଳଣ ଓ ଭସାଣି ଉତ୍ସବ ଶୁକ୍ରବାର ମହାସମାରୋହରେ ଅନୁଷ୍ଟିତ ହୋଇଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ତତ୍ତ୍ୱାବଧାନରେ ସହରରେ ପୁଜାପାଉଥିବା ୩୫ ରୁ!-->…
ଶିକ୍ଷାଦେବା ନାମରେ ଆସି ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ କିଛି ବର୍ଷ ହେବ ଜଣେ ବ୍ୟକ୍ତି ଶିକ୍ଷା ଦେବା ନା ରେ ଆସି ରହିବା ପରେ ଅନୁସୂଚିତ ଆଦୀମ ଜନଜାତି, ଜନଜାତି ଓ ଜାତି ବର୍ଗର ଲୋକଙ୍କୁ ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ ହୋଇଛି। ଏହି!-->…
ରଞ୍ଜନ ପ୍ରଧାନଙ୍କ ଉପନ୍ୟାସ ପୁସ୍ତକ ‘ଧରଣୀପେନୁ’ ଲୋକାର୍ପିତ
ଫୁଲବାଣୀ,୧୩/୯: ଆଜି ‘କନ୍ଧମାଳ ଜିଲ୍ଲା ମିଡିଆ ଫୋରମ୍’ର ବାର୍ଷିକ ଉତ୍ସବ ଅବସରରେ କଥାକାର ତଥା ‘ସମ୍ବାଦ’ର କନ୍ଧମାଳ ଜିଲ୍ଲା ପ୍ରତିନିଧି ଡକ୍ଟର ରଞ୍ଜନ ପ୍ରଧାନଙ୍କ ଉପନ୍ୟାସ ପୁସ୍ତକ ’ଧରଣୀପେନୁ’ ଲୋକାର୍ପିତ ହୋଇଯାଇଛି। ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି!-->…
ବିବାହ ବାହାନାରେ ଠକେଇ ଅଭିଯୋଗ, ଅଭିଯୁକ୍ତ ବିରଞ୍ଚି ନାରାୟଣ ଗିରଫ
ଭୁବନେଶ୍ବର: ବିବାହ ବାହାନାରେ ଠକେଇ ଅଭିଯୋଗରେ ଅଭିଯୁକ୍ତ ବିରଞ୍ଜି ନାରାୟଣ ନନ୍ଦଙ୍କୁ କ୍ରାଇମବ୍ରାଞ୍ଚ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଗିରଫ କରିଛି। ଠକେଇ ଲିଙ୍କ୍ ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ଲମ୍ବିଛି। ଠକ ଯୁବକ କେତେବେଳେ ନିଜକୁ ରେଳବାଇ ଅଫିସର ତ କେତେବେଳେ ନିଜକୁ ଆୟକର ବିଭାଗ!-->…
ଆରଜି କର ହରର: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଆନ୍ଦୋଳନକାରୀ ଡାକ୍ତର
କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଆନ୍ଦୋଳନ ଚଳାଇଥିବା ଜୁନୟର ଡାକ୍ତରମାନେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ସେମାନେ ମାମଲାରେ ଉଭୟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ!-->!-->!-->…
ରାଜଧାନୀରେ ଚାଞ୍ଚଲ୍ୟ: ବନ୍ଦ ଘରୁ ମିଳିଲା ଯୁବତୀଙ୍କ ମୃତ ଦେହ
ଭୁବନେଶ୍ବର: ପୁଣି ରାଜଧାନୀରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଖଣ୍ଡଗିରି ଥାନା ଅଧିନରେ ଥିବା ଏକ ଘର ଭିତରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ତେବେ ଯୁବତୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସେହି ଘରେ ଲିଭ ଇନ୍ ରେ ରହୁଥିବା ସୂଚନା ମିଳିଥିବା ବେଳେ ପରିବାର ଲୋକ!-->…
ରେସ୍ତୋରାଁ ମାଲିକ ଅର୍ଥମନ୍ତ୍ରୀଙ୍କୁ କ୍ଷମା ମାଗିବାର ଭିଡିଓ ଭାଇରାଲ୍
ଜଣେ ରେସ୍ତୋରାଁ ମାଲିକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କ୍ଷମା ମାଗିବାର ଭିଡିଓ ଭାଇରାଲ ହେବାକୁ ନେଇ ତାମିଲନାଡୁ଼ରେ ରାଜନୀତି ଜୋର୍ ଧରିଛି। ବିଜେପି ସୋଶାଲ ମିଡିଆ ହ୍ୟାଣ୍ଡଲରେ ଏହି ସମୟର ଭିଡିଓ ପୋଷ୍ଟ କରିବା ପରେ ସମାଲୋଚନା କରିଥିଲେ ବିରୋଧୀ, ଯାହା ପରେ ରାଜ୍ୟ ବିଜେପି!-->…
ଭୁବନେଶ୍ୱରରେ ଖୁବଶୀଘ୍ର ସ୍ଥାପନ ହେବ ଓମଫେଡ ଭେଣ୍ଡିଂ ମେସିନ
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ କୋଅପରେଟିଭ୍ ମିଲ୍କ ଉତ୍ପାଦକ ଫେଡେରେସନ୍ (ଓମଫେଡ) ଖୁବଶୀଘ୍ର ଭୁବନେଶ୍ୱରରେ ଭେଣ୍ଡିଂ ମେସିନ୍ ସ୍ଥାପନ କରିବ।
ପ୍ରଥମ ମେସିନ୍ ଜନପଥରେ ସ୍ଥାପନ କରାଯିବ। ପରେ ସହରର ବିଭିନ୍ନ ସ୍ଥାନରେ ଆଉ ୨୦ଟି ମେସିନ ସ୍ଥାପନ କରାଯିବ। ଯାହାଦ୍ବାରା ଡିଜିଟାଲ୍ ପେମେଣ୍ଟ!-->!-->!-->…
ଭାରତର ‘ମିଶନ ମୌସମ’: ଏଣିକି ପ୍ରଯୁକ୍ତି କରିବ ବର୍ଷା, ରୋକିବ ବଜ୍ରପାତ!
ଏଣିକି ଆବଶ୍ୟକତା ଅନୁସାରେ ବର୍ଷାକୁ ନିୟନ୍ତ୍ରଣରେ ରଖାଯାଇ ପାରିବ। ଅର୍ଥାତ୍ ଅତ୍ୟଧିକ ବର୍ଷା ହେଉଥିଲେ ଏହାକୁ ରୋକାଯାଇ ପାରିବ କିମ୍ବା ଆଦୌ ବୃଷ୍ଟିପାତ ହେଉନଥିଲେ ବର୍ଷା କରାଯାଇ ପାରିବ। ଏଥିପାଇଁ ଭାରତୀୟ ପାଣିପାଗ ବିଜ୍ଞାନୀମାନେ ଏକ ନୂତନ ଟେକ୍ନୋଲୋଜିର ଆବିଷ୍କାର!-->…
ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ କରାଯିବ ‘କାମଧେନୁ ଯୋଜନା’
ଭୁବନେଶ୍ୱର: ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହେବ କାମଧେନୁ ଯୋଜନା l ଜାତୀୟ ମୌସୁମୀ ବୈଠକରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l କାମଧେନୁ ଯୋଜନା ପାଇଁ ଖର୍ଚ୍ଚ ହେବ ୧୪୨୪ କୋଟି ଟଙ୍କା l ସେହିପରି ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା ଲାଗି ଗୋ ମାତା!-->…