Sign in
Sign in
Recover your password.
A password will be e-mailed to you.
ଅସୁରକ୍ଷିତ ୪୦ନଂ ରାଜ୍ୟ ରାଜପଥ, “କଲଭର୍ଟ ରେ ଗର୍ତ୍ତ : ବିପଦରେ ପଥଚାରୀ
ନିଘୋଡ଼ ନିଦରେ ବିଭାଗୀୟ କର୍ତ୍ତୃପକ୍ଷ....!
ସାଇବର ଠକଙ୍କ ଠାରୁ ସତର୍କ ରହିବାକୁ ଟିପିଏସ୍ଓଡିଏଲର ପରାମର୍ଶ….
-- ମିଛ ଫୋନ୍ କଲ୍ ଏବଂ କେୱାଇସି ଅପରାଧରୁ ଦୂରେଇ ରହିବାକୁ ସତର୍କ କରିଛି କମ୍ପାନୀ-- ସନ୍ଦେହଜନକ ମେସେଜ କିମ୍ବା କଲ୍ ଆସିଲେ, ଟିପିଏସ୍ଓଡିଏଲ୍ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିବା ପାଇଁ ଗ୍ରାହକଙ୍କୁ ଅନୁରୋଧ
ବ୍ରହ୍ମପୁର, ସେପ୍ଟେମ୍ବର, ୨୦୨୪: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ!-->!-->!-->!-->!-->…
ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରଲର, ଜଣେ ମୃତ : ଦୂର୍ଘଟଣାରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଲା, ବିଦ୍ୟୁତ ସରବରାହ…
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ଆରଏମସି ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଦୂର୍ଘଟଣା ଘଟି ଟ୍ରାକ୍ଟର ଚାଳକ ତଥା ମାଲିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ପିତଳ ଗ୍ରାମ ଦେଶୀବେହେରା ସାହିର ଲବ ବେହେରା!-->…
ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଯାପିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ପୋଷ୍ୟ ଗ୍ରାମ (ଗୁଡ୍ରିଗାଁ )ରେ ଦୀର୍ଘ ୭ ଦିନ ଧରି ଚାଲୁ ରହିଥିବା ଜାତୀୟ ସେବା ଯୋଜନାର ସ୍ବତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଡଃ!-->!-->!-->…
ଗଞ୍ଜାମ ଜିଲ୍ଲା ମଦ ମୃତ୍ୟୁ ଘଟଣା :ମନ୍ତ୍ରୀ ସରଜମିନ ତଦନ୍ତ କରି ଯାଇଥିଲେ ବି ପୁଣି ମଦ ମାଫିଆ ସକ୍ରିୟ…..!
ବ୍ରହ୍ମପୁର ରୁ ନକଲି ବିଦେଶୀ ମଦ ପ୍ରସ୍ତୁତି ସାମଗ୍ରୀ ଜବତ ପରେ ବି ଚେତା ପସିନି ପ୍ରଶାସନ କୁ...!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୋଣ ଅନୁକଣ ରେ ନକଲି ଦେଶୀ ବିଦେଶୀ ମଦ ପ୍ରସ୍ତୁତ ହେଉଥିବା ନିସର୍ତ୍ତ ରେ ପୂର୍ବରୁ ଖବର ପ୍ରକାଶ ହୋଇଥିଲା। ବ୍ରହ୍ମପୁରରୁ ନକଲି ଵେଦେଶୀ ମଦ ପ୍ରସ୍ତୁତ ର!-->!-->!-->…
ଭୋଟର ତାଲିକାରେ ନୂତନ ଭୋଟରଙ୍କ ନାମ ସଂପୃକ୍ତ କରିବା ନେଇ ଜିଲ୍ଲାସ୍ତରୀୟ ବୈଠକ…
ଯୁବବର୍ଗ ରିଲ୍ ପ୍ରସ୍ତୁତ କରି ପୁରସ୍କୃତ ହୋଇ ପାରିବେ
ଛତ୍ରପୁର ତା.12.09.24 ରାଜ୍ୟ ସରକାରଙ୍କ ଗୃହ ବିଭାଗ ଅଧିନ ନିର୍ବାଚନ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଗତ ଅଗଷ୍ଟ 20 ତାରିଖରୁ ଆରମ୍ଭ ହୋଇଯାଇଛି । ଏଥି ସକାଶେ ଜିଲ୍ଲା ସ୍ତରରେ!-->!-->!-->…
ଟ୍ରକ ସହ ଚୋରି ପାଣି ପାଇବ ଜବତ, ଚାରି ଆନ୍ତଃରାଜ୍ୟ ପାଇପ ଚୋର ଗିରଫ ୩ ଫେରାର…
ଫୁଲବାଣୀ : ପଶ୍ଚିମବଙ୍ଗ ରୁ ଆସି ଓଡ଼ିଶାରେ ପାଣିପାଇପ ଚୋରି କରି ଫେରାର ମାରୁଥିବା ବେଳେ ମାଡ଼ିବସିଲା ପୋଲିସ I ଶେଷରେ ଏକ ଟ୍ରକ ସହ ଚୋରି ହୋଇଥିବା ପାଣିପାଇପକୁ ପୋଲିସ ଜବତ କରିଥିବା ବେଳେ ଏହି ଚୋରିରେ ସାମିଲ ଥିବା ଚାରିଜଣ ଆନ୍ତରାଜ୍ୟ ଚୋରକୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିବା!-->!-->!-->…
ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ସାକ୍ଷରତା ସପ୍ତାହ ଦିବସ ପାଳିତ
ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମସ୍ତ ୧୭ଟି ପଞ୍ଚାୟତର ଶିକ୍ଷା ସେବକ, ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ଶିକ୍ଷା ସମ୍ବଳ ଶିକ୍ଷକ ଏବଂ ପ୍ରୋଢ଼ଶିକ୍ଷାର ଯୋଗ୍ୟ ବିଦ୍ୟାର୍ଥୀଙ୍କୁ ନେଇ ସୁନ୍ଦର ସଚେତନ କର୍ମଶାଳାଟିଏ ଆୟୋଜନ କରିଥିଲେ ଏହାର!-->…
ଗଣେଶ ଭସାଣିରେ ଗାଁ ଦାଣ୍ଡ ପାଲଟିଲା ରଣକ୍ଷେତ୍ର ବୁଲିଲା ଅପେରସନ ବ୍ଲେଡ
ଚିକିଟୀ : ସାରା ଦେଶରେ ଅଗ୍ରପୂଜ୍ୟ ରୂପେ ପୂଜା ପାଉଥିବା ଗଜାନନ ଙ୍କ ପୂଜା ମଣ୍ଡପ ଗାଁ ଗହଳି ଆଦି ଉଛବ ମୁଖରିତ ହୋଇଆସୁଥିବା ବେଳେ ଅନେକ ଜାଗାରେ ଭସାଣି ପର୍ବ ମଧ୍ୟ ବେଶ ଧୂମଧାମ ରେ ପାଳିତ ହୋଇଆସୁଛି l ଇତି ମଧ୍ୟରେ ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଗୋଳନ୍ଥରା ଥାନା ଅଧିନସ୍ତ ସୁରଳ!-->…
ପରମ୍ପରା ନାମରେ ଚାଲିଛି ଜୁଆଖେଳର ଆସର
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲାର ପ୍ରାୟତଃ ସମସ୍ତ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳରେ ଚାଲିଛି ପରମ୍ପରା ନାଁ' ରେ ଜୁଆର ଆସର । ଲକ୍ଷ ଲକ୍ଷ ଟଙ୍କା ବାଜି ଲାଗୁଛି । ପୁଲିସ ମଧ୍ୟ ଏହି ବେଆଇନ ଜୁଆ ଖେଳ ରୋକିବାକୁ ବିଭିନ୍ନ ପ୍ରକାରର ଉଦ୍ୟମ ଜାରି ରଖିଛି । ବିଶେଷ କରି ପାର୍ବଣଋତୁ!-->…