Sign in
Sign in
Recover your password.
A password will be e-mailed to you.
ଭୁଲ୍ ତଥ୍ୟ ଦେଉଛି Wikipedia, ନୋଟିସ୍ ଜାରି କଲେ ସରକାର
ନୂଆଦିଲ୍ଲୀ :ଭୁଲ୍ ତଥ୍ୟ ତଥା ସୂଚନା ଦେଉଛି Wikipedia। ଏଭଳି କିଛି ଏକାଧିକ ଅଭିଯୋଗ ଆସିବା ପରେ ଉଇକିପିଡ଼ିଆ ଉପରେ ବର୍ଷିଛନ୍ତି କେନ୍ଦ୍ର ସରକାର। ଏଥିସହ ତାକୁ ନୋଟିସ୍ ପଠାଇ ଏହି ଅଭିଯୋଗ ଉପରେ ଜବାବ ମାଗିଛନ୍ତି।ପକ୍ଷପାତିତା ଏବଂ ଭୁଲ ତଥ୍ୟ ଦେଉଥିବା ନେଇ ଉଇକିପିଡ଼ିଆ ବିରୋଧରେ ଅନେକ!-->…
ନଭେମ୍ବର ୨୫ରୁ ସଂସଦର ଶୀତ ଅଧିବେଶନ, ୨୦ ଯାଏ ଚାଲିବ
ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ଆସନ୍ତା ନଭେମ୍ବର ୨୫ରୁ ଆରମ୍ଭ ହେବ। ଏହା ଡିସେମ୍ବର ୨୦ ଯାଏ ଚାଲିବ ବୋଲି ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ କରି ରିଜିଜୁ ସୂଚନା ଦେଇଛନ୍ତି।୨୫ରୁ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହାର ଦ୍ୱିତୀୟ ଦିନ ଅର୍ଥାତ ନଭେମ୍ବର ୨୬ ବା ସମ୍ବିଧାନ ଦିବସରେ!-->…
କେନ୍ଦ୍ରମନ୍ତ୍ରୀ କୁମାରସ୍ୱାମୀ ଓ ପୁଅଙ୍କ ନାଁରେ ରୁଜୁ ହେଲା ଏଫଆଇଆର
ବେଙ୍ଗାଲୁରୁ : କେନ୍ଦ୍ରମନ୍ତ୍ରୀ କୁମାରସ୍ୱାମୀ, ପୁଅ ନିଖିଲ ଓ ଜେଡିଏସ୍ର ବିଧାୟକ ସୁରେଶ ବାବଙ୍କ ନାଁରେ ରୁଜୁ ହୋଇଛି ଏଫଆଇଆର। କୁମାରସ୍ୱାମୀଙ୍କ ବିରୋଧରେ ଥିବା ଖଣି ଦୁର୍ନୀତି କେସ୍ର ତଦନ୍ତ କରୁଥିବା ଜଣେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ ଏମାନେ ଧମକ ଦେଇଥିବା ଅଭିଯୋଗ ହୋଇଛି। ଉକ୍ତ!-->…
ପୂରା ପରିବାର ନିଶ୍ଚିହ୍ନ: ବାପା-ମା’ଙ୍କ ସହ ୩ ପିଲାଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ : ନିଶ୍ଚିହ୍ନ ହୋଇଯାଇଛି ଗୋଟିଏ ପରିବାର। ସ୍ୱାମୀ-ସ୍ତ୍ରୀ ଓ ୩ ପିଲାଙ୍କ ସହ ଆଗକୁ ବଢ଼ୁଥିବା ପରିବାର ସବୁ ସଦସ୍ୟଙ୍କ ଗୁଳିବିଦ୍ଧ ମୃତଦେହ ଆଜି ପୁଲିସ୍ ଉଦ୍ଧାର କରିଛି। ପ୍ରଥମେ ପୁଲିସ୍ ୪୫ ବର୍ଷୀୟ ମହିଳା, ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅର ଗୁଳିବିଦ୍ଧ ମୃତଦେହ ଉତ୍ତର!-->…
ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି :ଅସାଧୁ ପୋଲିସ ବାବୁ ମାନଙ୍କ ବଦଳୀ ପାଇଁ ଚିଠା…!!
ବ୍ରହ୍ମପୁର : ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାର ଏକ ସ୍ପର୍ଶକାତର ଅଞ୍ଚଳ ଭାବେ ଜଣାଶୁଣା। ଏହି ଥାନା ଇଲାକାରେ ଜଣେ ଦକ୍ଷ ପୋଲିସ ଅଧିକାରୀ ରହିବା ନିହାତି ଜରୁରୀ।ଆସିକା ର ପୂର୍ବ ରେକର୍ଡ ଅନୁଯାଇ ଏଠାରେ କଥା କଥା କେ ମାଉଜର କଥା କହିବାର ନଜିର ରହିଛି। ଏଥି ଯୋଗୁଁ!-->!-->!-->…
ପୋଲିସ ପକ୍ଷରୁ ଗାଡି ଯାଞ୍ଚ ସମୟରେ ପୋଲିସ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା
ବ୍ରହ୍ମପୁର : ଏମଭି ଯାଞ୍ଚ ସମୟରେ, ପୋଲିସ କର୍ମଚାରୀମାନେ ଯେଉଁମାନେ ଟ୍ରାଫିକ ନିୟମ ପାଳନ କରନ୍ତି ନାହିଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି ।ତେବେ ଏହି ସମୟରେ ବେଳେବେଳେ ପୋଲିସ ବିରୋଧରେ ଅସଦାଚରଣ ଅଭିଯୋଗ ଏବଂ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଅସଦାଚରଣ!-->…
ଜିଲ୍ଲା ସଦରରେ ଜାତୀୟ ପତାକାକୁ ଅସମ୍ମାନ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରରେ ଜାତୀୟ ପତାକାକୁ ଅପମାନ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଜିଲ୍ଲା ସଦରରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ରହିଥିବା ପାର୍କ ପରିସରରେ ଏକ ବିଶାଳ କାୟ ଜାତୀୟ ପତାକା ଗତ କିଛି ମାସ ପୂର୍ବେ ଲଗାଯାଇଥିଲା। ଏହି!-->…
ବେକରେ ଫାଶୀ ଲଗାଇ ୧୭ ବର୍ଷର ନାବାଳିକା ମୃତ !
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧୀନସ୍ଥ ଜୟଡେଗା ପଞ୍ଚାୟତ ଅନ୍ତର୍ଗତ ଲୁଗୁନ ପଡାରେ ଘଟିଯାଇଛି ଏକ ଅଘଟଣା ! ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଲୁଗୁନ ପଡାର ମାରୀୟାନୁଶ ଖେଶଙ୍କ ଝିଅ ଦିବିୟା ଖେଶ (୧୭ ବର୍ଷ) ଘରେ କେହି ନଥିବାର ଶୁଜଗ ପାଇଁ ନିଜ ବେକରେ ଓଢୁଥିବା!-->…
ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ବୋଡୁନୁରରେ ବାଘ ଆତଙ୍କ : ଗୃହପାଳିତ ପଶୁଙ୍କୁ ଆକ୍ରମଣ ଅଭିଯୋଗ କଲେ ଗ୍ରାମବାସୀ
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଶେଷ ସୀମାରେ ରହିଥିବା ମୋଟୁ ଠାରୁ ମାତ୍ର କିଛି କିଲୋମିଟର ଦୂରରେ ରହିଥିବା ଆନ୍ଧ୍ରପ୍ରଦେଶର ବୋଡୁନୁର ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଯାହାକୁ ନେଇ ଲୋକେ ଭୟବିତ ହୋଇଥିବା ବେଳେ ବନ ବିଭାଗ ବାଘଟିକୁ କାବୁ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି।!-->…
ମା ମହୁରୀକାଳୁଆ ଯାତ୍ରାତ୍ସୋବ ପାଇଁ ପ୍ରସ୍ତୁତି ବୈଠକ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡା ଗ୍ରାମରେ ମା ମହୁରୀ କାଳୁଆଙ୍କ ଅଷ୍ଟଦିନ ବ୍ୟାପି ଯାତ୍ରାତ୍ସୋବ ସକାଶେ ସୋମବାର ପୈାର କାର୍ଯ୍ୟାଳୟ ସଭା ପ୍ରକୋଷ୍ଠରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ!-->…