ମହାବଳ ବାଘ ଛାଲ ଜବତ, ୩ ଗିରଫ

ନବରଙ୍ଗପୁର : କଲରାପତରିଆ ନୁହେଁ ଏଥର ହେଉଥିଲା ମହାବଳ ବାଘ ଛାଲର ଡିଲ୍ । ନିଜେ ଗ୍ରାହକ ସାଜି ମହାବଳ ଛାଲ ଚୋରାଚାଲାଣକାରୀଙ୍କୁ କାବୁ କଲା ବନବିଭାଗ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅନ୍ତର୍ଗତ ପାତ୍ରୀ ସଂରକ୍ଷିତ ଜଙ୍ଗଲରେ ୧୦ ଲକ୍ଷ ଟଙ୍କାରେ ଡିଲ ବେଳେ ମହାବଳ ଛାଲ ଜବତ ହୋଇଛି

ଛଟେଇ ବିରୋଧରେ ରାଜପଥରେ ସ୍ୱାସ୍ଥ୍ୟମିତ୍ରଙ୍କ ପ୍ରତିବାଦ

ଭୁବନେଶ୍ୱର : ଛଟେଇ ବିରୋଧରେ ଗର୍ଜିଲେ ସ୍ୱାସ୍ଥ୍ୟମିତ୍ର | ରାଜପଥରେ ସ୍ୱାସ୍ଥ୍ୟମିତ୍ରଙ୍କ ପ୍ରତିବାଦ। ବର୍ଷାରେ ଭିଜି, କୋଳରେ ଶିଶୁ ଧରି ଲୋୟର ପିଏମଜିରେ ଗର୍ଜିଲେ ମହିଳା। ପ୍ରବଳ ବର୍ଷାକୁ ଖାତିର ନକରି ହକ୍ ପାଇଁ ରାଜପଥକୁ ଓହ୍ଲାଇଛନ୍ତି ଶତାଧିକ ସ୍ୱାସ୍ଥ୍ୟମିତ୍ର । ଆଜି ‘ଅଲ

ଆସନ୍ତା ୨୯ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ

ବାରିପଦା: ବର୍ଷା ଋତୁକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ (STR) ଜୁନ୍ ୨୯ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଅଧିକାରୀମାନେ କହିଛନ୍ତି ଯେ ସୁରକ୍ଷା ଚିନ୍ତା ଏବଂ ବର୍ଷା ସମୟରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି

ଓଡ଼ିଶା-ଝାଡ଼ଖଣ୍ଡ ସଂଯୋଗୀକରଣ ବାଇପାସ୍ ରାସ୍ତା ମରଣଯନ୍ତା: ତିନୋଟି ପଞ୍ଚାୟତର ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ଅବରୋଧ,…

କୁଆଁରମୁଣ୍ଡା (ନିସର୍ତ୍ତ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ସଲଙ୍ଗାବାହାଲ ଦେଇ ଯାଇଥିବା ପିଡବ୍ଲ୍ୟୁଡି (PWD-28) ରାସ୍ତାଟି ଏବେ ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡ଼ିଛି। ରାସ୍ତାର ଶୋଚନୀୟ ଅବସ୍ଥା ପ୍ରତିବାଦରେ ଆଜି ତିନୋଟି ପଞ୍ଚାୟତର ଶତାଧିକ ଗ୍ରାମବାସୀ

ମାଲକାନଗିରିର ଗର୍ବ ରାଜେଶ ହାଁସଦାଙ୍କ ବିୟୋଗରେ ସାମାଜିକ ଗଣମାଧ୍ୟମ (X) ଜରିଆରେ ଶୋକ ପ୍ରକାଶ କଲେ ରାଜ୍ୟପାଳ

ଶ୍ରଦ୍ଧାଞ୍ଜଳି ଦେବାକୁ ଭୁଲିଗଲା ଜିଲ୍ଲା ପ୍ରଶାସନ ମାଲକାନଗିରି, : ମାଲକାନଗିରି ଜିଲ୍ଲାର ଗର୍ବ, ବିଶିଷ୍ଟ ତୀରନ୍ଦାଜ ଓ ତୀରନ୍ଦାଜୀ ପ୍ରଶିକ୍ଷକ ରାଜେଶ ହାଁସଦାଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କ ପାର୍ଥିବ ଶରୀର ଏମ୍‌ଭି-୨ ସ୍ଥିତ ବାସଭବନକୁ ଅଣାଯିବା

ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ : ନୟାଗଡ଼ ଡାକ୍ତରଖାନାରେ ଯୁବକ ଗୁରୁତର

ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରୁମ ବାଙ୍କତରା ଗ୍ରାମ ବଡସାହିର ସୌମ୍ୟରଞ୍ଜନ ସାହୁ ପାଣ୍ଡେରିପଡ଼ା ପଞ୍ଚାୟତ ଭାଲିଆଡିହି ଗ୍ରାମକୁ ଯାଇଥିବା ବେଳେ ସେହି ଗ୍ରାମର ପ୍ରସନ୍ନ ପ୍ରଧାନଙ୍କ ପୁଅ ଆଲୋକ ପ୍ରଧାନ ଓଡି ୨୫ ଆର ୫୭୯୬ ଟ୍ରାକ୍ଟରକୁ ବେପରୁଆ ଭାବରେ ଦୃତ ଗତିରେ ଆଣି ସୌମ୍ୟରଞ୍ଜନ

ବାଲୁଗାଁ ମତ୍ସ୍ୟ ବଜାରରୁ ୧୪ ବର୍ଷୀୟ ଶିଶୁ ଶ୍ରମିକ ଉଦ୍ଧାର, ଦୋକାନ ମାଲିକଙ୍କ ନାମରେ ମାମଲା ରୁଜୁ

ବାଲୁଗାଁ : ଶିଶୁ ଶ୍ରମ ବିରୋଧରେ ପ୍ରଶାସନ ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ଥାନୀୟ ବାଲୁଗାଁ ମତ୍ସ୍ୟ ବଜାରରୁ ପୋଲିସ, ସିଡବ୍ଲ୍ୟୁସି (CWC) ଏବଂ ଶିଶୁ ଶ୍ରମ ପ୍ରତିରୋଧ ଟିମ୍‌ର ମିଳିତ ଚଢ଼ାଉରେ ଜଣେ ୧୪ ବର୍ଷୀୟ ନାବାଳକ ଶିଶୁ ଶ୍ରମିକଙ୍କୁ ସଫଳତାର ସହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ରେ ନକଲି ସାମ୍ବାଦିକ ବୃଦ୍ଧି : ଅସଲି କିଏ ? ନକଲି କିଏ ? କହିବ କିଏ?

ବିନା ପଞ୍ଜିକରଣ ରେ ୟୁଟ୍ୟୁବ ସାମ୍ବାଦିକ ମାଳ ମାଳ….!ବୁମ୍ ଲଗାଇ ଦେଉଛନ୍ତି ଧମକ, ଆମ କଥା ବୁଝ ନଚେତ ଆମେ ତୁମ କଥା ବୁଝିବୁ …..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ମାଳ ମାଳ ୟୁଟ୍ୟୁବ ର ବିଭିନ୍ନ ନାଁ ରେ ଚେନେଲ ର ସମ୍ପାଦକ କହି ବଟି ଆଦାୟ କରୁଥିବା ଦେଖିବାକୁ ମିଳୁଛି।

କୈଳାସ ମାନସରୋବର ଯାତ୍ରା ଆରମ୍ଭ

ନୂଆଦିଲ୍ଲୀ: ଆଜିଠାରୁ ପବିତ୍ର କୈଳାସ ମାନସରୋବର ଯାତ୍ରାର ଶୁଭାରମ୍ଭ ହୋଇଛି। ଶନିବାର ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ନାଥୁ ଲା ପାସ୍‌ (ଗିରିପଥ)ରେ ଭାରତ-ଚୀନ୍ ସୀମା ଦେଇ ଚୀନ୍‌ରେ ପ୍ରବେଶ କରିଛନ୍ତି। ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳକୁ ସିକ୍କିମ ରାଜ୍ୟପାଳ ଓମ୍‌ ପ୍ରକାଶ ମାଥୁର ପତାକା ଦେଖାଇ