Sign in
Sign in
Recover your password.
A password will be e-mailed to you.
ଅନିର୍ଦ୍ଧିଷ୍ଟ କାଳ ପାଇଁ ଘରୋଇ ବସ୍ ସେବା ବନ୍ଦ କଲେ ମାଲକାନଗିରି ମାଲିକ ସଂଘ
ମାଲକାନଗିରି: ଆଜି ଠାରୁ ମାଲକାନଗିରି ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ। ଜିଲ୍ଲାରେ ଚାଲୁଥିବା ଟାୟାର-୨ ଲକ୍ଷ୍ମୀ ବସ ଅର୍ଥାତ ବ୍ଲକ ସଦର ମହକୁମାରୁ ଜିଲ୍ଲା ସଦର ମହକୁମାକୁ ଯାତାୟତ କରୁଥିବା ଶୀତତାପ ନିୟନ୍ତ୍ରିତ ଲକ୍ଷ୍ମୀ ବସକୁ ବିରୋଧ କରିଛି ଜିଲ୍ଲା ଘରୋଇ ବସ ମାଲିକ ସଂଘ। ଏଥିଲାଗି!-->…
ପଦ୍ମ ଧରିବେ ଚମ୍ପାଇ ସୋରେନ୍
ପଦ୍ମ ଧରିବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍ଏମ୍ ନେତା ଚମ୍ପାଇ ସୋରେନ୍। ଆସନ୍ତା ୩୦ ତାରିଖରେ ସେ ବିଜେପିରେ ମିଶିବେ ବୋଲି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବଶ୍ୱଶର୍ମା। ସୋସିଆଲ ମିଡିଆରେ ଏନେଇ ସେ ପୋଷ୍ଟ କରିଛନ୍ତି।
ଝାଡ଼ଖଣ୍ଡର ଆଦିବାସୀ ନେତା ତଥା!-->!-->!-->…
ଓଡ଼ିଶା ସରକାର କରିବେ ନିଯୁକ୍ତି ମେଳା, ମିଳିବ ୩୫ ହଜାର ଚାକିରି
ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସରକାର କରିବେ ନିଯୁକ୍ତି। ମିଳିବ ୩୫ ହଜାର ଚାକିରି। ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏଥିପାଇଁ ପ୍ଲାନ ଅଫ୍ ଆକ୍ସନ ପ୍ରସ୍ତୁତ କରିଛନ୍ତି ମୋହନ ସରକାର।
!-->!-->!-->…
ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ
ପୁରୀ : ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଗତକାଲି ପ୍ରଭୁ ଶ୍ରୀକୃଷ୍ଣ ଧରାବତାରଣ କରିଥିଲେ। ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ ନୀତି ପାଳିତ ହେଉଛି । ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ସମସ୍ତ ମଠ ମନ୍ଦିର। ସନ୍ଧ୍ୟା ଆଳତୀ ସରିବା ପରେ ମହାଜନ ସେବାୟତମାନେ!-->…
ବିଭାଗୀୟ ଅଧିକାରୀମାନେ ଚାହିଁଲେ ଜିଲ୍ଲାର ଦାଦନ ସମସ୍ୟା ଦୂର କରିପାରିବେ : ମନ୍ତ୍ରୀ ରବି ନାରାୟଣ
ଫୁଲବାଣୀ : ଓଡ଼ିଶା ସରକାରଙ୍କର ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଏବଂ ମାନ୍ୟବର ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଦିନିକିଆ ଗସ୍ତରେ!-->!-->!-->…
ଚିକିଟି ମଦ ମୃତ୍ୟୁ ପରେ ଅନ୍ୟ ଜିଲ୍ଲାରେ ଏକ୍ସନ ମୁଡ଼ ରେ ଅବକାରୀ ବିଭାଗ : ଗଞ୍ଜାମ ଜିଲ୍ଲାରେ କଚ୍ଛପ୍ପ ଗତିରେ ମଦ…
ବ୍ରହ୍ମପୁର୨୭-୮ ଗଞ୍ଜାମ ଜିଲ୍ଲାର ଚିକିଟି ମଦ ମୃତ୍ୟୁ ପରେ ଗଞ୍ଜାମ ରୁ ରାଜଧାନୀ ପର୍ଯ୍ୟନ୍ତ ତୁମ୍ବି ତୋଫାନ ହୋଇଥିଲା। ବିଧାନସଭା ଅଚଳ ହେବା ପରେ ବିଭାଗୀୟ ମନ୍ତ୍ରୀ ଚୋରା ମଦ ଭାଟି ଉପରେ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଧେଶ ରେ ଗଞ୍ଜାମ ଜିଲ୍ଲାର କେବଳ କୋଚିଆ!-->…
ବିଷାକ୍ତ ମଦ ମୃତ୍ୟୁ ଘଟଣା : ସଂଶ୍ଲିଷ୍ଟ ବ୍ୟକ୍ତି ମାନଙ୍କୁ ଗିରଫ କରୁଛି ପୋଲିସ…
ଚିକିଟୀ-- ସ୍ଥାନୀୟ କେ.ନୂଆଗାଁ ଥାନା ଅଧିନସ୍ତ ଜେନାପୁରୁ ରେ ହୋଇଥିବା ବିଷାକ୍ତ ମଦ ବିଭୀଷିକା ରେ ସଂଶ୍ଲିଷ୍ଟ ଥିବା ସମସ୍ତ ବ୍ୟକ୍ତିଙ୍କୁ ଜଣକ ପରେ ଜଣକୁ ପୋଲିସ ପଂଜ୍ଜା ମାରିବାରେ ଲାଗିଛି l ସୂଚନା ପ୍ରକାରେ ଆଜି ମାଉନ୍ଦପୁର ର ପୂର୍ଣ୍ଣ ଚନ୍ଦ୍ର ସାହୁ(୨୪) ପିତା ଭୁବୁନି ସାହୁ ତିନୋଟି!-->…
ପୋଷ୍ଟ ମାଷ୍ଟର ଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ : ଗୁଣିଗାରେଡ଼ି ସନ୍ଦେହ ନେଲା ଜୀବନ, ୫ ଜଣଙ୍କୁ କୋର୍ଟଚାଲାଣ କଲା…
ମାଲକାନଗିରି : ,ଗତ ଶୁକ୍ରବାର ଦିନ ସକାଳୁ ନିଖୋଜ ଥିବା ମାଟେରୁ ପୋଷ୍ଟ ମାଷ୍ଟରଙ୍କ ନିଖୋଜ ହେବା ଓ ୨୪ ଘଣ୍ଟା ପରେ ଗଳିତ ମୃତ ଦେହ ଉଦ୍ଧାର ହେବା ଘଟଣା ଗତ ଦୁଇଦିନ ଧରି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଗତକାଲି ମାଲକାନଗିରି ଏସଡିପିଓ ସଚିନ ପଟେଲ ଓ ପଡିଆ ଥାନା!-->!-->!-->…
ଜଲେଶପଟ୍ଟାରେ ସ୍ବାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଦୁଇ ମନ୍ତ୍ରୀସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…
ଫୁଲବାଣୀ : ଆଜି ପବିତ୍ର ଜନ୍ମାଷ୍ଟମୀ । କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ସହ ଅନ୍ତେବାସୀ ପାରୁଛନ୍ତି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୬ ତମ ବଳିଦାନ ଦିବସ । ଏହି ଅବସରରେ ଦୁଇ ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ ଓ ରବିନାରାୟଣ ନାୟକ, କନ୍ଧମାଳ ସାଂସଦ!-->!-->!-->…
ସରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ
ଚିକିଟୀ-- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।ଶିଶୁବାଟିକା ବିଭାଗର କୁନି ଶିଶୁ ଭାଇ ଭଉଣୀ ମାନେ ଶ୍ରୀକୃଷ୍ଣ,ରାଧା ବେଶ ପରିଧାନ କରି ଏକ ମନୋଜ୍ଞ ପରିବେଶରେ ମନ୍ଦିର ଦର୍ଶନକୁ ଯାଇଥିଲେ । ଯିବାପଥରେ ନଗରବାସୀ!-->…