ଚାକିରୀ କରାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ : ବିଜେଡ଼ି ନେତାଙ୍କ ନାଁରେ ମାମଲା…

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଅଂଚଳରେ ଚାକିରୀ କରାଇଦେବା ନାଁ ରେ ନିର୍ବାଚିତ ପ୍ରତିନିଧି ସହ ଜଣେ ପଦାଧିକାରୀ ଜରିଆରେ କୋଟି କୋଟି ଟଙ୍କା ଠକି ନେଇଥିବା ଜଣାପଡିଛି l ସୂଚନା ଅନୁଯାଇ ଏହି ଲିଙ୍କ ମାଲକାନଗିରି ଜିଲ୍ଲା ମାଥିଲିରୁ କେନ୍ଦ୍ରାପଡ଼ା ଲମ୍ବୀଥିବା ଜଣାପଡିବା ସହ

ଚୋରାଚାଲାଣବେଳେ ୩୦ କୋଟି ଟଙ୍କାର ସୁନା-ରୂପା ଜବତ

ଭୁବନେଶ୍ବର : ବ୍ୟାଙ୍କରେ ଟଙ୍କା ଲୋଡ୍ କରୁଥିବା ଗାଡିରେ ସୁନା ଚୋରାଚାଲାଣ ହେଉଥିବାବେଳେ ଧରିଲା ସିଟିଜିଏସଟି ବିଭାଗ । ଭୁବନେଶ୍ବର ଏୟାରପୋର୍ଟରୁ ଦୁଇଟି ଗାଡି ଆସୁଥିବା ନେଇ ସୂଚନା ମିଳିଥିଲା । ସୂଚନା ପାଇ ୮୦ କେଜି ସୁନା ଓ ରୂପା ଚାଲାଣ ହେଉଥିବାବେଳେ ଦୁଇଟି କଣ୍ଟେନର ଜବତ କଲା

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରାଯିବ

ଭୁବନେଶ୍ୱର:ଖୁବ୍ ଶୀଘ୍ର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରାଯିବ। ଏ ନେଇ ନିଷ୍ପତ୍ତି ନେବେ ସରକାର।ମୁଖ୍ୟମନ୍ତ୍ରୀ ଏ ନେଇ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ସରକାର କଣ କରିବେ ସେ ନେଇ ଶୀଘ୍ର ନିଷ୍ପତ୍ତି ହେବ। ଏଭଳି ସୂଚନା ଦେଇଛନ୍ତି ଆଇନ

ଜନ୍ମାଷ୍ଟମୀ ଅବସରରେ ଉତ୍ସବ ମୁଖରିତ ଡ଼ି.ଏ.ଭି. ଗୁରୁକୁଳ, ଚିତ୍ରକୋଣ୍ଡା…

ଚିତ୍ରକୋଣ୍ଡା :୨୬/୦୮ ଡ଼ି.ଏ.ଭି. ଗୁରୁକୁଳ, ଚିତ୍ରକୋଣ୍ଡା ଆନୁକୁଲ୍ୟ ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ମହା ଆଡ଼ମ୍ବରେ ପାଳନ କରାଯାଇ ଅଛି। ମୁଖ୍ୟ ଅତିଥି ଶ୍ରୀ କୃଷ୍ଣ ପ୍ରସାଦ କର, ସମ୍ମାନିତ ଅତିଥି ଶ୍ରୀ ଅଲେଖ ପ୍ରସାଦ ସ୍ୱାଇଁ (ଶିକ୍ଷକ) ଯୋଗଦାନ କରିଥିଲେ। ଏକ ଆଧ୍ୟାତ୍ମିକ ପରିବେଶ

ଆସିଲା ‘ସୁଭଦ୍ରା’ ଗାଇଡଲାଇନ; ଜାଣନ୍ତୁ କ’ଣ ରହିଛି ନିୟମ ?

ଭୁବନେଶ୍ବର : ସୁଭଦ୍ରା ଯୋଜନାର ଗାଇଡଲାଇନ ବା ନିର୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ। ଗାଇଡଲାଇନ ଅନୁସାରେ ୨୧ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ ବୟସର ମହିଳାମାନେ ଏହି ଯୋଜନାରେ ଆବେଦନ କରିପାରିବେ। ସେମାନଙ୍କ ଆଧାରକାର୍ଡରେ ରହିଥିବା ଜନ୍ମ

ବିଜେପି ଗୋସାଇଁନୂଆଗାଁ ମଣ୍ଡଳ ପକ୍ଷରୁ ସଦସ୍ୟତା ଅଭିଯାନ ୨୦୨୪ ପାଇଁ ଅନୁଷ୍ଠିତ ହେଲା କର୍ମଶାଳା

ବ୍ରହ୍ମପୁର, ୨୬/୮ : ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆଜି ମଣ୍ଡଳ ସ୍ତରୀୟ "ସଦସ୍ୟତା ଅଭିଯାନ କର୍ମଶାଳା" ସ୍ଥାନୀୟ ଗୋସାଇଁନୂଆଗାଁ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ

ସାମ୍ନାକୁ ଆସିଲା ସନ୍ଦୀପ ଘୋଷର ବଡ଼ ଦୁର୍ନୀତି, ମୃତଦେହ ବ୍ୟବଚ୍ଛେଦ ଓ ଦେଖିବା ପାଇଁ ସମ୍ପର୍କୀୟଙ୍କଠାରୁ ନେଉଥିଲା…

କୋଲକାତା : କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆର.ଜି. କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷର ବିନା ଇସାରାରେ ମେଡିକାଲରେ ପତ୍ରଟିଏ ବି ହଲୁ ନ ଥିଲା। ଯିଏ ସନ୍ଦୀପ କଥା ମାନୁ ନ ଥିଲା, ତା’କୁ ଅନ୍ୟତ୍ର ବଦଳି ଅଥବା ଚାକିରିରୁ

ଦୀର୍ଘ ଦିନଧରି କାଦୁଅରେ ଭର୍ତି ସତୀଗୁଡା ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ନହେବା ରୁ ରାସ୍ତାରେ ଧାନ ତଳି ରୋଇଲେ…

ମାଲକାନଗିରି ତା:- ୨୪/୦୮ ପ୍ରତିବର୍ଷ ବର୍ଷା ଦିନ ଆସିଲେ ଯନ୍ତ୍ରଣା ଭୋଗୁଛନ୍ତି ତାଳଗୁଡା ବାସୀ । ଗତ କିଛିବର୍ଷ ଧରି ସତୀଗୁଡା ରାସ୍ତା ମରାମତି ନିମନ୍ତେ ଅଭିଯୋଗ ହୋଇ ଆସୁଥିବା ବେଳେ ଏହି ରାସ୍ତାକୁ ସତୀଗୁଡା ବିଭାଜନ ତରଫରୁ ଟେଣ୍ଡର ପ୍ରକ୍ରିୟା କରା ଯାଇଥିଲ।। ଏହି ରାସ୍ତା କିଛି

ମମତାଙ୍କ ‘ଦୁଷ୍କର୍ମ ପ୍ରସଙ୍ଗ’ ଚିଠିର କଡ଼ା ଜବାବ ଦେଲା କେନ୍ଦ୍ର

କୋଲକାତା : କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବ୍ୟାକଫୁଟରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ସରକାର। ନିକଟରେ ସମଗ୍ର ଦେଶରେ ଘଟୁଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ମମତା ଚିନ୍ତା ପ୍ରକଟ କରିଥିଲେ। ସେ ଫାଷ୍ଟଟ୍ରାକ କୋର୍ଟ ଠାରୁ ଆରମ୍ଭ କରି

ପାକିସ୍ତାନରେ ଘନଘନ ଆତଙ୍କବାଦୀ ଆକ୍ରମଣ: ପୁଣି ୯ ମୃତ, ରେଳ ଟ୍ରାକ ଓ ପୁଲିସ୍‌ ଷ୍ଟେସନ ଉଡ଼ାଇଲେ

ଇସଲାମାବାଦ : ଅଶାନ୍ତ ହୋଇ ଉଠିଛି ପାକିସ୍ତାନ। ଘନଘନ ଆତଙ୍କବାଦୀ ଆକ୍ରମଣରେ ଥରି ଉଠିଛି ବଲୁଚିସ୍ତାନ। ପ୍ରଥମେ ଆତଙ୍କବାଦୀମାନେ ଯାତ୍ରୀବାହୀ ବସ୍‌ ଉପରେ ଆକ୍ରମଣ କରିଥିଲେ। ଏଥିରେ ୨୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହାର କିଛି ଘଣ୍ଟା ପରେ ସେହି ବଲୁଚିସ୍ତାନର କଲାତ ଜିଲ୍ଲାରେ