Sign in
Sign in
Recover your password.
A password will be e-mailed to you.
ଅଭିନେତାଙ୍କୁ ଭିଆଇପି ସୁବିଧା: ୭ ଜେଲ୍ ଅଧିକାରୀ ସସ୍ପେଣ୍ଡ
ବେଙ୍ଗାଲୁରୁ : ଜେଲ୍ ଭିତରେ କନ୍ନଡ ଅଭିନେତା ଦର୍ଶନଙ୍କୁ ମିଳୁଛି ଭିଆଇପି ସୁବିଧା। ଏହାର ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୁଡ୍କୁ ଆସିଛନ୍ତି କର୍ଣ୍ଣାଟକ ସରକାର। ଏହି ମାମଲାରେ ୭ ଜେଲ୍ ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି।ଗତକାଲି ହତ୍ୟା ମାମଲରେ ଜେଲ୍ରେ ଥିବା କନ୍ନଡ!-->…
ଲଦାଖକୁ ମିଳିଲା ୫ ନୂଆ ଜିଲ୍ଲା
ଶ୍ରୀନଗର : ଲଦାଖକୁ ମିଳିଛି ୫ ନୂଆ ଜିଲ୍ଲା। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲଦାଖରେ ପାଞ୍ଚଟି ନୂଆ ଜିଲ୍ଲା ପ୍ରତିଷ୍ଠା କରିବା ନେଇ ଘୋଷଣା କରିଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଉଛି ଜନସ୍କର, ଡ୍ରାସ, ଶାମ, ନୁବ୍ରା, ଏବଂ ଚଙ୍ଗଥାଙ୍ଗ। ନୂଆ ଜିଲ୍ଲା ଗଠନ ହେବା ପରେ ଦୁର୍ଗମ!-->…
ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର !
ନୂଆଦିଲ୍ଲୀ: ଦକ୍ଷିଣ ଲେବାନନରେ ହିଜବୁଲର ଶିବିର ଉପରେ ଇସ୍ରାଏଲର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି କାରଣରୁ ଅଶୋଧିତ ତୈଳ ଦର ମଧ୍ୟ ବୃଦ୍ଧି ପାଇଛି। ଗ୍ଲୋବାଲ୍ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୦ ଡଲାରକୁ ବୃଦ୍ଧି ପାଇଛି।ପଶ୍ଚିମ!-->…
ଆତ୍ମଘାତୀ ଡ୍ରୋନ୍ ପରୀକ୍ଷା କଲା ଉତ୍ତର କୋରିଆ
ସିଓଲ: ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଉତ୍ତେଜନା ମଧ୍ୟରେ ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ୍ ଉନ୍ ନିଜର ସାମରିକ ଶକ୍ତି ବଢାଇବାରେ ଲାଗିଛନ୍ତି । ଗୋଟିଏ ପଟେ ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ସମରାଭ୍ୟାସ ଚାଲିଥିବାବେଳେ ଉତ୍ତର କୋରିଆ ନିଜର ଆତ୍ମଘାତୀ ଡ୍ରୋନ ପରୀକ୍ଷା କରିଛି ।କିମ୍!-->…
ପରବର୍ତ୍ତୀ ଶାନ୍ତି ଆଲୋଚନା ପାଇଁ ଭାରତ ଉପଯୁକ୍ତ ସ୍ଥାନ ହୋଇପାରେ : ଜେଲେନସ୍କି
କିବ୍ : ଗତ ଅଢ଼େଇ ବର୍ଷ ଧରି ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଶୀଘ୍ର ଶେଷ ହେବାର ନାଁ ନେଉନାହିଁ। ଉଭୟ ପକ୍ଷରୁ ଘନ ଘନ ଆକ୍ରମଣ ଜାରି ରହିଛି । ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଭୟ ଦେଶ ଗସ୍ତ ପରେ ସ୍ଥିତିରେ କେତେକ ସକାରାତ୍ମକ ପରିବର୍ତ୍ତନ ଆସିବାର!-->…
ନିର୍ବାଚନ ପୂର୍ବରୁ ବଢ଼ିଲା ବିଜେପି ଅଡ଼ୁଆ, ଦଳୀୟ ଅଫିସ ବାହାରେ ନେତା ଓ କର୍ମୀଙ୍କ ବିକ୍ଷୋଭ
ଶ୍ରୀନଗର : ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଅଡ଼ୁଆ ପରିସ୍ଥିତିରେ ପଡ଼ିଛି। ଜମ୍ମୁ-କଶ୍ମୀର ବିଜେପିରେ ଦେଖାଯାଇଛି ବିଦ୍ରୋହ। ଅସନ୍ତୁଷ୍ଟ ନେତା ଓ କର୍ମୀମାନେ ଦଳୀୟ ଅଫିସ ଆଗରେ କରିଛନ୍ତି ବିକ୍ଷୋଭ।ଆଜି ଦଳ ପକ୍ଷରୁ ଜମ୍ମୁ-କଶ୍ମୀରର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ୧୬ ଜଣ!-->…
ଦ୍ବାଦଶ ଶ୍ରେଣୀ ବୋର୍ଡ ରେଜଲ୍ଟରେ ମିଶିପାରେ ନବମରୁ ଏକାଦଶ ଶ୍ରେଣୀର ମାର୍କ
ନୂଆଦିଲ୍ଲୀ : ଏଣିକି ଦ୍ବାଦଶ ଶ୍ରେଣୀ ରେଜଲ୍ଟରେ ମିଶିପାରେ ନବମରୁ ଏକାଦଶ ପର୍ଯ୍ୟନ୍ତ ମାର୍କ। ଏନେଇ ଏକ ପ୍ରସ୍ତାବ ଦେଇଛି ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (NCERT)। ରିପୋର୍ଟରେ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳରେ ନବମ, ଦଶମ ଏବଂ ଏକାଦଶ ଶ୍ରେଣୀର ମାର୍କ!-->…
ଓମ ଶ୍ରୀ ଈଣ୍ଟରନେସନାଲ ସ୍କୁଲରେ ଜନ୍ମାଷ୍ଟମୀ ପାଳିତ…
ହିଞ୍ଜିଳିକାଟୁ ୨୬!୮ ହିଞ୍ଜିଳିକାଟୁ ବ୍ଲକ ଅଧିନସ୍ଥ ସୋମପୁର ନିକଟରେ ଥିବା ଓମ୍ ଶ୍ରୀ ଈଣ୍ଟରନେସନାଲ ସ୍କୁଲରେ ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଯାଇଅଛି । ସ୍କୁଲର କୁନି କୁନି ଛାତ୍ର ଛାତ୍ରୀ ମାନେ କୃଷ୍ଣ ଓ ରାଧା ବେଶ ରେ ପରିବେଷ୍ଟିତ ହୋଇ ଜନ୍ମାଷ୍ଟମୀ ର ସୌନ୍ଦର୍ଯ୍ୟ କୁ ଆକର୍ଷଣୀୟ!-->…
ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ…
ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ବିଦ୍ୟାଳୟ ପରିସରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ପ୍ରଫୁଲ୍ଲ ନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଜିଲ୍ଲାପରିଷଦ ସଭ୍ୟା ରଶ୍ମିତା ନାହାକ,!-->!-->!-->…
ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ…
ଫୁଲବାଣୀ :ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ l ବରିଷ୍ଠ ଆଚାର୍ଯ୍ୟ ଦେବେନ୍ଦ୍ର ପଟ୍ଟନାୟକଙ୍କ ସଂଯୋଜନାରେ ଏହି ପୂଜନ କାର୍ଯ୍ୟକ୍ରମରେ!-->!-->!-->…