Sign in
Sign in
Recover your password.
A password will be e-mailed to you.
ସରକାରୀ ଯାନ ଚାଳନା ତାଲିମ କେନ୍ଦ୍ର ବୃଦ୍ଧି ହେବ ବୋଲି ପରିବହନ ମନ୍ତ୍ରୀଙ୍କ ଘୋଷଣା
ବ୍ରହ୍ମପୁର/ଭୁବନେଶ୍ୱର: ଗଞ୍ଜାମ ଜିଲା ବ୍ରହ୍ମପୁରରେ ଥିବା ସରକାରୀ ଯାନଚାଳନା ପ୍ରଶିକ୍ଷଣ କେନ୍ଦ୍ର ପ୍ରଥମ ବର୍ଷ ପୂରା କରିଛି। ଏହି ଅବସରରେ ପାଲୁର ହିଲ୍ସ ସ୍ଥିତ ତାଲିମ ପ୍ରତିଷ୍ଠାନରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା!-->…
ଛାତ୍ରୀ ମୃତ୍ୟୁ ମାମଲା, ଚାକିରି ହରାଇଲେ ୱାର୍ଡେନ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଉଚ୍ଚ ବିଦ୍ୟାଳୟର କସ୍ତୁରବା ହଷ୍ଟେଲ ଛାତ୍ରୀ ମଧୁସ୍ମିତା ବେହେରାଙ୍କ ମୃତ୍ୟୁ ଘଟଣାରେ ଚାକିରି ହରାଇଛନ୍ତି ୱାର୍ଡେନ ମିନତି ମହାପାତ୍ର । ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଏହା ସହିତ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ!-->…
ପିପିଲିରେ ବାର୍ଡ ଫ୍ଲୁ: ୫ ହଜାର କୁକୁଡ଼ା ମରାଗଲା, ଆହୁରି ମରାଯିବ
ପିପିଲି : ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆଲର୍ଟରେ ପ୍ରାଣୀ ସଂପଦ ବିଭାଗ। ସଂକ୍ରମଣ ରୋକିବାକୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। ଗତକାଲି ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ ୫ ହଜାର କୁକୁଡ଼ା ମରାଯାଇଥିଲା ବେଳେ ପୂରା!-->…
ଅଜଣା ବୃଦ୍ଧା ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ !
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅଧୀନରେ ଥିବା ଗୋବିରା ଅଞ୍ଚଳରେ ଅଜଣା ବୃଦ୍ଧା ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି କୁଆଁରମୁଣ୍ଡା ପୋଲିସ | ସୂଚନା ଅନୁଯାୟୀ ଅଜଣା ବୃଦ୍ଧା ମହିଳା ତିନି ମାସରୁ ଗୋବିରା ଅଞ୍ଚଳରେ ଭିକ୍ଷା ମାଙ୍ଗି ନିଜର ଜୀବନ ଯାପନ କରୁଥିଲେ ! ଗତ!-->…
ସ୍ପନ୍ଦନ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ଜଣେ ରକ୍ତଦାତା ଚାରି ଜଣ ଙ୍କ ଜୀବନ ରକ୍ଷା କରିଥାଏ: ସିଦ୍ଧାନ୍ତ ମହାପାତ୍ରବ୍ରହ୍ମପୁର ୨୫/୮ : ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ସ୍ପନ୍ଦନ ଫାଉଣ୍ଡେସନ ପକ୍ଷ ରୁ ରକ୍ତ ଦାନ ଶିବିର ମାଇଁ ସ୍କୁଲ ଇଟାଲୀ ପରିସରରେ ଅନୁଷ୍ଠିତ ହୋଇଯାଇଛି ୨୫ ଜଣ ରକ୍ତଦାନ କରିଥିଲେ। ବରିଷ୍ଠ ଅଭିନେତା ତଥା ଦିଗପହଣ୍ଡି!-->…
ବିଜେପିର ସଦସ୍ୟ ଅଭିଯାନ କର୍ମଶାଳା ଓ କାର୍ଯ୍ୟକର୍ତ୍ତା ବୈଠକ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଫୁଲବାଣୀ ଅମଲାପଡ଼ା ସ୍ଥିତ ସେନାପତି ରେସିଡେନ୍ସି ଠାରେ ସଦସ୍ୟତା ଅଭି ଯାନ କର୍ମଶାଳା ଏବଂ କାର୍ଯ୍ୟକର୍ତ୍ତା ବୈଠକ ଅନୁ ଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା। କେନ୍ଦ୍ରୀୟ ବିଜେପି ସମ୍ପାଦକ!-->…
ବାଲି ବୋଝେଇ ଟ୍ରକ ପଛକୁ ଧକ୍କାଦେଲା ବାଇକ୍, ୨ ଗୁରୁତର
ହିଞ୍ଜିଳିକାଟୁ : ବେଲଗାଁ ଥାନା ପାଗଳବାବା ଛକ ନିକଟରେ ରବିବାର ଅପରାହ୍ନରେ ଦୂର୍ଘଟଣା ଘଟି ବାଇକ୍ ଆରୋହୀ ଓ ସାଥୀ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ପୁରୁଷୋତ୍ତମପୁର ଗ୍ରାମର ଜଗନ୍ନାଥ ପ୍ରଧାନ(୨୧) ଓ ସୁଦର୍ଶନ ବେହେରା(୨୪) ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର!-->…
ପ୍ରାଥମିକ ବିଦ୍ୟାଳୟ ସଂଘ ପିଷ୍ଟାର ବାର୍ଷିକ ଉତ୍ସବ ଅନୁଷ୍ଠିତ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ପରିସରରେ ଥିବା ବରିଷ୍ଠ ନାଗରିକ ଚିତ୍ତବିନୋଦନ କେନ୍ଦ୍ର ରେ ହିଞ୍ଜିଳିକାଟୁ ପ୍ରାଥମିକ ବିଦ୍ୟାଳୟ ସଂଘ (ପିଷ୍ଟା) ର ବାର୍ଷିକ ସମ୍ମିଳନୀ ଓ ଆଲୋଚନା ଚକ୍ର ରବିବାର ଅନୁଷ୍ଠିତ ହୋଇଯାଇଅଛି | ସଂଘ ସଭାପତି କାହ୍ନୁଚରଣ!-->…
କନ୍ଧମାଳଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା : ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସପ୍ତଦଶ ତମ ବଳିଦାନ…
କନ୍ଧମାଳ : ଜନ୍ମାଷ୍ଟମୀ ଓ ବ୍ରହ୍ମଲିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସପ୍ତଦଶ ତମ ବଳିଦାନ ଦିବସ ଉପଲକ୍ଷେ କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥି ପାଇଁ ତୁମୁଡ଼ିବନ୍ଧ ସ୍ତିତ ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ପରିସରରେ ବ୍ୟାପକ ଆୟୋଜନ କରାଯାଉଛି । ଉକ୍ତ!-->…
ଗ୍ରାମ୍ୟସ୍ତରରେ ମାନସିକ ଅସୁସ୍ଥତା ପରିଚାଳନାରେ “ପରିବାର ସହାୟକ ଗୋଷ୍ଠୀର ଭୂମିକା” ଶିର୍ଷକ ଆଲୋଚନା ଚକ୍ର
ଫୁଲବାଣୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଙ୍କ ସୂଚନା ମୁତାବକ କରୋନା ସଂକ୍ରମଣ ପୂର୍ବରୁ ଜଣେ ମଣିଷ ମାନଶିକ ସ୍ତରରେ ଯେତେ ମାତ୍ରାରେ ସୁଦୃଢ ଥିଲା ବର୍ତ୍ତମାନ ତାହା ହ୍ରାଶ ପାଇଛି । ଯାହାଫଳରେ ସମାଜରେ ମାନସିକ ରୋଗିଙ୍କ ସଂଖ୍ୟା କୋଭିଡ୍ -୧୯ ପରଠାରୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି । ଏହି!-->…