Sign in
Sign in
Recover your password.
A password will be e-mailed to you.
ଲେବାନନରେ ଥିବା ହିଜବୁଲ୍ଲା ଶିବିର ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍
ଜେରୁଜେଲମ୍: ଇସ୍ରାଏଲ ରବିବାର ସକାଳେ ଲେବାନନରେ ସିଆ ମିଲିସିଆ ହିଜବୁଲ୍ଲାର ଠିକଣାକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରିଥିଲା। ଇସ୍ରାଏଲ ସେନା (IDF) ଏହି ସୂଚନା ଦେଇଛି। ଆଇଡିଏଫ୍ ଏକ ବିବୃତ୍ତି ଜାରି କରି କହିଛି ଯେ ଇସ୍ରାଏଲ ଅଞ୍ଚଳ ଆଡ଼କୁ କ୍ଷେପଣାସ୍ତ୍ର ଏବଂ ରକେଟ୍ ନିକ୍ଷେପ!-->…
ଦୁଇ ଭାଗ ହେଲା ଟ୍ରେନ୍, ଇଞ୍ଜିନରୁ ଅଲଗା ହୋଇଗଲା ଏସି ବଗି
ପାଟନା : ରେଳ ଟ୍ରାକ୍ ଉପରେ ଦୁଇ ଭାଗ ହୋଇଗଲା ଟ୍ରେନ୍। ଇଞ୍ଜିନରୁ ଅଲଗା ହୋଇଗଲା ଏସି ବଗି। ବଡ଼ ଧରଣର ଦୁର୍ଘଟଣା ଘଟିବା ପୂର୍ବରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଉତ୍ତରପ୍ରଦେଶର ବିଜନୋରରେ କିସାନ ଏକ୍ସପ୍ରେସ ଟ୍ରେନରେ ଘଟିଛି ଏଭଳି କିଛି ଘଟଣା।କିସାନ ଏକ୍ସପ୍ରେସ ଟ୍ରେନ ଫିରୋଜପୁରରୁ!-->…
ମହିଳା ବିରୋଧୀ ହିଂସାକୁ ନେଇ ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ ମୋଦି
ମୁମ୍ବାଇ : ଦେଶରେ ମହିଳା ବିରୋଧୀ ହିଂସା ବଢ଼ୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାଧୀମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ଯେଉଁମାନେ ମହିଳା ବିରୋଧୀ ଅପରାଧରେ ସାମିଲ ଅଛନ୍ତି, ସେମାନଙ୍କୁ ଆଦୌ ଛଡ଼ା ଯିବ ନାହିଁ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି।ମହାରାଷ୍ଟ୍ରର!-->…
ସୁନୀତାଙ୍କୁ ଫେରାଇ ଆଣିବେ ଏଲନ୍ ମସ୍କ: କେବେ ବାହୁଡ଼ିବେ କହିଲା ନାସା…
ୱାଶିଂଟନ: ନ୍ୟାସନାଲ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ (ନାସା)ର ଭାରତୀୟ ମୂଳ ମହାକାଶଚାରୀ ସୁନୀତା ୱିଲିୟମ୍ସ ତାଙ୍କ ସାଥୀ ବଚ୍ ୱିଲମୋରଙ୍କ ସହ ମହାକାଶରେ ଫସି ରହିଛନ୍ତି। ସେ କେବେ ପୃଥିବୀକୁ ଫେରିବେ ସେନେଇ ନାସା ଏକ ବଡ ଘୋଷଣା କରିଛି। ଏଲନ୍ ମସ୍କଙ୍କର କମ୍ପାନୀ!-->…
ତୃତୀୟ ବିଶ୍ୱଯୁଦ୍ଧ ! : ଇସ୍ରାଏଲରେ ୪୮ ଘଣ୍ଟିଆ ଜରୁରୀକାଳୀନ ସ୍ଥିତି ଘୋଷଣା
ଜେରୁଜେଲମ୍: ଲେବାନନର ହିଜବୁଲ ଇସ୍ରାଏଲ ଉପରେ ବଡ଼ ଧରଣର ରକେଟ୍ ଆକ୍ରମଣ ଆରମ୍ଭ କରିଛି। ଏହା ସହିତ ହିଜବୁଲ ମଧ୍ୟ ଏକ ବଡ଼ ଧରଣର ସାମରିକ ଅପରେସନ ପାଇଁ ଘୋଷଣା କରିଛି। ହିଜବୁଲ ଦ୍ବାରା ଜାରି ଏକ ବିବୃତିରେ କୁହାଯାଇଛି ଯେ ଇସ୍ରାଏଲର ଗୁରୁତ୍ୱପୂର୍ଣ୍ଣ ସାମରିକ ଶିବିରକୁ ଟାର୍ଗେଟ କରିବା ପାଇଁ!-->…
ବିଲ୍ଡରଙ୍କୁ ଯୋଗୀଙ୍କ ଛାଟ: ବକେୟା ପୈଠ ନ କଲେ କଠୋର କାର୍ଯ୍ୟାନୁଷ୍ଠାନ
ନୋଏଡା: ନୋଏଡାରେ ଫ୍ଲାଟ କ୍ରେତାମାନଙ୍କର ପଞ୍ଜିକରଣ କରାଯାଉନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫ୍ଲାଟ କ୍ରେତାଙ୍କ ପଞ୍ଜିକରଣକୁ ତ୍ୱରାନ୍ୱିତ କରିବାକୁ ଏବଂ ଫ୍ଲାଟ କ୍ରେତାଙ୍କ ପଞ୍ଜିକରଣରେ ଅବହେଳା କରୁଥିବା ବିଲ୍ଡରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା!-->…
ରାହୁଲ ଗାନ୍ଧିଙ୍କ ‘ମିସ୍ ଇଣ୍ଡିଆ’ ବୟାନ୍, ‘ବାଳକ ବୁଦ୍ଧି’ କହି କଟାକ୍ଷ କଲେ କିରଣ…
ନୂଆଦିଲ୍ଲୀ : "ମିସ୍ ଇଣ୍ଡିଆ କି ଗଣମାଧ୍ୟମର ଟପ୍ ଆଙ୍କର୍ ତାଲିକାରେ ଦଳିତ, ଆଦିବାସୀ କି ଓବିସି ବର୍ଗର ମହିଳା ନାହାନ୍ତି।" ରାହୁଲ ଗାନ୍ଧିଙ୍କ ଏପରି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜିଜୁ। ଏହା ସାସଂଦ (ରାହୁଲ ଗାନ୍ଧି)ଙ୍କ ବାଳକ ବୁଦ୍ଧି!-->…
କେନ୍ଦ୍ର ସରକାରଙ୍କ ନୂଆ ପେନସନ ଯୋଜନା, ମିଳିବ ଏହି ସବୁ ସୁବିଧା
ନୂଆଦିଲ୍ଲୀ : କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଆଜି ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ନୂଆ ପେନସନ ସ୍କିମ୍। ୟୁନିଫାଏଡ୍ ପେନସନ ସ୍କିମ୍ (ୟୁପିଏସ୍) ଉପରେ ଆଜି କେନ୍ଦ୍ର କ୍ୟାବିନେଟର ମୋହର!-->…
ନବରଙ୍ଗପୁର ପାପଡାହାଣ୍ଡି ଟୁରି ନଦୀ ନିକଟରେ ସହୀଦ ଦିବସ ପାଳିତ…
ନବରଙ୍ଗପୁର : ଅଗଷ୍ଟ ବିପ୍ଳବ ର ମୁକସାକ୍ଷୀ, ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସ ର ଦ୍ଵିତୀୟ ଜାଲିଆନାଵାଲାବାଗ ରୂପେ ପରିଚିତ ନବରଙ୍ଗପୁର ର ପାପଡ଼ାହାଣ୍ଡିରଟୁରୀନଦୀ ନିକଟସ୍ଥ ଶହୀଦ ମୀନାର ଠାରେ ପବିତ୍ର ଶହୀଦ ଦିବସ ପାଳନ କରାଯାଇଛି। ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ୧୯୪୨ ଅଗଷ୍ଟ!-->…
କୋଷାଗୁମୁଡା ବ୍ଲକର ବିଭିନ୍ନ ଗାଁରେ ଅବକାରୀ ବିଭାଗ ଓ ପୁଲିସର ମିଳିତ ଚଡାଉ,୩ ଗିରଫ, ବ୍ୟାପକ ପରିମାଣର ମହୁଲ ପୋଚ ଦେଶୀ…
ନବରଙ୍ଗପୁର : କୋଷାଗୁମୁଡା ବ୍ଲକର ଚିରମା, ଚୁରାହାଣ୍ଡି, ଗାଦଵାଗୁଡା ଧୁଡକାଗୁଡ଼ା ଅଂଚଳରେ ଅବକାରୀ ବିଭାଗ ଓ ପୁଲିସ ର ମିଳିତ ଚଢାଉ କରି ବ୍ୟାପକ ପରିମାଣରେ ମହୁଲ ପୋଚ ଏବଂ ରନ୍ଧା ମହୁଲ ମଦ ଜବତ ହୋଇଛି ! ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ସୂଚନା!-->!-->!-->…