ବାଦଲଫଟା ବର୍ଷା: ୧୧ ମୃତ, ବନ୍ୟାରେ ଭାସିଯାଇ ୧୪ ନିଖୋଜ

ବେଜିଂ: ବାଦଲଫଟା ବର୍ଷା ଚୀନ୍‌ର ଲିଆଓନିଂ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ବିପର୍ଯ୍ୟୟରେ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ୧୪ ଜଣ ନିଖୋଜ ଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଯୋଗୁ ବହୁ କୋଠା ଭାଙ୍ଗି ଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରବଳ ବର୍ଷା ଲିଆଓନିଙ୍ଗ ପ୍ରଦେଶର

ଆଗାମୀ ଦିନରେ ସଫଳ ହେବ ଆଳୁ ମିଶନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଦିନରେ ସଫଳ ହେବ ଆଳୁ ମିଶନ। ବିଗତ ଦିନରେ ଫେଲ୍ ମିଶନ ଆଗାମୀ ଦିନରେ ସଫଳ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଣମାଧ୍ୟମକୁ ସୂଚନା ଦେଇ ଆଗାମୀ ଦିନରେ ଆଳୁ ମିଶନ ସଫଳ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓୟୁଏଟି ଉତ୍ସବରେ ସଫଳ

ରାଜ୍ୟରେ ଡାନ୍ସବାର ବନ୍ଦ ନିଷ୍ପତ୍ତିର ହେଉ ପୁନଃବିଚାର, ଦାବି କଲେ ଭୁବନେଶ୍ବର ଡାନ୍ସବାର ସଂଘ

ଭୁବନେଶ୍ୱର : ରାଜ୍ୟରେ ଡାନ୍ସ ବାର ବନ୍ଦ ନିଷ୍ପତ୍ତିର ହେଉ ପୁନଃବିଚାର । ପ୍ରେସମିଟରେ ଦାବି କରିଛି ଭୁବନେଶ୍ବର ଡାନ୍ସ ବାର ସଂଘ । ସରକାର କଥା ଠିକ୍ ଭାବେ ବୁଝୁ ନଥିବା ଅଭିଯୋଗ କରିଛନ୍ତି । ବାର ମାଲିକମାନେ ସବୁ ସର୍ତ୍ତାବଳୀ ପାଳନ କରୁଛନ୍ତି । କିନ୍ତୁ ସରକାରଙ୍କ

ଏସିଆନ କରାଟେ କ୍ୟାଡେଟରେ ପଦକ ଜିତି ଇତିହାସ ରଚିଲେ ଆଲିଷା

ଭୁବନେଶ୍ୱର: ଓଡିଶାର କରାଟେ ଗର୍ଲ ଭାବେ ପରିଚିତ ଆଲିଷା ସୁବୁଦ୍ଧି ଏସିଆନ କ୍ୟାଡେଟ ଚାମ୍ପିୟନଶିପରେ ପଦକ ଜିତି ଇତିହାସ ରଚିଛନ୍ତି । ଫିଲିପାଇନ୍ସର ଅନୁଷ୍ଠିତ ଏହି ଚାମ୍ପିୟନଶିପର ଜୁନିୟର ଓ ୨୧ ବର୍ଷରୁ କମ କ୍ୟାଡେଟ କାଟା ଚାମ୍ପିୟନଶିପରେ ସେ ଏହି କମାଲ କରିଛନ୍ତି । ୧୪ ବର୍ଷୀୟା ଆଲିଷା

କଶ୍ମୀରରେ ସେନାର ଆତଙ୍କବାଦୀ ନିପାତ ଅଭିଯାନ, ଜଣେ ଆତଙ୍କବାଦୀ ମୃତ

ଶ୍ରୀନଗର : ଜମ୍ମୁ-କଶ୍ମୀରର ସୋପୋରର ରାଫିଆବାଦରେ ସୁରକ୍ଷାବଳ ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସୋପୋର ପୁଲିସ ଓ ୩୨ ରାଷ୍ଟ୍ରୀୟ ରାଇଫଲ୍ସର ମିଳିତ ଅପରେସନରେ ଏହି ଅପରେସନ କରାଯାଇଥିଲା। ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି।

ବିଏମସିର ପୂର୍ବତନ ଇଞ୍ଜିନିୟରଙ୍କ ସମ୍ପତ୍ତି ବ୍ୟାଜାପ୍ତ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନର ପୂର୍ବତନ ଇଞ୍ଜିନିୟର ସୁବାଷ ଚନ୍ଦ୍ର ମିଶ୍ରଙ୍କ ୫.୮୬କୋଟି ଟଙ୍କାରୁ ଅଧିକ ମୂଲ୍ୟର ଆର୍ୟବହିର୍ଭୁତ ସମ୍ପତ୍ତି ବ୍ୟାଜାପ୍ତ କରିବାକୁ ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତିରେ ୩ଟି କୋଠା ରହିଛି। ମୌଜା

ଏସସିଏସଟି ସଂରକ୍ଷଣକୁ ନେଇ ବିରୋଧୀଙ୍କ ତୁମ୍ବିତୋଫାନ, ଚାଲିପାରିଲା ନାହିଁ ଗୃହକାର୍ଯ୍ୟ

ଭୁବନେଶ୍ୱର : ବିଧାନସଭାରେ ସଂରକ୍ଷଣ ତାତି । ଚାଲିପାରିଲା ନାହିଁ ଗୃହକାର୍ଯ୍ୟ । ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ଓବିସି ଏବଂ ଏସସିଏସଟି ସଂରକ୍ଷଣକୁ ନେଇ ତମ୍ବିତୋଫାନ କରିଛନ୍ତି ବିରୋଧୀ । ଆଜି ଗୃହ ଆରମ୍ଭରୁ ବିରୋଧୀ ଏ ପ୍ରସଙ୍ଗ ଉଠାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେପଟେ

ଖୋଲିଲା ହୀରାକୁଦର ଆଉ ୮ଟି ଗେଟ୍

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା ଜାରି ରହିଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି । ଯାହାକୁ ନେଇ ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୮ଟି ଗେଟ୍ ଖୋଲାଯାଇଛି । ଏହାକୁ ମିଶାଇ ମୋଟ ୧୪ ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ମୁଖ୍ୟଯନ୍ତ୍ରୀ

ପିଡିପି ଇସ୍ତାହାରରେ ମାଗଣା ବିଜୁଳି, ପାକିସ୍ତାନ ସହ ବ୍ୟବସାୟ ଆରମ୍ଭ ପାଇଁ ପ୍ରତିଶ୍ରୁତି

ଜମ୍ମୁ କଶ୍ମୀରର ୯୦ଟି ବିଧାନସଭା ଆସନ ପାଇଁ ଆସନ୍ତା ୧୮, ୨୫ ଓ ଅକ୍ଟୋବର ୧ରେ ଭୋଟିଂ ହେବ। ଏହାପୂର୍ବରୁ ଉପତ୍ୟକାରେ ରାଜନୀତିକ ପାଣିପାଗ ଉଷ୍ଣ ହେବାରେ ଲାଗିଛି। ଏସବୁ ଭିତରେ ପିଡିପି ପକ୍ଷରୁ ଆଜି ନିର୍ବାଚନ ପାଇଁ ଇସ୍ତହାର ବା ପ୍ରତିଶ୍ରୁତି ପତ୍ର ଜାରି କରାଯାଇଛି। ଦଳର ସଭାପତି ମେହବୁବା

ସାଲିଆ ସାହି ଦେଶୀ ମଦ ଭାଟିରେ ଚାଲିଲା ବୁଲଡୋଜର

ଭୁବନେଶ୍ୱର: ସାଲିଆ ସାହିରେ ବୁଲିଲା ବୁଲଡୋଜର । ଗୋଟିଏ ନୁହେଁ କି ଦୁଇଟି ନୁହେଁ ତିନି ତିନି ଟି ମଦ କାରଖାନାକୁ ମାଟିରେ ମିଶାଇଲା । ଶନିବାର ନୟାପଲ୍ଲୀ ସ୍ଥିତ ସାଲିହା ସାହିରେ ଚଢାଉ କରି ୩ଟି ଦେଶୀ ମଦ କାରଖାନା ଠାବ କରିଥିଲା କମିଶନରେଟ ପୋଲିସ । ଏହାପରେ ଏନେଇ ତୁରନ୍ତ ଆକ୍ସନ ମୋଡରେ