Sign in
Sign in
Recover your password.
A password will be e-mailed to you.
ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ସହ ବୁଲେଟ ଚୋରୀ, ଥାନାରେ ଏତାଲା
ହିଞ୍ଜିଳିକାଟୁ : ଶେରଗଡ ବ୍ଳକ ଡେଙ୍ଗାପଦର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମକୃଷ୍ଣ ପୋଲାଇଙ୍କୁ ୨ ମୁଖାଧାରୀ ଦୁବୃର୍ତ୍ତ ଆକ୍ରମଣ କରିବା ସହ ବୁଲେଟ ବାଇକ୍ (ଓଡି୦୭ଏଏମ ୪୩୮୨)କୁ ଲୁଟି ନେଇଥିବା ନେଇ ରାମକୃଷ୍ଣ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି!-->…
ସାଇକେଲକୁ ଧକ୍କା ଦେଲା ବାଇକ୍, ୩ ଆହତ
ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଶ୍ୟାମଳାଇ ଛକ ନିକଟରେ ସାଇକେଲ ସହ ବାଇକ୍ ଧକ୍କା ଘଟି ୩ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ଭାଲିଆଗୁଡାର କାଳିଆ ଦଳାଇ (୨୬), ବ୍ରହ୍ମପୁରର ଶୁଭମ ପାତ୍ର (୨୪) ଓ ପୋଲସରାର ଶ୍ରୀତମ ପାତ୍ର (୨୩) । ସ୍ଥାନୀୟ ଲୋକେ ଆହତଙ୍କୁ!-->…
ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବୀ ତେଜିଲା
ଫୁଲବାଣୀ : ରାଜ୍ୟରେ ଗତ ୬ ବର୍ଷ ଧରି ପୂର୍ବତନ ବିଜେଡି ସରକାର କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ଛାତ୍ର ଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ଚାପିବା ପାଇଁ ଚେଷ୍ଟା କରିଥିବା ବେଳେ ରାଜ୍ୟରୁ ରାଜନୀତିରେ ନୂତନ ନେତୃତ୍ୱ ବିକାଶ ପାଇଁ ମଧ୍ୟ ବାଧକ ସାଜିଥିଲେ । ବର୍ତ୍ତମାନ!-->…
ପଶ୍ଚିମବଙ୍ଗ ଡାକ୍ତର ଅଭୟାଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ବିଧାନ କରିବା ପାଇଁ କାଣ୍ଡେଲ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳ ଓ…
ମାଲକାନଗିରି,୨୪।୮ ପଶ୍ଚିମବଙ୍ଗ କୋଲକାଟା ଠାରେ ଆର୍.ଜି. କର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ଅଭୟାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରିଥିବା ଦୋଷୀଙ୍କ ବିରୁଦ୍ଧରେ କଟୋରରୁ କଟୋର ଦଣ୍ଡ ଦେବାପାଇଁ ସାରା ଦେଶରେ ପ୍ରତିବାଦ ଏବଂ ଦାବି ଡାକ୍ତର ଓ ପ୍ରଶିକ୍ଷଣ ନେଉଥିବା ଡାକ୍ତରୀ ଛାତ୍ରଛାତ୍ରୀ!-->…
ଆଦିମ ଜନଜାତିଙ୍କ ଉନ୍ନତି ନିମନ୍ତେ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଓ ସଚେତନତା ରଥ ଉଦଘାଟିତ
ମାଲକାନଗିରି : ମାଲକାନଗିରି ଜିଲ୍ଲାର ବଣ୍ଡା ଓ ଡିଡାଇ ଆଦିମଜନଜାତିଙ୍କ ଉନ୍ନତି ନିମନ୍ତେ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଓ ସଚେତନତା ରଥ ଉଦଘାଟିତ ହେବା ସହିତ ୩ଟି ଆଦିମ ଜନଜାତି ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଚିହ୍ନଟ କରାଯାଇଛି। ଆଜି ଏ ସମ୍ପର୍କ ରେ ସମନ୍ୱନୀତ ଆଦିବାସୀ ଉନ୍ନୟନ ସଂସ୍ଥା!-->…
ମଦମୃତ୍ୟୁ ପରିବାରକୁ ଭେଟିଲେ ଶାସକ ବିଜେପି ବିଧାୟକ ଓ କଂଗ୍ରେସ ବିଧାୟକ ନେତା
ଚିକିଟୀ : ଚିକିଟୀ ଜେନାପୁର ବିଷାକ୍ତ ମଦ ପିଇ ମୃତ୍ୟୁ ବରଣ କରିଥିବା ଜୁର ବେହେରା ଓ ଲୋକନାଥ ବେହେରା ଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା। ଆଇନ ଅନୁଯାୟୀ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉପଯୁକ୍ତ ଚିକିତ୍ସା ଉପରେ!-->…
ଜେନାପୁର ମଦ ମୃତ୍ୟୁ ମନୁଷ୍ୟ କୃତ, ରବୀନ୍ଦ୍ରନାଥ ଦ୍ୟାନସାମନ୍ତରା
ଚିକିଟୀ : ଚିକିଟୀ ଓ ପାତ୍ରପୁର ବ୍ଲକ ରେ ନିଶା କାରବାର ର ଏକ ବିରାଟ ରାକେଟ ଭେଣ୍ଡର ମାନଙ୍କ ଜରିଆରେ ବ୍ୟବସ୍ଥିତ ହୋଇଛି। ରାଜନୈତିକ ଇଚ୍ଛା ଶକ୍ତି ଅଭାବ ଫଳ ର ଏହା ସମ୍ପ୍ରସାରିତ ହେବାରେ ସୁବର୍ଣ୍ଣ ସୁଯୋଗ ମିଳିଥିବା ବେଳେ ସୀମା ବାହାରେ ବିକ୍ରି ଯୁବ ଶକ୍ତି କୁ ବିପଥଗାମୀ କରିଛି।!-->…
ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ।
ଫୁଲବାଣୀ : ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣୀ କରି ଫୁଲବାଣୀ ପୋକସୋ କୋର୍ଟ ଆଜି ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତକୁ ୫୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଦୋଷୀକୁ ଅଧିକ ୮ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ!-->…
+୩ ନାମଲେଖାରେ ପରିବର୍ତ୍ତନ: ୧ମ ପର୍ଯ୍ୟାୟରେ ନାମ ଲେଖାଇଲେ ବି ୨ୟ ପର୍ଯ୍ୟାୟ ପାଇଁ ମିଳିବ ସୁଯୋଗ
ଭୁବନେଶ୍ୱର : ୩ ନାମଲେଖାକୁ ନେଇ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଦ୍ବିତୀୟ ପର୍ଯ୍ୟାୟରେ ବି ନାମଲେଖା ପାଇଁ କରିପାରିବେ ଆବେଦନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚ ଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି ।!-->…
ପ୍ରବଳ ବର୍ଷିବ: ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର: ସକ୍ରିୟ ରହିଛି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟାରେ ଘନିଭୂତ ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଫଳରେ ଆସନ୍ତା ୨୭ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
!-->!-->!-->…