Sign in
Sign in
Recover your password.
A password will be e-mailed to you.
ନୟାଗଡର ୪ଟି ଜେଲରେ ଚଢାଉ: ବିପୁଳ ନିଶାଦ୍ରବ୍ୟ ଜବତ
ନୟାଗଡ : ଆଜି ସକାଳୁ ସକାଳୁ ନୟାଗଡ଼ ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ବଡ଼ ଧରଣର ଚଢ଼ାଉ କରାଯାଇଛି। ନିଶା କାରବାର ଅଭିଯୋଗରେ ନୟାଗଡ଼ ଏସପିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି। ମାଜିଷ୍ଟ୍ରେଟ ସହ ବହୁ ବରିଷ୍ଠ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।ଚଢ଼ାଉ ବେଳେ ନୟାଗଡ଼!-->…
ରାସ୍ତା କଡରୁ ଗଛ କାଟିବାବେଳେ ଧରିଲେ ଡିଏଫଓ, ଟ୍ରାକ୍ଟର ସହ କାଠ ଜବତ
ଆଠଗଡ : ଆଠଗଡ-ମୁଣ୍ଡଳି ଭାୟା କନ୍ଦରପୁର ରାସ୍ତା କଦମ୍ବପାଟଣା ଗ୍ରାମ ନିକଟରେ ରାସ୍ତା ପାର୍ଶ୍ବରେ ଏକ ବିରାଟ ଚାକୁଣ୍ଡା ଗଛ କାଠ ମାଫିଆ କାଟି ନେଇଯିବାକୁ ଉଦ୍ୟମ କରୁଥିଲେ । ସେହି ରାସ୍ତା ଦେଇ ଅପରାହ୍ନ ୫ଟାବେଳେ ଯାଉଥିବା ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତି ଏହା ଦେଖି ଗାଡିରୁ ଓହ୍ଲାଇବା!-->…
ବଦଳୁଛି ନେତୃତ୍ବ, ବିଗୁଡ଼ୁଛି ଟ୍ରାଫିକ୍: ୬ ବର୍ଷରେ ୧୧ ଟ୍ରାଫିକ୍ ଡିସିପି
ଭୁବନେଶ୍ବର: ରାଜଧାନୀରେ ଟ୍ରାଫିକ୍ ପରିଚାଳନାକୁ ବ୍ୟବସ୍ଥିତ କରିବାକୁ ନିୟମିତ ଭାବେ ନୂଆ ଯୋଜନା କରାଯାଉଛି। ଟ୍ରାଫିକ୍ ପୋଷ୍ଟଠାରୁ ଆରମ୍ଭ କରି ସିଗ୍ନାଲ ପର୍ଯ୍ୟନ୍ତ ଭିତ୍ତିଭୂମିର ନବୀକରଣ କରାଯାଉଛି, ଅମାନିଆଙ୍କୁ ସାବାଡ୍ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର ରାଜଧାନୀର!-->…
ମଧୁବାବୁ ଓ ଗୋପବନ୍ଧୁଙ୍କୁ ମିଳୁ ଯଥୋଚିତ ସମ୍ମାନ
ଭୁବନେଶ୍ବର : ଜାତୀୟବାଦ ଆନ୍ଦୋଳନ, ଓଡ଼ିଆ ଭାଷାର ସୁରକ୍ଷା ଓ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହା ଯୋଦ୍ଧା ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ଓଡ଼ିଶାକୁ ଭାଷାଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ବା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣିଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ। ଏହି ଦୁହିଁ!-->…
ବିଧାନସଭାରେ ସଂରକ୍ଷଣ ତାତି: ପ୍ରଥମାର୍ଦ୍ଧରେ ଚାଲିପାରିଲାନି ଗୃହ
ଭୁବନେଶ୍ବର: ମୋହନ ସରକାର ଛି… ଛି.., ମୋହନ ସରକାର ଥୁ… ଥୁ…, ଆମର ଦାବି ପୂରଣ ହେଉ…। ଗତକାଲି ପରି ଆଜି ବି ଏମିତି ନାରାବାଜିରେ ବିଧାନସଭା ଗୃହ କମ୍ପିଥିଲା। ତେବେ ପ୍ରସଙ୍ଗ ଭିନ୍ନ ଥିଲା। ଆଜି ସଂରକ୍ଷଣ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିଜେଡି ଓ କଂଗ୍ରେସ ସଭ୍ୟମାନେ।!-->…
ଘରୁ ଉଦ୍ଧାର ହେଲା ଆଇଏଲଏସ୍ ବୈଜ୍ଞାନିକ ଡକ୍ଟର ସନ୍ଦୀପ ମିଶ୍ରଙ୍କ ମୃତଦେହ
ଭୁବନେଶ୍ୱର: କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଚର୍ଚ୍ଚାରେ ଥିବା ଆଇଏଲଏସ୍ ବୈଜ୍ଞାନିକ ଡକ୍ଟର ସନ୍ଦୀପ ମିଶ୍ର ଆଉ ନାହାନ୍ତି। ଆଜି ସକାଳେ ରାଜଧାନୀ ସ୍ଥିତ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲରେ !-->…
ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ସେଲରୁ ସ୍ମାର୍ଟଫୋନ୍ ଓ ନିଶାଦ୍ରବ୍ୟ ଜବତ
ବଲାଙ୍ଗୀର : ବଲାଙ୍ଗିର ଜେଲରେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ସେଲରୁ ବାହାରିଲା ସ୍ମାର୍ଟଫୋନ୍। ଗତ ଶୁକ୍ରବାର ଦିନ ବଲାଙ୍ଗିର ଜେଲରେ ପୁଲିସ ରେଡ୍ କରିଥିବା ବେଳେ ଏହି ମୋବାଇଲ୍ ମିଳିଛି। ଏଥିସହ ସୁଶାନ୍ତ ଧଳ ସାମନ୍ତ ସେଲରୁ ମାଦକ ଦ୍ରବ୍ୟ ସହ ଟ୍ରିମର ଓ ଲାଇଟର ଜବତ କରାଯାଇଛି।ଗତ ୨୩!-->…
ସେପ୍ଟେମ୍ବର ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଜନ୍ମ ଦିନ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସିବେ। ସେହି ଦିନ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏନେଇ ଆଜି ପୁରୀଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ସେ କହିଛନ୍ତି,!-->…
ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲିଲା, ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
ହୀରାକୁଦ : ଉପରମୁଣ୍ଡରେ ବର୍ଷା ହେବା ଯୋଗୁ ବୃଦ୍ଧି ପାଉଛି ହୀରାକୁଦ ଡ୍ୟାମର ଜଳସ୍ତର। ଆଜି ଆଉ ୬ଟି ଗେଟ୍ ଖୋଲିଛି। ୨୦ଟି ଗେଟ୍ ଦେଇ ଡ୍ୟାମରୁ ୩ଲକ୍ଷ ଘନ ଫୁଟ ବନ୍ୟାଜଳ ନିଷ୍କାସିତ ହେଉଛି।ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୧.୯୭ ଘନଫୁଟ ଥିବା ବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୩!-->…
ବିଚ୍ ରାସ୍ତାରେ ଯୁବକଙ୍କୁ ଖଣ୍ତାରେ ହାଣି ହତ୍ୟା
ଖୋର୍ଦ୍ଧ : ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଖଣ୍ତାରେ ହାଣି ହତ୍ୟା କରାଯାଇଛି। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦ ଅଞ୍ଚଳରେ । ମୃତ ଯୁବକଙ୍କ ନାଁ ସେକ୍ ସାଜିଦ । ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ଆଜି ଅପରାହ୍ନରେ ସାଜିଦ!-->…