ଅବକାରୀ ବିଭାଗର ଚଢାଉ ବିପୁଳ ପରିମାଣର ଦେଶୀ ମଦ ଓ ମହୁଲି ପୋଚ ନଷ୍ଟ…

ଫୁଲବାଣୀ : ଅବକାରୀ ଅଧୀକ୍ଷକ ଝସ କେତନ ବରିହାଙ୍କ ନିର୍ଦ୍ଦେଶରେ କନ୍ଧମାଳ ଜିଲ୍ଲା ଖଜୁରୀପଡାବ୍ଲକ ଗୁଡାରି ଗାଁ ପାଖରେ ଥିବା ଏକ ଜଙ୍ଗଲରେ ଅବକାରୀ ବିଭାଗର ମିଳିତ ଭାବରେ ଚଢ଼ାଉ କରି ଜଙ୍ଗଲ ମଧ୍ୟରେ ବେଆଇଆନ ଭାବରେ ରନ୍ଧା ଯାଉଥିବା ଦେଶୀ ମଦ ଭାଟିକୁ ସମ୍ପୂର୍ଣ ନଷ୍ଟ କରିଦେଇଥିବା ବେଳେ

ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଓ ଶ୍ରୀକୃଷ୍ଣ ମେଳା

ଛତ୍ରପୁର : ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର, ପରିସରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ସହ ଶ୍ରୀକୃଷ୍ଣ ମେଳା ଓ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ବକ୍ତା ଭାବରେ ସ୍ଥାନୀୟ ଅଞ୍ଚଳର ସୁନାମଧନ୍ୟ ବକ୍ତା ତଥା ଭାଗବତ ଭାସ୍କର ଶ୍ରୀ ଜଗନ୍ନାଥ ପଣ୍ଡା ଯୋଗଦେଇ

ବ୍ରହ୍ମାକୁମାରୀ ଈଶ୍ୱରୀୟ ସଂସ୍ଥାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ…

ଛତ୍ରପୁର, ତା. ୨୬ / ୮ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ବର୍ଣ୍ଣାଢ଼୍ୟ ସମାରୋହରେ ସୋମବାର ପାଳିତ ହୋଇଯାଇଛି ।କୃଷ୍ଣ ଜନ୍ମାଷ୍ଟମୀ ଅବସରରେ କେନ୍ଦ୍ରରେ ସୋମବାର ପୂର୍ବାହ୍ନ ରୁ ବିଧିବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ

ସରସ୍ଵତୀ ଶିଶୁ ମନ୍ଦିରପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପାଳିତ…

ମାଲକାନଗିରି, ତାରିଖ.୨୬.୮.୨୪ ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମିରେ ସାରାଦେଶ ଉତ୍ସବ ମୁଖର ହୋଇପଡିଥିବା ବେଳେ । ମାଲକାନଗିରି ସଦର ମହକୁମା ସ୍ଥିତ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ପାରମ୍ପରିକ ରୀତିରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଅଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିଶୁ ଓ ବାଲ ବର୍ଗର

ଭାଇରଲ ଅଡିଓ ଘଟଣା ର ନୁଆଁ ମୋଡ଼ : ଗଞ୍ଜାମ ବାଲି ସମ୍ରାଟଙ୍କ ସ୍ୱର ବଦଳିବା ପଛରେ ରହସ୍ୟ କଣ….?

ବିଜେଡ଼ି ଶାସନ ବେଳେ ସମ୍ରାଟ ଯାଇଥିଲେ ଜେଲ ଏବେ ଶାସକ ଦଳର ଭାଗୁଆଳି ବୋଲି ଚର୍ଚ୍ଚା…!! ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ମଦ ଓ ବାଲି ମାଫିଆ ମାନେ ରାଜ କରି ଆସୁଛନ୍ତି। ଗତ ବିଜେଡ଼ି ସରକାର ସମୟରେ କୋଦଳା ପୋଲିସ ବାଲି ସମ୍ରାଟ ର କଳା କାରନାମାର ପର୍ଦାଫାଶ କରି

କେବଳ ମନୋରଞ୍ଜନ ପାଇଁ ସାହିତ୍ୟ ସୃଷ୍ଟିହେବା ଅନୁଚିତ

କଟକ : କବୟିତ୍ରୀ ଲକ୍ଷ୍ମୀପ୍ରିୟା ମହାରଣାଙ୍କ କବିତା ପୁସ୍ତକ ‘ ଭାବର ବନ୍ଧନ’ ଉନ୍ମୋଚିତ ହୋଇଯାଇଛି | କଟକସ୍ଥିତ ଓସମି ସଭାଗୃହରେ ଅନୁଷ୍ଠିତ ଏକ ଭବ୍ୟ ସାରସ୍ବତ ସମାରୋହରେ ଅତିଥିମାନେ ଏହି ପୁସ୍ତକଟିକୁ ଉନ୍ମୋଚନ କରିଥିଲେ | ଏହି ଉପଲକ୍ଷେ ବରିଷ୍ଠ ସାମ୍ବାଦିକ ହରିହର ତ୍ରିପାଠୀଙ୍କ

ବାଲି ଗୁତାଧାରୀ ଠାରୁ ବଟି ଆଦାୟ ଘଟଣା :ଆସିକା ବିଧାୟକଙ୍କ ଅଡିଓ ଭାଇରାଲ ଘଟଣା କୁ ନେଇ ବାଲି ମାଫିଆ ମାନଙ୍କ ଉପରେ ଚାପ…

ହରଡ଼ ଘଣାରେ ସରକାର ଓ ପ୍ରଶାସନ..!! ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ସରୋଜ ପାଢ଼ୀଙ୍କ ବାଲି ଗୁତାଧାରୀ ଙ୍କୁ ବଟି ମାଗିବା ଘଟଣା କୁ ନେଇ ଏକ ଅଡିଓ ଚାରିଦିନ ହେଲା ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି। ଆସିକା ଅଞ୍ଚଳର ଦୁଇ ଜଣ ବାଲି ମାଫିଆଙ୍କୁ

ଟସର ବଗିଚା ନିକଟରେ ଟ୍ରକ ରେ ପିଟି ହେଇ ଦୁଇ ବାଇକ ଆରୋହୀ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ନବରଙ୍ଗପୁର : ନବରଙ୍ଗପୁର ରୁ ପାପଡାହାଣ୍ଡି ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର ଟସର ବଗିଚା ନିକଟରେ ଆଜି ସନ୍ଧ୍ୟା ୭ଘଣ୍ଟ ସମୟରେ ଏକ ବାଇକ, ଟ୍ରକକୁ ଧକ୍କା ଦେବା ଫଳରେ ୨ଜଣ ବାଇକ ଆରୋହି ଗୁରୁତର ହୋଇଛନ୍ତି । ସେମାନଙ୍କ ଘର ଝରିଗାଁ ବ୍ଲକ ଚଚା ଅଞ୍ଚଳ ର ବୋଲି ଜଣାପଡ଼ିଛି ।ଜଣେ ରାକେଶ

ନବରଙ୍ଗପୁର ଜିଲ୍ଲା ରେ ବିଜେପି ର ଜିଲ୍ଲା ସଦସ୍ୟତା ଅଭିଯାନ ଅନୁଷ୍ଠିତ…

ନବରଙ୍ଗପୁର : ମାଝୀଗୁଡା ସ୍ଥିତ ନୂତନ ବିଜେପି କାର୍ଯ୍ୟାଳୟ ଠାରେ, ନିର୍ଧାରିତ କାର୍ଯ୍ୟକ୍ରମ ପ୍ରକାରେ ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ ବିଷୋୟୀ ଙ୍କ ସଭାପତିତ୍ବରେ ଜିଲ୍ଲା ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଭାରତ ମାତାଙ୍କ ପାଦପଦ୍ମ ରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେପରେ ସାମୁହିକ

ଓଡିଶାରେ ସମ୍ବର୍ଦ୍ଧିତ ହେଲେ୧ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ‘ଲକ୍ଷପତି ଦିଦି’

ଭୁବନେଶ୍ୱର: ମିଶନ ଶକ୍ତି କେବଳ ଓଡ଼ିଶାର ଲକ୍ଷ ଲକ୍ଷ ମହିଳାମାନଙ୍କ ସଶକ୍ତିକରଣର କାହାଣୀ ନୁହେଁ, ବରଂ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସାରା ଦେଶର ମହିଳାମାନଙ୍କୁ ଆତ୍ମନିର୍ଭର ଏବଂ ସଶକ୍ତ କରିବା ସ୍ୱପ୍ନର ବାର୍ତ୍ତାବହ। ସମାଜ, ସମ୍ପ୍ରଦାୟ ଏବଂ ଦେଶର ବିକାଶ ତଥା