Sign in
Sign in
Recover your password.
A password will be e-mailed to you.
ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଘରେ ଘରେ ଉତ୍ସାହ ସହିତ ପାଳିତ ହୋଇଛି
ବ୍ରହ୍ମପୁର : ଭାଇ-ଭଉଣୀର ସଂପର୍କକୁ ଅଧିକ ମଜବୁତ କରିଥାଏ ରାକ୍ଷୀ। ଆଜିର ଦିନରେ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ଭାଇର ଉଜ୍ଜ୍ୱଳ ଭବିଷ୍ୟତ ଏବଂ ଦୀର୍ଘାୟୁ କାମନା କରି ପ୍ରାର୍ଥନା କରିଥାନ୍ତି ଭଉଣୀ । ଆଉ ବଦଳରେ ଭାଇ, ତା'ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ। ଭାଇ ହାତରେ!-->…
ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକ ଗୁରୁତର : ବ୍ରହ୍ମପୁର ବଡବଜାର ଥାନା ନାବାଳିକା ହତ୍ୟାକାଣ୍ଡରେ ସଂପୃକ୍ତ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପୋଚିଲିମା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସରକାରୀ ବସ୍ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ଦିଗପହଣ୍ଡି ଥାନା ପଦ୍ମନାଭପୁର ଅଞ୍ଚଳର ଆଶୁତୋଷ ପାଣିଗ୍ରାହୀ ବୋଲି ଜଣାପଡିଛି। ଗୁରୁତର ଆହତ ପାଣିଗ୍ରାହୀଙ୍କୁ!-->…
ଫ୍ରେଣ୍ଡସ ଗ୍ରୁପ ପକ୍ଷରୁ ଶ୍ରାବଣ ମାସ ଶେଷ ସୋମବାରରେ ଭଜନ ସନ୍ଧ୍ୟା
ମାଲକାନଗିରି : ମାଲକାନଗିରି ସଦର ମହକୁମାରେ ଦୀର୍ଘ ବର୍ଷଧରି ଫ୍ରେଣ୍ଡସ ଗ୍ରୁପ ପକ୍ଷରୁ ଶ୍ରାବଣ କାଉଡି ପଦଯାତ୍ରା ଆୟୋଜିତ ହେଉଅଛି । ପ୍ରତିବର୍ଷ ଭଳି ଏହି ବର୍ଷ ମାସଧିକକାଳ ମଧ୍ୟରେ ୪ଟି ସୋମବାର ରେ ବିଭିନ୍ନ ଶୈବ ପୀଠରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ସଦସ୍ୟଙ୍କ ଦ୍ୱରା ଜଳାଭିଷେକ!-->!-->!-->…
ଶ୍ରାବଣ ଶେଷ ସୋମବାର, ବୋଲବମ୍ ଯାତ୍ରା ଉଦଯାପିତ : ନୀଳକଣ୍ଠେଶ୍ବର ମହାଦେବଙ୍କଠାରେ ଜଳଲାଗି କଲେ କାଉଡ଼ିଆ
ହିଞ୍ଜିଳିକାଟୁ : ଧାରା ଶ୍ରାବଣରେ ଧାର୍ମିକ ପଦଯାତ୍ରା ସକାଶେ କାଉଡିଆ ମାନେ ନିଜର ମାନସିକ ପୁରଣ କରିବା ଲାଗି ବୋଲବମ ଯାତ୍ରା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରାବଣ ମାସ ଶେଷ ସୋମବାର ସକାଶେ କାଉଡ଼ିଆ ମାନେ ବିଭିନ୍ନ ପବିତ୍ର ନଦୀରୁ ଜଳ ଧାରଣ କରି ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ!-->…
” ସକ୍ଷମ” ର ନିଆରା ରକ୍ଷାବନ୍ଧନ ଉତ୍ସବ
ସୁନ୍ଦରଗଡ : ଆଜିର ସମାଜରେ ଚାଷୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୀମିତ ଜମି ସମ୍ବଳ ମଧ୍ୟରେ ତାକୁ ପୂରଣ କରିବାକୁ ପଡ଼େ ଅନ୍ନର ଆବଶ୍ୟକତା। ଏହି କାରଣ ପାଇଁ ଅନେକ କ୍ଷେତ୍ରରେ ଚାଷିକୁ ଆପଣାଇବାକୁ ପଡେ ରାସାୟନିକ ଚାଷ ପଦ୍ଧତି। ମାତ୍ର କାଳର କରାଳ ପ୍ରବାହରେ ରାସାୟନିକ ଚାଷ ପାଲଟି!-->…
ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ
କେନ୍ଦ୍ରାପଡା : ତୁଳସୀକ୍ଷେତ୍ର କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟଦେବତା ଶ୍ରୀବଳଦେବଜୀଉଙ୍କ ପବିତ୍ର ଜନ୍ମୋତ୍ସବ ଆଜି ଗହ୍ମାପୂର୍ଣ୍ଣିମାରେ ମହାସମାରୋହରେ ପାଳନ କରାଯାଇଛି । ମନ୍ଦିର ସେବାୟତ ମାନଙ୍କ ଦ୍ୱରା ଶ୍ରୀବଳଦେବଙ୍କ ଗୋପନୀୟ ଜନ୍ମନୀତି ସଂପାଦନ କରାଯିବା ପରେ ଅନ୍ୟାନ୍ୟ ନୀତିକାନ୍ତି!-->…
ନିଃସର୍ତ୍ତ ସାମ୍ବାଦିକ ଙ୍କୁ ଧମକ ଦେବା ଘଟଣା, ତଦନ୍ତ ସହ ପଞ୍ଜିକୃତ ହେଲା ଏତଲା…
ନବରଙ୍ଗପୁର : ତା ୧୮-୮-୨୪ ରିଖ ଦିନ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ନିସର୍ତ୍ତ ସାମ୍ବାଦିକ ଙ୍କୁ ଅଜଣା ବ୍ୟକ୍ତି ଙ୍କ ଧମକ କୁ ନେଇ ସାମ୍ବାଦିକ ଶ୍ରୀ ରସିକ ସରକାର ଥାନାରେ ଏତଲା ଡାଏର କରିଥିଲେ ଯାହାକି ରେଜିଷ୍ଟ୍ରିଭୁକ୍ତ ହୋଇଛି। କିନ୍ତୁ ବିନା ରସିଦ ରେ ଟଙ୍କା ଆଦାୟ କରୁଥିବା ଏସ ଏସ!-->…
ଅଜଣା ରୋଗରେ ମରୁଛନ୍ତି ଶହ ଶହ କୁକୁଡା, ଚିନ୍ତାରେ ଚାଷୀ
ପିପିଲି : ପିପିଲି ଅଞ୍ଚଳରେ ଅଜଣା ରୋଗରେ ଦୈନିକ ଶହ ଶହ ସଂଖ୍ୟାରେ ବ୍ରଏଲର କୁକୁଡା ମରୁଛନ୍ତି। ଏହାକୁ ନେଇ କୁକୁଡା ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ କୁକୁଡା ମଡକର ପ୍ରକୃତ କାରଣ ସଂପର୍କରେ ଅଦ୍ୟାବଧି କୌଣସି ସୂଚନା ମିଳିପାରିନାହିଁ। ଇତି ମଧ୍ୟରେ ପଶୁ ସଂପଦ ବିଭାଗ ପକ୍ଷରୁ!-->…
ଆସନ୍ତା ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ବର : ୨୦୨୫ରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏନେଇ ରାଜ୍ୟ ଆଇନ ଓ ପୂର୍ତ୍ତ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥାଏ। ହେଲେ ନୂଆ ସରକାର ଆସିବା ପରେ!-->…
ନବୀନ ନିବାସରେ ରକ୍ଷା ବନ୍ଧନ ଉତ୍ସବ, ରାଖୀ ବାନ୍ଧିଲେ ନବୀନ
ଭୁବନେଶ୍ୱର: ରକ୍ଷା ବନ୍ଧନ ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ. ଶ୍ରୀ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଗ୍ରହଣ କରି ସମସ୍ତଙ୍କୁ ରାଖୀ ପାଇଁ ଅଭିନନ୍ଦନ!-->…