Sign in
Sign in
Recover your password.
A password will be e-mailed to you.
ସାପକାମୁଡ଼ାରେ ଯୁବକର ମୃତ୍ୟୁ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋଵୀରା ଅଞ୍ଚଳର ପୁରୁଣା ଗିର୍ଜାଟୋଲି ଗ୍ରାମରେ ଏକ ମର୍ମନ୍ତୁଦ ଅଘଟଣ ଘଟିଯାଇଛି | ଏହି ଅଞ୍ଚଳର ଜୋସେଫ ଖେଶ ଙ୍କ ପୁଅ ସନୀୟଶ ଖେସ ୨୮ ବର୍ଷକୁ ଗତ ତା:୦୬/୧୦/୨୪ ରିଖ ଦିନ ରାତ୍ରରେ ଶୋଇଥିବା ବେଳେ!-->…
ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ନିଯୁକ୍ତ
ହିଞ୍ଜିଳିକାଟୁ : ବିଜେଡି ସଭାପତି ,ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ବ୍ଲକ, ପୌରାଞ୍ଚଳ ଓ ଜିଲା ପରିଷଦ ନିମନ୍ତେ ପ୍ରତିନିଧି ଘୋଷଣା କରିଛନ୍ତି। ହିଞ୍ଜିଳି ବିଧାୟକ ଜିଲ୍ଲା ପରିଷଦ ପ୍ରତିନିଧି କିଏ ହେବ କିଏ ହେବ ବୋଲି ନିର୍ବାଚନ!-->…
ରୋଟାରୀକ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ତରଫରୁ ରାମପଲ୍ଲୀ ଗ୍ରାମରେ ମାଗଣା ମଶାରି ବଣ୍ଟନ
ଛତ୍ରପୁର : ରୋଟାରୀକ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ତରଫରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ରାମପଲ୍ଲୀ ଗ୍ରାମରେ ଶହେ ଜଣ ଗରୀବ ଜନସାଧାରଣଙ୍କୁ ମାଗଣାରେ ମଶାରୀ ବଣ୍ଟନ କରାଯାଇଛି।ରୋଟାରୀ ଜିଲା 3262 ର ପ୍ରାନ୍ତପାଳ ଯଜ୍ଞାଶୀଷ ମହାପାତ୍ର ମୁଖ୍ଯ ଅତିଥି ରୂପେ ଯୋଗଦେଇ ହିତାଧିକାରୀଙ୍କୁ!-->…
ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ : ଟାର୍ଗେଟରେ ଛୋଟ ଛୋଟ ଉଠା ଦୋକାନୀ
ବାଲିଗୁଡା : ସମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ ଏହା ମଧ୍ୟରେ ସାମ୍ନାକୁ ଆସିଛି ନକଲି ନୋଟ କାରବାର ଖବର। ପାର୍ବଣକୁ ଟାର୍ଗେଟ କରିଛନ୍ତି, ନୋଟ ମାଫିଆ। ସମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ମାର୍କେଟରେ କୋଟି କୋଟି ଟଙ୍କା ଛାଡିବାକୁ କଟକ ରୁ ଆସି କନ୍ଧମାଳ!-->…
ଶିଶୁ ମହୋତ୍ସବ ଏବଂ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଗୁଦାରୀ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଏବଂ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଟିଟ୍ରାପଙ୍ଗା ଉଛ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏହି ଅବସରରେ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କ ଅନ୍ତଃର୍ନିହିତ!-->…
ଅବସରକାଳୀନ ବିଦାୟ ସମ୍ଭର୍ଦ୍ଧନା ସମାରୋହ ଅନୁଷ୍ଠିତ
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଗୁଦାରୀ ପଞ୍ଚାୟତର ଦାତପାଜୁ ଉଚ୍ଛ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମଥର ପାଇଁ ଅବସରକାଳୀନ ବିଦାୟ ସମ୍ଭର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ।ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଖଜୁରିପଡ଼ା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ!-->…
ପୋଲିସ ମାଓବାଦୀ ଗୁଳି ବିନିମୟ, ଜଣେ ମାଓବାଦୀ ନିହତ
ମାଲକାନଗିରି (୮।୧୦) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ଭେଜୀ ପୋଲିସ ଷ୍ଟେସନ ଅଞ୍ଚଳର ପାମଲୁର ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମାଓବାଦୀ ନିହତ ହୋଇଛି। ସୂଚନା ଅନୁଯାୟୀ ପାମଲୁର ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ନେଇ!-->…
ଶତ୍ରୁଙ୍କ ଉପରେ ବିଜୟ ପାଇଁ ନବରାତ୍ରୀର ଷଷ୍ଠ ଦିନରେ କରନ୍ତୁ ମା’କାତ୍ୟାୟନୀଙ୍କ ଆରାଧନା
ଆଜି ନବରାତ୍ରୀର ଷଷ୍ଠଦିନରେ ଦେବୀ ଦୁର୍ଗାଙ୍କୁ କାତ୍ୟାୟନୀ ବେଶରେ ପୂଜା କରାଯାଉଛି। ପୌରାଣିକ କଥା ଅନୁଯାୟୀ ମା ଦୁର୍ଗାଙ୍କର ଏହି ରୂପ କାତ୍ୟାୟନ ଋଷିଙ୍କ କନ୍ୟା ଭାବରେ ଅବତରିତ ହୋଇଥିଲା। କୁହାଯାଏ ଯେ ଯେଉଁ ଭକ୍ତମାନେ ଭକ୍ତିର ସହ ଦେବୀଙ୍କ ଏହି ରୂପକୁ ପୂଜା କରନ୍ତି, ସେମାନେ ଜଗତ!-->…
ପାରାଦୀପ ବନ୍ଦରରେ ଅଘଟଣ; କ୍ରେନରୁ ଭାଙ୍ଗିଗଲା ବୁମ୍ ଗ୍ରାଫ୍
ପାରାଦୀପ : ପାରାଦୀପ ବନ୍ଦର MPB ବର୍ଥରେ ଅଘଟଣ ଘଟିଛି। କ୍ରେନରୁ ଭାଙ୍ଗି ଜାହାଜ ଉପରେ ଖସି ପଡ଼ିଛି ଓଜନିଆ ବୁମ୍ ଗ୍ରାଫ୍। ଏଥିରେ କ୍ରେନ ଅପରେଟର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆଜି ସକାଳେ ବୋଥ୍ରା ସିପିଙ୍ଗ କମ୍ପାନୀର କ୍ରେନଟି ଏକ ବିଦେଶୀ ଜାହାଜ ‘MV ଆମସୀ!-->…
ରାତି ପାହିଲେ ୩୫ ଲକ୍ଷ ମହିଳାଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା
ଭୁବନେଶ୍ବର : ଆସନ୍ତାକାଲି ଖାତାକୁ ଆସିବ ସୁଭଦ୍ରା ଟଙ୍କା। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୩୫ ଲକ୍ଷ ହିତାଧିକାରୀ ପାଇବେ ପ୍ରଥମ କିସ୍ତି। ବାରିପଦାରେ ମୁଖ୍ୟମନ୍ତ୍ରୀ ବଡ଼ ସଭା କରି ମହିଳାଙ୍କ ଖାତାକୁ ଟଙ୍କା ପଠାଇବେ। ଯେଉଁଥିପାଇଁ ମହିଳାମାନେ ଉତ୍କଣ୍ଠାର ସହ ଅପେକ୍ଷା କରି!-->…