Sign in
Sign in
Recover your password.
A password will be e-mailed to you.
୨୦୨୫ରୁ ସିବିଏସ୍ଇ ଢାଞ୍ଚାରେ +୨ ପରୀକ୍ଷା
ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଶିକ୍ଷାବର୍ଷ ୨୦୨୪-୨୫ରେ +୨ ବୋର୍ଡ ପରୀକ୍ଷାରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି। ଦ୍ବାଦଶ ଶ୍ରେଣୀ ବିଜ୍ଞାନ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ନୂଆ କରି ଇଣ୍ଟରନାଲ ଆସେସମେଣ୍ଟ ପଦ୍ଧତି ଆପଣାଇବାକୁ ଯୋଜନା ପ୍ରସ୍ତୁତ!-->…
ଭଦ୍ରକ ସୋସିଆଲ ମିଡିଆ ପୋଷ୍ଟ: ୯ ଅଭିଯୁକ୍ତ ଗିରଫ, ଛାନ୍ଭିନ୍ ଜାରି
ଭଦ୍ରକ: ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ଉପୁଜିଥିବା ତୁମୁଳକାଣ୍ଡ ଘଟଣାରେ ପୁଲିସ ଶନିବାର ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହିତ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ବାନ୍ଧିବା ପାଇଁ ପୁଲିସ ଛାନଭିନ୍ ଜାରି!-->…
ଭରତପୁର ଥାନା ଘଟଣା; ଆସନ୍ତାକାଲି ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍
ଭୁବନେଶ୍ୱର : ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ ଆସନ୍ତାକାଲି ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍। ନିଲମ୍ବିତ ଥାନା ଅଧିକାରୀ ଓ ଅନ୍ୟ ଚାରିଜଣ ପୁଲିସ କର୍ମଚାରୀଙ୍କୁ ନେଇ ରବିବାର ଦିନ!-->…
୧୦ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ନର୍ସିଂ ଅଫିସର
ଭୁବନେଶ୍ୱର : ସାରା ରାଜ୍ୟରେ ୧୦ ଦଫା ଦାବୀ ନେଇ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି ନର୍ସିଂ ଅଫିସର। ଆଜି ଦ୍ଵିତୀୟ ଦିନରେ କଟକ ଏସସିବିରେ ଆନ୍ଦୋଳନରେ ବସିଥିବା ଏକ ହଜାର ନର୍ସିଂ ଅଫିସରଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ ଓ ଚୌଦ୍ଵାର-କଟକ ବିଧାୟକ ସୌଭିକ!-->…
ମୁଖ୍ୟମନ୍ତ୍ରୀଙ୍କ ତାଗିଦ- ରାତି ଅଧରେ ବି ମହିଳାଙ୍କ ଅଭିଯୋଗ ଶୁଣ, ମାମଲା ଦାଏର କର
ଭୁବନେଶ୍ୱର: ‘ଥାନାରେ ଭଲ ବ୍ୟବହାର କର, ରାତି ୨ଟାରେ ବି ମହିଳା ଜଣକ ଥାନାକୁ ଗଲେ ଧୈର୍ଯ୍ୟର ସହ ଶୁଣ ଓ ତୁରନ୍ତ ମାମଲା ଦାଏର କର। ସରକାର ବଦଳିଛି, ତ୍ରୁଟି ସୁଧାରି ଦିଅ।’ ଆଜି କିଛି ଏଭଳି ଭାବେ କଡ଼ା କଥା ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀର!-->…
ଓଡ଼ିଶାକୁ ମାଓ ହିଂସା ରୂପକ ଭାଇରସରୁ ପୁଲିସ ମୁକ୍ତ କରିପାରିଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡିଶା ପୁଲିସ ଏକ ଶୃଙ୍ଖଳିତ, ଲୋକାଭିମୁଖୀ ଏବଂ ଦକ୍ଷ ପୁଲିସ ବଳ। ଯେପରି ଭାବେ ପ୍ରତ୍ୟେକ କ୍ଷେତ୍ରରେ କିଛି ବ୍ୟତିକ୍ରମ ଥାଏ ସେମିତି କିଛି ବ୍ୟତିକ୍ରମ ପୁଲିସ ସେବାରେ ଥାଇପାରେ। ତାକୁ ବ୍ୟତିକ୍ରମ ଭାବେ ବିବେଚନା କରାଯାଇପାରେ। କିନ୍ତୁ, ଏ କଥା ଅନସ୍ବୀକାର୍ଯ୍ୟ ଯେ ରାଜ୍ୟ!-->…
କୁତ୍ସିତ ଜାତି ପ୍ରଥା: ଘରେ ୧୨ ଘଣ୍ଟା ପଡ଼ି ରହିଲା ମୃତଦେହ
ସୁବର୍ଣ୍ଣପୁର : କୁତ୍ସିତ ଜାତି ପ୍ରଥାର ଅନ୍ଧାରୀ କୋଠରୀରୁ ସମ୍ପୂର୍ଣ୍ଣ ବାହାରି ପାରିନାହିଁ ଏ ସଭ୍ୟ ସମାଜ। ଯେଉଁପାଇଁ ଆଜି ମୃତଦେହକୁ ଅସମ୍ମାନିତ କରାଯାଇଛି। ଜାତିଆଣ ମନୋଭାବ ଯୋଗୁ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଘର ଭିତରେ ପଡ଼ି ରହିଲା ମୃତଦେହ। ଗାଁ ଲୋକେ ମୃତଦେହ ସତ୍କାର କଲେନାହିଁ।!-->…
୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍; ୪ ମୃତ, ୨୩ ଆହତ
ବାଲେଶ୍ବର : ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥରୁ ୨୦ ଫୁଟ ତଳକୁ ଖସିଲା ଏକ ଯାତ୍ରୀବାହୀ ବସ୍। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା!-->…
୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଦୁଇ ଦିନଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେପ୍ଟେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି।ମୁଖ୍ୟମନ୍ତ୍ରୀ ୩୦ ତାରିଖରେ ଝାଡ଼ଖଣ୍ଡ ପହଞ୍ଚିବା ପରେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ। ସେଠାରେ ପ୍ରାକ୍ ନିର୍ବାଚନୀ!-->…
ରାଜଧାନୀରେ ଚାଞ୍ଚଲ୍ୟ: ୪ ଝିଅକୁ ହତ୍ୟା କରି ଆତ୍ମହତ୍ୟା କଲା ବାପା
ନୂଆଦିଲ୍ଲୀ : ଦେଶର ରାଜଧାନୀ ନୂଆଦିଲ୍ଲୀରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ବାପା ନିଜର ୪ ଝିଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବସନ୍ତକୁଞ୍ଜ ଅନ୍ତର୍ଗତ ରଙ୍ଗପୁରୀ ପାହାଡ଼ି ଅଞ୍ଚଳରେ ଏହି ଜଘନ୍ୟ କାଣ୍ଡ ଘଟିଛି।ଶୁକ୍ରବାର ସକାଳ ପ୍ରାୟ ୧୦ଟା!-->…