‘ଆଦର୍ଶ ସ୍ନାତକ ମହାବିଦ୍ୟାଳୟ’ରେ ଆଜି ‘ ବିଶ୍ୱ ଆଦିବାସୀ ଦିବସ’ ପାଳିତ

ମାଲକାନଗିରି,୯/୮ : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ 'ଆଦର୍ଶ ସ୍ନାତକ ମହାବିଦ୍ୟାଳୟ'ରେ ଆଜି ' ବିଶ୍ୱ ଆଦିବାସୀ ଦିବସ' ଅତ୍ୟନ୍ତ ଜାକଜମକ ସହକାରେ ପାଳନ କରାଯାଇଛି। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଯାହାର ସଭାପତିତ୍ବ ଆସନରେ ଅଳଙ୍କୃତ ଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଆଲୋକ

ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଉତ୍କଳ ସମ୍ମିଳନ ମିଳିତ ଆନୁକୂଲ୍ୟରେ ମାଲକାନଗିରି ମହାବିଦ୍ୟାଳୟର ଓଡ଼ିଆ ବିଭାଗ କକ୍ଷରେ ୧୬୩ତମ ଗଙ୍ଗାଧର ମେହେରଙ୍କ ଜନ୍ମଦିବସ ପାଳିତ ହୋଇଛି l ଏହି ସଭାକୁ ବିଭାଗ ମୁଖ୍ୟ ତପନ କୁମାର ବେହେରାଙ୍କ

ଏସ୍‌ସିବିରେ କ୍ରେନ୍‌ ଭାଙ୍ଗି ୩ ଶ୍ରମିକ ଗୁରୁତର

କଟକ: ବଡ଼ମେଡିକାଲରେ ଶୁକ୍ରବାର ବଡ଼ ଦୁର୍ଘଟଣା ଘଟିଛି। ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଏକ କ୍ରେନ୍‌ ଭାଙ୍ଗିପଡ଼ିଛି। ଫଳରେ ଘଟଣାସ୍ଥଳରେ ୩ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ଏସସିବି ସେକେଣ୍ଡ କ୍ୟାମ୍ପସରେ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ କେଉଁ କାରଣରୁ କ୍ରେନ୍‌ଟି ଭାଙ୍ଗି

‘ଆଳୁ’ ପ୍ରସଙ୍ଗରେ ମମତାଙ୍କ ସହ କଥା ହେବାକୁ ପଶ୍ଚିମବଙ୍ଗ ଗଲେ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ

ଭୁବନେଶ୍ବର: ରାଜ୍ୟରେ ଏବେ ବି କମିନି ଆଳୁ ସଙ୍କଟ । କିଲୋଗ୍ରାମ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ । ଓଡିଶାବାସୀଙ୍କ ମୁଖ୍ୟ ପରିବା ଆଳୁ ହୋଇଥିବାବେଳେ, ଏଭଳି ଚଢ଼ା ଦରକୁ ନେଇ ଖାଉଟିଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନଛାଡିବାରୁ

ଚିତ୍ରକୋଣ୍ଡା ଷ୍ଟେଟ ବ୍ୟାଙ୍କ ସମ୍ମୁଖର ବିକଳ ଚିତ୍ର

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପରିସର ସମ୍ମୁଖରେ ବର୍ଷା ପାଣି ଜମି କାଦୁଅ ପଚ ପଚ ହେଉଥିବା ଯୋଗୁଁ ଗ୍ରାହକ ମାନଙ୍କ ଭିତରେ ଅସନ୍ତୁଷ୍ଟ ଭାବ ଦେଖା ଦେଇଛି। ଅଞ୍ଚଳର ଅଠର ଗୋଟି ପଞ୍ଚାୟତର ଲୋକେ ଏହି ବ୍ୟାଙ୍କ ଉପରେ

NEET-PG ପରୀକ୍ଷାକୁ ସ୍ଥଗିତ ରଖିବାକୁ ମନା କଲେ ସୁପ୍ରିମକୋର୍ଟ

ରବିବାର (ଅଗଷ୍ଟ ୧୧) ହେବାକୁ ଥିବା NEET-PG ପରୀକ୍ଷାକୁ ସ୍ଥଗିତ ରଖିବାକୁ ଆଜି ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ଏ ନେଇ ହୋଇଥିବା ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଏହି ପରୀକ୍ଷାକୁ ଘୁଞ୍ଚାଇବାକୁ ନିର୍ଦ୍ଦେଶ ଦେବାକୁ ମନା କରି ଦେଇଛନ୍ତି।

ଝରିଗାଁ ବିଧାୟକଙ୍କ ଅଚାନକ ବିଦ୍ୟାଳୟ ଗସ୍ତ

ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି ଉମରକୋଟ /ଝରିଗାଁ : ମାନନୀୟ ଝରିଗାଁ ବିଧାୟକ ଶ୍ରୀ ନରସିଂହ ଭତ୍ରା ଆଜି ଅଚାଣକ ଝରିଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରା ଉନ୍ନୀତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗସ୍ତ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟର ବିଭିନ୍ନ ସମସ୍ୟା

ନକଲି ଇଞ୍ଜିନ ଅଏଲ ପ୍ରସ୍ତୁତ କାରଖାନା ଠାବ, ୩ ଗିରଫ

ବ୍ରହ୍ମପୁର : ଅସଲି ଡବାରେ ନକଲି ତେଲ । ନାମୀ ବ୍ରାଣ୍ଡର ଲେବଲ ଲଗାଇ ନକଲି ଇଞ୍ଜିନ ଅଏଲ ବିକ୍ରି । ବ୍ରହ୍ମପୁରରେ ବେଆଇନ ଓ ନକଲି ଇଞ୍ଜିନ ଅଏଲ ପ୍ରସ୍ତୁତ କାରଖାନା ଠାବ ହୋଇଛି । ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ ବଜାର ଥାନା ପୋଲିସ୍ । ଗିରଫ ଅଭିଯୁକ୍ତ ହେଲେ

ବାଂଲାଦେଶରେ ଥିବା ଭାରତୀୟ ଓ ସଂଖ୍ୟାଲଘୁଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଭାରତ ଗଠନ କଲା କମିଟି

ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଅଶାନ୍ତ ହୋଇପଡ଼ିଥିବା ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କୁ ଆକ୍ରମଣ କରାଯାଉଥିବା କଥା ସାମ୍ନାକୁ ଆସିବା ପରେ ଭାରତ ସରକାର ଏକ କମିଟି ଗଠନ କରିଛନ୍ତି। ବାଂଲାଦେଶର ସ୍ଥିତି ଉପରେ ନଜର ରଖିବା ପାଇଁ ଏହି କମିଟି ଗଠନ କରାଯାଇଛି। ତା’ସହିତ ବାଂଲାଦେଶରେ ବସବାସ

ବାବୁ ମାନଙ୍କ କଳା ସାମ୍ରାଜ୍ୟ ପିସି ଟଙ୍କାରେ ଜମି ପ୍ଲଟ କ୍ରୟ କରୁଛନ୍ତି

ଭିଜିଲାନ୍ସ ବିଭାଗ ଜଳକା……..ବ୍ରହ୍ମପୁର : ବାବୁ ମାନଙ୍କ ନାମରେ କୋଟି କୋଟି ଟଙ୍କାର ଜମି ରହିଥିବା ନିସର୍ତ୍ତ ରେ ପୂର୍ବରୁ ଖବର ପ୍ରକାଶ ହୋଇଥିଲେ। ନୂତନ ସରକାର ଆସିବା ପରେ ଗଞ୍ଜାମ ଜିଲ୍ଳାକୁ ଛାଡ଼ି ଅନ୍ୟ ଜିଲ୍ଳାରେ ଭିଜିଲାନ୍ସ ବିଭାଗ ଆକ୍ସନ ମୁଡ଼ରେ ଆସିଯାଇଛି। ଗତ କିଛି ଦିନ ହେଲା