Sign in
Sign in
Recover your password.
A password will be e-mailed to you.
ଆନ୍ଦୋଳନରୁ ଓହରିଲେ ନର୍ସିଂ ଅଫିସର, ଆଜିଠୁ ସ୍ବାସ୍ଥ୍ୟସେବା ସ୍ବାଭାବିକ
ଭୁବନେଶ୍ୱର : ଆନ୍ଦୋଳନରୁ ଓହରିଲେ ନର୍ସିଂ ଅଫିସର । ଆଜିଠୁ ସ୍ବାସ୍ଥ୍ୟସେବା ସ୍ବାଭାବିକ । ୪ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ସଂଘ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ନର୍ସିଂ ସଂଘ ସାଧାରଣ ସଂପାଦକ । ଗତକାଲି ରାତି!-->…
ଡ୍ରୀଙ୍କିଙ୍ଗ ଡ୍ରାଇଭିଙ୍ଗ ଯାଞ୍ଚ ଥାନାରେ ବାଇକ ଅଟକ…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନସ୍ଥ ଅଣ୍ଡାଳି ଜାମବାହଲ ପଞ୍ଚାୟତ ସହରାଇଟୋଲି ନିକଟରେ ରାସ୍ତା ଉପରେ ଡ୍ରୀଙ୍କିଙ୍ଗ ଡ୍ରାଇଭିଙ୍ଗ ଯାଞ୍ଚ ହେଉଥିବା ବେଳେ ଗୋଟିଏ ସ୍କୁଟି ଯାହାର ନମ୍ବର OD 09 U7195 ରେ ଦୁଇଜଣ ଯୁବକ ସଲଙ୍ଗାବାହାଲ ରୁ ରାଉଲକେଲା ଯାଉଥିବା ବେଳେ!-->…
ନାଲି ଫିତା ତଳେ ଚିକିଟି ମଦ ମୃତ୍ୟୁ ଘଟଣା…!!
ଗଞ୍ଜାମ ଜିଲ୍ଲା ରେ ପୁଣି ମଦ ମାଫିଆ ସକ୍ରିୟ, ଅବାଧ ରେ ଚାଲିଛି ପୁଣି ବେପାର….ବ୍ରହ୍ମପୁର: ଚିକିଟି ମଦ ମୃତ୍ୟୁ ପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଅବକାରୀ ଓ ପୋଲିସ ଜୋରଦାର ଚଢ଼ାଉ କରିଥିଲେ । ବିଭାଗୀୟ ମନ୍ତ୍ରୀ ମଧ୍ୟ ଗଞ୍ଜାମ ଜିଲ୍ଲା କୁ ଆସି ସମୀକ୍ଷା କରି ଦୋଷୀ କୁ ଛଡାଯିବ!-->!-->!-->…
ବ୍ଳକ ସ୍ତରିୟ ଜାତୀୟ ପ୍ରାଣୀଧନ ମେଳା ଅନୁଷ୍ଠିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବସଷ୍ଟାଣ୍ଡ ଠାରେ ଥିବା ମାଁ ଭୈରବୀ କଲ୍ୟାଣୀ ମଣ୍ଡପ ଠାରେ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଟିକାବାଲି ତରଫରୁ ବ୍ଳକ ସ୍ତରିୟ ଜାତୀୟ ପ୍ରାଣୀଧନ ମେଳା ଅନୁଷ୍ଠିତ ହୋଇଯାଇଛି ଏହି ମେଳାରେ ଉଦ୍ୟାନ ବିଭାଗ, କୃଷି ବିଭାଗ, ପଶୁ ଚିକିତ୍ସାଳୟ!-->!-->!-->…
ସଧବା ପାଉଛି ବିଧବାଭତ୍ତା..! :ବିଧବା ମହିଳାଙ୍କୁ ଭତ୍ତା ଏଠାରେ ସାତସପନ…
ଉମରକୋଟ /ଝରୀଗାଁ : ଗରିବ ବିଧବା ମହିଳାଙ୍କୁ ରାଜ୍ୟ ସରକାର ସହାୟତା ପାଇଁ ବିଧବା ଭତ୍ତା ପ୍ରଦାନ ଓଡ଼ିଶାର ସବୁ ଜ଼ିଲ୍ଲାରେ ପ୍ରୋଗତିରେ ଥିବାବେଳେ, ଏମିତି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଛି ଯୋଉଁଥିରେ ଜଙ୍ଗଳ ଘେରା ପରିବେଶରେ ମୂଳ ନିବାସୀ ଜନ ଜାତି ବସବାସ କରି ଆସୁଛନ୍ତି।!-->!-->!-->…
ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ, ଚାରିଆଡେ ଗଦା ହୋଇଛି କୁଢ କୁଢ ଆବର୍ଜନା : ସ୍ବଚ୍ଛତା ନା ରେ ଚାଲିଛି…
ହିଞ୍ଜିଳିକାଟୁ ୨୭!୯ ସରକାରୀ ନିର୍ଦ୍ଦେଶାନାମା ପ୍ରକାରେ ୧୭ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ର ପୂର୍ବ ଦିନ ପ୍ରତ୍ୟେକ ପଞ୍ଚାୟତ ଠାରୁ ଆରମ୍ଭ କରି ମୁନିସିପାଲଟୀ ସହ ସରକାରୀ କାର୍ଯ୍ୟାଳୟରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି । ହେଲେ କିଛି ସ୍ଥାନରେ!-->…
ଆଦିବାସୀଙ୍କ ଜୀବନ ଜୀବିକା ବାଉଁଶ କରିଡ଼…
ଥାଇରଏଡ଼ ରୋଗୀଙ୍କ ପାଇଁ ଉପଯୋଗୀ :ଡାକ୍ତର ରଞ୍ଜନ କୁମାର ସାହୁ..
ମାଫିଆ ମାନଙ୍କ ଅମରାବତୀ ଗଞ୍ଜାମ ଜିଲ୍ଲା : ବେଧଡକ ଲୁଟ ଚାଲିଛି ଖଣିଜ ପଦାର୍ଥ…
ମାଫିଆ.. ପ୍ରଶାସନ.. ଓ ସରକାର ଙ୍କ ମଧ୍ୟରେ ତ୍ରିକୋଣୀଆ ପ୍ରେମ...!!
ମାଲକାନଗିରିରେ ଡିପଥେରିଆରେ ଜଣଙ୍କ ମୃତ୍ୟୁ, ଭୟବିତ ନହେବାକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ
ମାଲକାନଗିରି,୨୮।୯: ମାଲକାନଗିରି ଜିଲ୍ଲାରେ ଡିପଥେରିଆ ରୋଗୀ ଚିହ୍ନଟ, ପ୍ରଥମ ଡିପଥେରିଆ ରୋଗୀ ଜଣକ କାଲିମେଳା ବ୍ଲକର ଚିତ୍ରାଙ୍ଗପାଲୀ ଆବାସିକ ବିଦ୍ୟାଳୟରରେ ପଢୁଥିବା ଚତୁର୍ଥ ଶ୍ରେଣୀ ଛାତ୍ର ଶିବୁ ମାଡକାମୀ ବୋଲି ଜଣା ପଡିଥିବା ବେଳେ ସେ କୋରାପୁଟ ସହିଦ ଲକ୍ଷଣ ନାୟକ ଜିଲ୍ଲା ମୁଖ୍ୟ!-->…
ଟିପିଏସ୍ଓଡିଏଲର ଏଚ୍ଓଟିଟି କେନ୍ଦ୍ର ଓ ଟ୍ୟାମ୍ପର ଟେଷ୍ଟିଂ ଲ୍ୟାବ ଉଦ୍ଘାଟିତ
-- "ମିଶନ ଜିରୋ ହାର୍ମ" ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ସହାୟକ ହେବ ଏହି ପଦକ୍ଷେପ-- ମିଟର ଅଖଣ୍ଡତା ସୁନିଶ୍ଚିତ କରିବା ପାଇଁ ଅତ୍ୟାଧୁନିକ ଟ୍ୟାମ୍ପର ଟେଷ୍ଟିଂ ଲ୍ୟାବ-- ଦକ୍ଷିଣ ଓଡ଼ିଶାରେ ବୈଷୟିକ ଦକ୍ଷତା ବୃଦ୍ଧି ପାଇଁ ୧୬ଟି ଟିଏସ୍ଏସଡିଆଇ
ବ୍ରହ୍ମପୁର, ସେପ୍ଟେମ୍ବର: କର୍ମଚାରୀଙ୍କ!-->!-->!-->…