ଡ୍ରୀଙ୍କିଙ୍ଗ ଡ୍ରାଇଭିଙ୍ଗ ଯାଞ୍ଚ ଥାନାରେ ବାଇକ ଅଟକ…

add-all

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନସ୍ଥ ଅଣ୍ଡାଳି ଜାମବାହଲ ପଞ୍ଚାୟତ ସହରାଇଟୋଲି ନିକଟରେ ରାସ୍ତା ଉପରେ ଡ୍ରୀଙ୍କିଙ୍ଗ ଡ୍ରାଇଭିଙ୍ଗ ଯାଞ୍ଚ ହେଉଥିବା ବେଳେ ଗୋଟିଏ ସ୍କୁଟି ଯାହାର ନମ୍ବର OD 09 U7195 ରେ ଦୁଇଜଣ ଯୁବକ ସଲଙ୍ଗାବାହାଲ ରୁ ରାଉଲକେଲା ଯାଉଥିବା ବେଳେ ରାଏବଗା ପୋଲିସ ଏ ଏସ ଆଇ ପଦ୍ମାବତି ମୋଦି ନିଜର ସହକର୍ମୀଙ୍କ ସହିତ ଯାଞ୍ଚ ହେଉଥିବା ବେଳେ ଧରା ପଡିଥିଲେ ! ରାଏବଗା ପୋଲିସ ମଦପୀ ବାଇକ ଚଳାଇ ଥିବା ଜଗୁ ଥାନାରେ ସ୍କୁଟିକୁ ଅଟକ ରଖି ଏକ ମାମଲା ରୁଜୁ କରି ଥିବା ଜଣା ପଡ଼ିଛି ! ପିଲାକୁ ଡାକ୍ତରୀ ଯାଞ୍ଚ କରିବା ପରେ 41 ନୋଟିସ ଦେଇ ଘରକୁ ଛାଡିଥିବା ପୋଲିସ ପକ୍ଷରୁ ସୂଚନା !

ad-week
Leave A Reply

Your email address will not be published.